୨୭ ବଦଳରେ ଏବେ କାର୍ଯ୍ୟକାରୀ ହେବ ୧୨ ପିଏସ୍ବି: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ(ପିଏସ୍ବି)କୁ ନେଇ ଏକ ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨୭ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ କାମ କରୁଥିବା ବେଳେ ଏଣିକି ୧୨ଟି ପିଏସ୍ବି କାମ କରିବ ବୋଲି…
ନିଜର ଚିକିତ୍ସା ପାଇଁ କଣ୍ଢେଇର ଗୋଡ଼ ପ୍ଲାଷ୍ଟର କଲେ ୧୧ମାସର ଶିଶୁ
ନୂଆଦିଲ୍ଲୀ,୩୦।୮: ଛୋଟବେଳେ ସବୁ ପିଲାଙ୍କର କୌଣସି ଏକ ଖେଳନା ସହ ଅକର୍ଷଣ ରହିଥାଏ। ସେହି ଖେଳନା ବିନା ସେମାନେ କୌଣସି କାର୍ଯ୍ୟ କରି ନ ଥାନ୍ତି। ତେବେ ଦିଲ୍ଲୀର ଲୋକ ନାୟକ ହସ୍ପିଟାଲରେ ଜଣେ ଶିଶୁର ନିଆରା ଢ଼ଙ୍ଗରେ ଚିକିତ୍ସା କରାଯାଇଥିବା…
ଅଭିନନ୍ଦନଙ୍କ ଉପରେ କମେଡି ଫିଲ୍ମ ନିର୍ମାଣ କରିବ ପାକିସ୍ତାନ
ମୁମ୍ବାଇ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହାସିକତା ଏବଂ ବାଲାକୋଟ ଆକ୍ରମଣକୁ ନେଇ ବଲିଉଡ ଅଭିନେତା ବିବେକ ଓବରୟ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପାକିସ୍ତାନ ମଧ୍ୟ ଏହି କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ…
ଜିଲାପାଳଙ୍କୁ ପାଲିଙ୍କିରେ ପାଛୋଟି ନେଲେ ଗ୍ରାମବାସୀ
ସିଆହା,୩୦।୮: ମିଜୋରାମର ତିପୋଶିରେ ଥିବା ଏକ ଅପହଞ୍ଚ ଅଞ୍ଚଳକୁ ଯେତେବେଳେ ଜିଲାପାଳ ପହଞ୍ଚିଥିଲେ ସେତେବେଳେ ସେଠାକାର ଲୋକଙ୍କ ଖୁସି କହିଲେ ନ ସରେ। ଏମାନେ ଜିଲାପାଳଙ୍କୁ ଏକ ପାଲିଙ୍କିରେ ପାଛୋଟି ନେବାର ଦୃଶ୍ୟ ଥିଲା ସବୁଠାରୁ ନିଆରା। କାରଣ ଜିଲାପାଳ ଭୂପେଶ…
ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା
ଭାରତରେ ଏଭଳି ବହୁ ମନ୍ଦିର ରହିଛି, ଯାହା ନିଜ ସ୍ବତନ୍ତ୍ରତା ପାଇଁ ପରିଚିତ। ଏଭଳି ଏକ ନିଆରା ମନ୍ଦିର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମ ସହରର ମାଣକରେ। ସାଧାରଣତଃ ମନ୍ଦିରମାନଙ୍କରେ ଭକ୍ତଙ୍କୁ ପ୍ରସାଦରେ ଲଡୁ, ମିଠା ବା ଅନ୍ନ ଦିଆଯାଇଥାଏ। ହେଲେ…
ବଲିଉଡ୍ରେ କ୍ୟାରିୟର କରି ନ ପାରି ଆତ୍ମହତ୍ୟା କଲେ ମଡେଲ ପର୍ଲ
ମଡେଲ ପର୍ଲ ପଞ୍ଜାବୀ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ୨୦ ବର୍ଷୀୟା ପର୍ଲ ବଲିଉଡ୍ରେ କ୍ୟାରିୟର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବହୁ ଦିନ ହେବ ଫିଲ୍ମ ଜଗତରେ ସଂଘର୍ଷ କରିଆସୁଥିଲେ। ମାତ୍ର ସଫଳତା…
ଭିଡ଼ ହିଂସା ବିରୋଧରେ ଆସିବ ବିଲ୍: ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କରାଦଣ୍ଡ
କୋଲକାତା,୩୦।୮: ପଶ୍ଚିମ ବଙ୍ଗର ବିଧାନସଭାରେ ଭିଡ଼ ହିଂସା ବିରୋଧରେ ଶୁକ୍ରବାର ଏକ ବିଲ୍ ଉପସ୍ଥାପନ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ତୃଣମୂଳ କଂଗ୍ରେସ(ଟିଏମ୍ସି)ର ସରକାର ବିଧାନସଭାରେ ଏକ ବିଲ୍ ଉପସ୍ଥାପନ କରିଛନ୍ତି। ଏହି ବିଲ୍ ଅନୁସାରେ ଭିଡ଼ ହିଂସା…
୨ବର୍ଷର ପିଲା ପାଇଁ ହାରୀ ପୋଟରଙ୍କ କାହାଣୀରେ ଥିବା ଘର ତିଆରି କଲେ ଅଭିଭାବକ
ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ। ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି। ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି। ୨ ବର୍ଷର ଜଣେ ଛୋଟ ପିଲାର ଇଚ୍ଛା ପୂରଣ କରିବାକୁ ଯାଇ ପରିବାର ଲୋକେ…
ମୋଦିଙ୍କ ନାଁ ନେବାରୁ ପାକିସ୍ତାନ ନେତାଙ୍କୁ ଲାଗିଲା କରେଣ୍ଟ
ଇସ୍ଲାମାବାଦ.୩୦।୮: ଏବେ ଭାରତ ନାଁ ନେଉ ନେଉ ପାକିସ୍ତାନକୁ ଲାଗିଲାଣି କରେଣ୍ଟ। ଶୁକ୍ରବାର ପାକିସ୍ତାନର ରେଲ ମନ୍ତ୍ରୀ ଶେଖ୍ ରସିଦ୍ ଅହମ୍ମଦ ଏକ ଜନସଭାକୁ ସମ୍ବୋଧନ ଦେବା ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଉଚ୍ଚାରଣ କରିଥିଲେ। ଆଉ ଏହି ସମୟରେ…
ଟ୍ରେନ୍ର ଭ୍ରମ ସୃଷ୍ଟି କରୁଛି ଏହି ସ୍କୁଲ, ଷ୍ଟେଶନ ପରି ସଜେଇ ହୋଇଛି ପାରିପାର୍ଶ୍ୱ
ରେଲ୍ଓ୍ବେ ଷ୍ଟେଶନ ତ ଦେଖିଥିବେ ନିଶ୍ଚିତ। କିନ୍ତୁ ଏମିତି ଏକ ସ୍କୁଲ ରହିଛି ଯାହା ଦେଖିବାକୁ ଅବିକଳ ରେଲ୍ଓ୍ବେ ଷ୍ଟେଶନ ପରି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ରାଜସ୍ଥାନର ଅଲଓ୍ବର ସହରରେ ଏମିତି ସ୍କୁଲ ରହିଛି। ସ୍କୁଲର ନାମ ସରକାରୀ ଉଚ୍ଚ ମାଧ୍ୟମିକ…
ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି
ନୂଆଦିଲ୍ଲୀ,୩୦।୮: ଆସନ୍ତା ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି। ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଶୁକ୍ରବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ସିବିଆଇ ଚିଦାମ୍ବରମଙ୍କୁ ଆଉ ୫ ଦିନ…
କୋର୍ଟରେ ହାଜର ହେଲେ ଚିଦାମ୍ବରମ
ନୂଆଦିଲ୍ଲୀ,୩୦।୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଶୁକ୍ରବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଶୁକ୍ରବାର ତାଙ୍କ ରିମାଣ୍ଡ ଅବଧି ସମାପ୍ତ ହେଉଥିବା ବେଳେ ସିବିଆଇ ଶୁଣାଣି ସମୟରେ ଚିଦାମ୍ବରମଙ୍କୁ ଆଉ ୫ ଦିନ…
Archives


