Home

ବ୍ଲାକ୍‌ଷ୍ଟୋନ କିଣିବ କ୍ୟାଫେ କଫି ଡେର ଟେକ୍‌ ପାର୍କ

ବେଙ୍ଗାଲୁରୁ,୧୬-୮: କଫି ଚେନ୍‌ ଅପରେଟନର କଫି ଡେ ଏଣ୍ଟରପ୍ରାଇଜେସ୍‌ ବେଙ୍ଗାଲୁରୁ ସ୍ଥିତ କମ୍ପାନୀର ଗ୍ଲୋବାଲ ଭିଲେଜ ଟେକ୍‌ ପାର୍କକୁ ବ୍ଲାକ୍‌ଷ୍ଟୋନକୁ ବିକ୍ରି କରିଦେବ ବୋଲି ବୁଧବାର ଘୋଷଣା କରିଛି। ଏହି ବିକ୍ରିରୁ କମ୍ପାନୀକୁ ପ୍ରାୟ ୩ ହଜାର କୋଟି ଟଙ୍କା ମିଳିବ।…

ଚଳିତ ସପ୍ତାହରେ ରିପୋର୍ଟ ଦେଇପାରନ୍ତି ଜଲାନ କମିଟି

ନୂଆଦିଲ୍ଲୀ,୧୬-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ ବଳକା ରହିଥିବା ପାଣ୍ଠିକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ ନେଇ ଗଠିତ ବିମଳ ଜଲାନ କମିଟି ପକ୍ଷରୁ ଚଳିତ ସପ୍ତାହରେ ରିପୋର୍ଟ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏହି କମିଟିରେ…

ଭାରତ-ଚାଇନା ବିରୋଧରେ ପୁଣି ବର୍ଷିଲେ ଟ୍ରମ୍ପ: ଡବ୍ଲ୍ୟୁଟିଓରେ ଫାଇଦା ନେବାକୁ ଦେବୁନି

ଓ୍ବାଶିଂଟନ,୧୬-୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଓ ଚାଇନାକୁ ନେଇ ମୁହଁ ଖୋଲିଛନ୍ତି। ଏସିଆର ଏହି ଦୁଇ ବୃହତ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ନିଜକୁ ବିକାଶଶୀଳ ଦେଶ କହି ଫାଇଦା ନେବାରେ ଲାଗିଛନ୍ତି। ଆଗାମୀ ଦିନରେ ଆଉ…

ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇ ନିର୍ଦ୍ଦେଶ: ଏଟିଏମ୍‌ରେ ଅସଫଳ ଟ୍ରାଞ୍ଜାକଶନକୁ ମାଗଣା ଭାବେ ଧରନି

ମୁମ୍ବାଇ,୧୬-୮: ଏଟିଏମ୍‌ରେ ହେଉଥିବା ଅସଫଳ ଟ୍ରାଞ୍ଜାକ୍‌ଶନ,ବାଲାନ୍ସ ଯାଞ୍ଚ ଅଥବା ନୂଆ ଚେକ୍‌ବହି ନେବା ଭଳି ଅଣ-ନଗଦ କାରବାରକୁ ମାଗଣା ଟ୍ରାଞ୍ଜାକଶନ ଭାବେ ଗଣନା ନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି…

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଗ୍ରୀନ ପିଆଜ ଶଣ୍ଢା ଅନେକ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ ଶଣ୍ଢା ରସ ପିଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା…

ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ୭୩ତମ ସ୍ବାଧୀନତା ଦିବସ ଅବସରରେ ପଦକ ପ୍ରଦାନ କରାଯାଇଛି। ଗୁରୁବାର ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ…

ଉଦ୍‌ଘାଟିତ ହେଲା ଖାରବେଳ ଭବନ

ଭୁବନେଶ୍ୱର, ୧୫।୮(ବ୍ୟୁରୋ.): ଭୁବନେଶ୍ୱରରେ ଖାରବେଳ ଭବନ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଖାରବେଳ ଭବନରେ କାର୍ଯ୍ୟ କରିବ ପ୍ରମୁଖ ୧୧ଟି ବିଭାଗର କାର୍ଯ୍ୟାଳୟ। ଏହାର ନିର୍ମାଣ ପାଇଁ ୧୨୮ କୋଟି…

ହୀରାକୁଦର ୨୦ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ.): ହୀରାକୁଦ ଜଳଭଣ୍ଡାରରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୦ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରୁ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡ୍ୟାମ୍‌ର ଜଳସ୍ତର ୬୨୧.୮୫ ଫୁଟ ରହିଥିବା ଜଳସମ୍ପଦ ବିଭାଗ…

ମଦ ବ୍ୟବସାୟୀଙ୍କୁ ସରକାରଙ୍କ ପ୍ରୋତ୍ସାହନ: ଆନ୍ଦୋଳନକୁ ଓହ୍ଲାଇଲା ବେଗୁନିଆ ଜନକଲ୍ୟାଣ ପ୍ରତିଷ୍ଠାନ

ବେଗୁନିଆ, ୧୫।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏଠାରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ ହେଉଛି। ଏଥିଯୋଗୁ ଗାଁଦାଣ୍ଡରେ ମଦ ବ୍ୟବସାୟୀମାନେ ଖୁଲମଖୁଲା ମଦ ବିକ୍ରି କରୁଛନ୍ତି।…

ଗହ୍ମାପୂର୍ଣ୍ଣିମାରେ ନଡ଼ିଆ ଲଢ଼େଇ ପରମ୍ପରା

ସାକ୍ଷୀଗୋପାଳ, ୧୫।୮(ଡି.ଏନ୍‌.ଏ.): ଗହ୍ମାପୂର୍ଣ୍ଣିମା ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପରମ୍ପରା ରହିଛି। ବାତ୍ୟା ‘ଫନୀ’ରେ ବହୁ ସଂଖ୍ୟକ ନଡ଼ିଆ ଗଛ ଭାଙ୍ଗିଯାଇଥିଲେ ମଧ୍ୟ ଗୁରୁବାର ସ୍ଥାନୀୟ ଅଞ୍ଚଳରେ ନଡ଼ିଆ ଲଢ଼େଇ ଦେଖିବାକୁ ମିଳିଛି। ଏହି ଅବସରରେ ଯିଏ…

ପୁରୀରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ

ପୁରୀ ଅଫିସ, ୧୫।୮: ପୁରୀ ଶରଧାବାଲିଠାରେ ଗୁରୁବାର ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳ ୯ଟା ୧୫ରେ ମୁଖ୍ୟଅତିଥିଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ହୋଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଏକ ଖୋଲା ଜିପ୍‌ରେ ମନ୍ତ୍ରୀ ପରେଡ୍‌…

୨୧ କଏଦୀଙ୍କ ଜରିମାନା ଟଙ୍କା ପଇଠ କରି ମୁକୁଳାଇଲେ ବ୍ୟବସାୟୀ

ଆଗ୍ରା,୧୫।୮: ସ୍ବାଧୀନତା ଦିବସ ଅବସରରେ ବ୍ୟବସାୟୀ ରାଜେଶ ସେହଗଲ ଉଦାହରଣ ସୃଷ୍ଟି କରିବା ଭଳି କାମ କରିଛନ୍ତି। ଉତ୍ତର ପ୍ରଦେଶ ଆଗ୍ରା ଜିଲା ଜେଲ୍‌ରେ ୨୧ ଜଣ କଏଦୀ ତାଙ୍କ ଦଣ୍ଡାଦେଶର ସମୟ ସୀମା ପୂରଣ କରିସାରିଥିଲେ ସୁଦ୍ଧା ମୁକୁଳି ପାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri