ପ୍ରେମବିବାହ ପରେ ସୁରକ୍ଷା ପାଇଁ ହାଇକୋର୍ଟ ଯାଇଥିବା ନବମ୍ପତିଙ୍କୁ ବନ୍ଧୁକ ଦେଖାଇ ଅପହରଣ
ଲକ୍ଷ୍ନୌ,୧୫।୭: ପ୍ରେମବିବାହ ପରେ ସୁରକ୍ଷା ପାଇଁ ଆହ୍ଲାବାଦ୍ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ନବଦମ୍ପତିଙ୍କୁ କିଛି ଲୋକ ବନ୍ଧୁକ ଦେଖାଇ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ସୋମବାର ହାଇକୋର୍ଟ ଗେଟ୍ ପାଖରୁ ଅପହରଣ କରାଯାଇଛି। ନବଦମ୍ପତିଙ୍କୁ ଅପେକ୍ଷା କରି କିଛି ଲୋକ ଗେଟ୍…
ପ୍ରଥମ କନ୍ୟାପିତାଙ୍କୁ ଅଟକ ରଖି ଦ୍ୱିତୀୟ ବିବାହ ଉଦ୍ୟମ : ଶିଶୁପାଳ ହୋଇ ଫେରିଲେ ବର
ବ୍ରହ୍ମଗିରି,୧୫।୭(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟେ ବରକୁ ଦୁଇଟି କନ୍ୟା ବିବାହ କରିବାକୁ ନେଇ ହୀନସ୍ତା ହୋଇଛନ୍ତି ବରପକ୍ଷ। ଶେଷରେ ଦୁଇଟିଯାକ କନ୍ୟା ଛାଡି ଚାଲିଯିବାରୁ ବର ଶିଶୁପାଳ ହୋଇ ଫେରିବାକୁ ପଡିଛି। ମିଳିଥିବା ସୂଚନା…
ଭାଜପା ନେତାଙ୍କ ଘରୁ ମିଳିଲା ସ୍ବର୍ଣ୍ଣ ପଦକ ବିଜେତା ରେସଲରଙ୍କ ମୃତଦେହ
ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅବଧ ଅଞ୍ଚଳର ମିଡିଆ ପ୍ରଭାରୀ ରୁଖସାନା ନକବୀଙ୍କ ଘରୁ ଜଣେ ସ୍ବର୍ଣ୍ଣ ପଦକ ବିଜେତା ରେସଲର ରେଶମ ସିଂ(୨୬)ଙ୍କ ମୃତଦେହ ମିଳିଛି। ମୃତକଙ୍କ ପରିବାର ଲୋକେ ରୁଖସାନାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାସ୍ଥଳରେ…
ଚତୁର୍ଥୀ ରାତିରେ ଶାଶୁଘର ଛାଡ଼ିଲେ ନବବଧୂ, ସ୍ବାମୀଙ୍କୁ ଦର୍ଶାଇଲେ ମାନସିକ ବିକାରଗ୍ରସ୍ତ
ଗୋପ,୧୫।୭(ଡ଼ି.ଏନ୍.ଏ.) : ଅଗ୍ନିକୁ ସାକ୍ଷୀ ରଖି ସାରାଜୀବନ ସଂସାର କରିବାକୁ ଆସିଥିବା ନବବଧୂ ରବିବାର ସନ୍ଧ୍ୟାରେ ଚତୁର୍ଥୀ ରାତିରେ ଶାଶୁଘର ଛାଡି ବାପା ଘରକୁ ଚାଲି ଯାଇଛନ୍ତି। ଏହାକୁ ନେଇ ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।…
ଧରିତ୍ରୀ ଛୁଟିଦିନରେ ପ୍ରକାଶିତ ଫଟୋ ଓ ଖବରକୁ ନେଇ ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ
ଖୋର୍ଦ୍ଧା ଅଫିସ,୧୫ା୭: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ସୋରଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ଆୟୋଜିତ ହୋଇଥିଲା ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଏଥିରେ ଗଛର କାହାଣୀ ସ୍ଥାନ ପାଇଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ଧରିତ୍ରୀ ଛୁଟିଦିନରେ…
ସରକାରୀ କ୍ୱାର୍ଟର୍ସ କଞ୍ଜରଭେନ୍ସିରେ ବେଆଇନ ନିର୍ମାଣ
ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସହର ସଫେଇ ଉପରେ ବେଶି ଗୁରୁତ୍ୱ ଦେଉଥିବା ନେଇ ସାମାଜିକ ଗଣମାଧ୍ୟମ ‘ଟୁଇଟର’ରେ ଦୈନିକ ଫଟୋ ଛାଡୁଛି। ସରକାରୀ କ୍ୱାର୍ଟର୍ସ ମଝିରେ ଥିବା କଞ୍ଜରଭେନ୍ସିକୁ ସଫା କରାଯାଉଛି ବୋଲି ବିଏମ୍ସି ଶନିବାର ଫଟୋ…
ଚନ୍ଦ୍ରାୟନ-୨: ଉତ୍କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ
ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ ୩ ମାସ ପରେ ହେବ ବୋଲି କୁହାଯାଉଛି। ଏଥି ପାଇଁ ପୁଣି ନୂଆ ତାରିଖ…
ବନ୍ୟପ୍ରାଣୀ ଚୋରା ଚାଲାଣ: ଇଣ୍ଟରପୋଲ୍ ଦ୍ୱାରା ୬ ମାସରେ ୬ ଶହ ଗିରଫ
ଲିଓ,୧୫।୭: ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଇଣ୍ଟରପୋଲ୍ ଏବଂ ଓ୍ବାଲର୍ଡ କଷ୍ଟମ ଅର୍ଗାନାଇଜେସନ୍ର ମିଳିତ ସହଯୋଗରେ ଅପରେଶନ୍ ଜାରି ରହିଛି। ଏହି ଅପରେଶନ୍ରେ ୧୦୯ଟି ଦେଶ ସାମିଲ୍ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ…
ଦୃଷ୍ଟିବାଧିତଙ୍କ ପାଇଁ ଆର୍ବିଆଇର ନୂଆ ଆପ୍;ନୋଟ ଚିହ୍ନିବା ହେବ ସହଜ
ନୂଆଦିଲ୍ଲୀ,୧୫-୭: ନୋଟ ଚିହ୍ନିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ନୂଆ ଆପ୍ଲିକେଶନ ଶୀଘ୍ର ଆଣିବ। ଏହା ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ। ବର୍ତ୍ତମାନ ନେଣଦେଣ କ୍ଷେତ୍ରରେ କ୍ୟାଶ ସିଂହଭାଗ ହାସଲ କରିଛି। ୧୦,୨୦,୫୦,୧୦୦, ୨୦୦,୨୦୦, ୫୦୦…
‘ବିଜୟ ଜ୍ୟୋତି’ ଜଳାଇଲେ ରାଜନାଥ
ନୂଆଦିଲ୍ଲୀ,୧୫ା୭(ପି.ଟି.): ଅପରେଶନ୍ ବିଜୟର ୨୦ତମ ବାର୍ଷିକୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ‘ବିଜୟ ଜ୍ୟୋତି’ ଜଳାଇଛନ୍ତି। ଏହି ବିଜୟ ଜ୍ୟୋତିକୁ ସେନାର ଏକ ମୋଟରସାଇକ୍ଲିଷ୍ଟ ଟିମ୍ ୧୧ଟି ସହର ଓ ମହାନଗର ପରିକ୍ରମା କରାଇ…
ଜେଲ୍ କଲୋନୀ ମାର୍କେଟ କମ୍ପ୍ଲେକ୍ସ: ଖତ ଖାଉଛି, ନଜର ନାହିଁ
ବରଗଡ଼ ଅଫିସ,୧୫।୭: ଆଶ୍ରୟ ନେବା ପାଇଁ ଜାଗାଟିଏ ମିଳୁନାହିଁ । ଫଳରେ ଲୋକେ ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ଛୋଟ ବ୍ୟବସାୟ କରିବା ପାଇଁ ଦୋକାନଟିଏ ମଧ୍ୟ ମିଳୁ ନାହିଁ । ଏଥିପାଇଁ କାହାକୁ ହାତଗୁଞ୍ଜା ଦେବାକୁ ପଡ଼ୁଥିବାବେଳେ ଦୋକାନ…
ଆଧୁନିକତା ଭିତରେ ହଜି ଯାଉଛେ ଶଗଡ଼ ଗାଡ଼ି
ଭବାନୀପାଟଣା,୧୫ା୭ (ଡି.ଏନ୍.ଏ.): ଆଧୁନିକତାର ଛାପ୍ରେ ଆମର ସଂସ୍କୃତି, ପରମ୍ପରାରେ ଅନେକ ପରିବରତନ ଦେଖ୍ବାକେ ମିଲୁଛେ। ଆଘ ଲୋକ୍ କୃଷି କାଯ୍ରେ ନଂଗଲ, ଶଗଡ଼ ଗାଡ଼ିର ବଡ଼ଭାରି ବେଭାର କରୁଥିଲେ। ହେଲେ ଆଧୁନିକ୍ ଯନ୍ତ୍ରପାତି ଆଏଲାଦିନୁ କୃଷି କାଯ୍ରେ ଖେତ୍ ଜୁତା, କାଦୋକରା,…
Archives


