ଲିଭ୍ଇନ୍ରେ ରହୁଥିବା ଯୋଡ଼ା: ଜୀବିତ ଥିବାବେଳେ ନିର୍ଯାତନା; ମୃତ୍ୟୁପରେ ଅନ୍ତିମ ସଂସ୍କାର ମନା
ରାଞ୍ଚି,୨୩।୬: ଅର୍ଥାଭାବରୁ ବିବାହ ନ କରି ଭୋଜି ନ ଦେଇ ଲିଭ୍ଇନ୍ରେ ରହୁଥିବା ଝାଡଖଣ୍ଡର ଜନଜାତି ସମ୍ପ୍ରଦାୟଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥାଏ। ଏଭଳି ମହିଳାଙ୍କୁ ଏଠାରେ ସିନ୍ଦୂର ତଥା ଚୁଡି ପିନ୍ଧିବାକୁ ବାରଣ କରାଯାଇଥାଏ। ସେହିପରି ପୁରୁଷଙ୍କୁ ଗାଁର କୌଣସି ବିବାହ…
ବିଚାରପତି ଏସ୍.ଏନ୍. ଶୁକ୍ଳାଙ୍କୁ ହଟାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଗୋଗୋଇ
ନୂଆଦିଲ୍ଲୀ,୨୩।୬: ବିଚାରପତି ଏସ୍.ଏନ୍. ଶୁକ୍ଳାଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ପୂର୍ବରୁ ଏନେଇ ଗୋଗୋଇ ଚିଠି ଲେଖିଥିଲେ। ଏବେ ଗୋଗୋଇ ମୋଦିଙ୍କୁ ରିମାଇଣ୍ଡର ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଏନେଇ ପ୍ରସ୍ତାବ…
ଆନ୍ଦୋଳନକାରୀ ପରିବା ବ୍ୟବସାୟୀଙ୍କ ପ୍ରତି ତହସିଲଦାରଙ୍କ ଦବଙ୍ଗଗିରି : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ପୁରୁଷୋତ୍ତମପୁର, ୨୩ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପରିବା ମାର୍କେଟ ଭାଙ୍ଗିବା ନେଇ ବ୍ୟବସାୟୀମାନେ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଆନ୍ଦୋଳନ ସମୟରେ ମାର୍କେଟ ମଧ୍ୟରେ ରୋଷେଇ କରି ଖାଇବା ପ୍ରସ୍ତୁତ କରୁଥିବାବେଳେ ଉକ୍ତଦିନ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର…
ଅନୁଗୋଳ ପୋଲିସରେ ୧୬ ଅଧିକାରୀଙ୍କ ଅଦଳବଦଳ
ଅନୁଗୋଳ ଅଫିସ,୨୩ା୬: ଅନୁଗୋଳ ଜିଲା ପୋଲିସରେ ଶନିବାର ରାତିରେ ୧୬ ଜଣ ଅଧିକାରୀଙ୍କ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଇନ୍ସପେକ୍ଟର, ୫ ଜଣ ସବ୍ ଇନ୍ସପେକ୍ଟର ଓ ୭ ଜଣ ଏଏସ୍ଆଇ ରହିଛନ୍ତି। ଜିଲା ପୋଲିସ ମୁଖ୍ୟାଳୟରେ ଥିବା…
ଡକାୟତି ଯୋଜନା ପଣ୍ଡ : ରିଭଲଭର ଜବତ, ୩ ଗିରଫ
ଚୌଦ୍ୱାର, ୨୩ା୬(ଡି.ଏନ୍.ଏ.) : ଚୌଦ୍ୱାର ପୋଲିସ ୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ହୋଣ୍ଡା ଆକ୍ଟିଭା ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚୌଦ୍ୱାର ତଳବଜାର ଡେଲ୍ଟା କଲୋନୀର…
ଦେଶ ଚାହୁଁଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ଯାଞ୍ଚ ହେଲେ ଅନୁମତି ଦେଲେନି ନେହେରୁ: ନଡ୍ଡା
ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କର୍ମକର୍ତ୍ତାମାନେ ରବିବାର ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହେଲେ ଏହି ଅବସରରେ ନଡ୍ଡା କହିଛନ୍ତି…
ବିଜେଡି – ଭାଜପାକୁ ନରସିଂହଙ୍କ ଟାର୍ଗେଟ : ବୈଷ୍ଣବଙ୍କୁ ରାଜ୍ୟ ସଭା ପଠାଇବା ଦୁର୍ଭାଗ୍ୟଜନକ
ଭୁବନେଶ୍ୱର, ୨୩ା୬(ବ୍ୟୁରୋ) : ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ କଂଗ୍ରେସ ପକ୍ଷରୁ ଉଭୟ ଭାଜପା ଓ ବିଜେଡିକୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ଦଳକୁ ସମାଲୋଚନା…
ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ଭାରତୀୟ ଅସଫଳ: ସର୍ଭେ
ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟମାନେ ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବାରେ ଅସଫଳ ରହିଛନ୍ତି। ଏନେଇ ନୋଭୋ ନୋରଡିସ୍କ୍ ଏଜୁକେଶନ୍…
ନିର୍ବାଚନ ଫଳାଫଳ ଘୋଷଣାକୁ ପୂରିଲା ମାସେ: ଭାଜପା ୨୦୨୪ ପାଇଁ କରୁଛି ଯୋଜନା; କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ମନ୍ଥନରେ ବ୍ୟସ୍ତ
ନୂଆଦିଲ୍ଲୀ, ୨୩।୬: ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି। ମେ ୨୩ରେ ଫଳାଫଳ ପ୍ରକାଶ ପାଇଥିଲା। ଇତିମଧ୍ୟରେ ଫଳାଫଳ ଘୋଷଣାକୁ ଏକ ମାସ ପୂରିଛିି। ଏହି ସମୟ ମଧ୍ୟରେ ଭାଜପା…
ଓଡ଼ିଶାରୁ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର : କହିଲେ ‘କୌଣସି ଗୁପ୍ତ ବୁଝାମଣା ନାହିଁ’
ଭୁବନେଶ୍ୱର,୨୩ା୬(ବ୍ୟୁରୋ) : ସଂଖ୍ୟାଗରିଷ୍ଠ ଥାଇ ମଧ୍ୟ ବିଜେଡି ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା ପରେ ରାଜ୍ୟରେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି। ଏହା ପଛରେ କୌଣସି କର୍ପୋରେଟ୍ ଲବି ଥିବା କୁହାଯାଉଥିବାବେଳେ ରବିବାର ମୁହଁ ଖୋଲିଛନ୍ତି…
‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି
ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ ଅନୁପାତରେ ଏଭଳି ବୃଦ୍ଧି ଦୃଷ୍ଟି ଗୋଚର ହୋଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ…
ଅବକାରୀ ବିଭାଗର ଚଢ଼ାଉ: ମହିଳା ସମେତ ୫ ଗିରଫ
ଜଳେଶ୍ୱର, ୨୩।୬ : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିିଆ ଥାନା ଅଧୀନ ଦକ୍ଷିଣପ୍ରହରାଜପୁର, ପ୍ରହରାଜପୁର, ବେହେରା ସାହି, ମୁଣତୁଣିଆ ଆଦି ଅଞ୍ଚଳରେ ରବିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶରେ ହୋଇଥିବା…
Archives


