ବିଶ୍ୱ ପରିବେଶ ଦିବସ ଅବସରରେ ସୁଦର୍ଶନଙ୍କ ବାଲୁକା କଳା: ଗଛ ଲଗାଇ ବାୟୁ ପ୍ରଦୂଷଣ ରୋକିବାକୁ ବାର୍ତ୍ତା
ପୁରୀ ଅଫିସ,୫।୬(ବ୍ୟୁରୋ): ଆଜି ବିଶ୍ୱ ପରିବେଶ ଦିବସ। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମୁଣ୍ଡବିନ୍ଧାର ବିଷୟ ପାଲଟିଲାଣି। ଯଦି ଏହିପରି ଚାଲେ ତେବେ ଋତୁଚକ୍ରରେ ପରିବର୍ତ୍ତନ ଆସିବା ସ୍ବାଭାବିକ। ତେବେ ଚଳିତ ବର୍ଷ ଏହି ଦିବସର…
ଇଦ୍ରେ ଅଶାନ୍ତ ଶ୍ରୀନଗର: ଜାମିଆ ମସଜିଦ୍ ଆଗରେ ଲାଗିଲା ଆଇଏସ ପତାକା
ଶ୍ରୀନଗର, ୫।୬: ସାରା ଦେଶରେ ବୁଧବାର ଆନନ୍ଦଉଲ୍ଲାସରେ ଇଦ୍ ପାଳନ ଚାଲିଥିବାବେଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଇଦ ପ୍ରାର୍ଥନା ପରେ ଜାମିଆ ମସଜିଦ ନିକଟରେ ସୁରକ୍ଷାକର୍ମୀଙ୍କୁ କିଛି ଲୋକ ଟେକା ପଥର ମାଡ କରି ଆତଙ୍କୀ ସଂଗଠନ ଆଇଏସର…
ବ୍ରିଟେନରେ ମହିଳାଙ୍କୁ ବଳାତ୍କାର କରି ଭାରତ ଚାଲିଆସିଥିଲେ ଯୁବକ: ମିଳିଲା ୭ ବର୍ଷ ଜେଲ୍ ଦଣ୍ଡାଦେଶ
ଲଣ୍ଡନ, ୫।୬: ବ୍ରିଟେନରେ ଜଣେ ମହିଳାଙ୍କୁ ବଳାତ୍କାର କରି ଭାରତ ପଳାଇଆସିଥିବା ଜଣେ ବ୍ୟକ୍ତିଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅଜୟ ରାଣା(୩୫) ନାମକ ଜଣେ ଯୁବକ ୨୦୧୭, ଡିସେମ୍ବର ୯ରେ ଇଂଲଣ୍ଡର ଲୋବସ୍ଫୋଟ ସହରରେ ଲିଫ୍ଟ ଦେବାକୁ କହି…
ସଲମାନଙ୍କ ଫଟୋ ପକେଟରେ ଧରି ବୁଲୁଥିଲେ ଏହି ଅଭିନେତା
ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଫିଲ୍ମ ‘ଭାରତ’ରେ ସଲ୍ଲୁଙ୍କ ପିତା ଭୂମିକା ନିଭାଇଛନ୍ତି ଜ୍ୟାକି। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଜ୍ୟାକି କହିଛନ୍ତି ସଲମାନ ମୋ ପୁଅ ଭଳି। ୧୯୮୮ରେ…
ଶ୍ମଶାନରେ ଚାଲୁଛି କୋଚିଂ ସେଣ୍ଟର
ଅହମଦାବାଦ୍, ୫।୬: ସୁରତ କୋଚିଂ ସେଣ୍ଟରରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ପରେ ଗୁଜୁରାଟ ସରକାର ଫାୟାର ସେଫ୍ଟି ମାନକ ନିମ୍ନମାନର ଥିବା ଦର୍ଶାଇ ସହରର ପ୍ରାୟ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କୋଚିଂ ସେଣ୍ଟର ମାଲିକମାନେ ବଗିଚା,…
ସ୍ନେଲଫିସ୍: ଗରମରେ ତରଳୁଥିବା ମାଛ
ଗରମରେ ବରଫ ତରଳିବା ସାଧାରଣ କଥା। ମାତ୍ର ଯଦି କୁହାଯାଏ ଗରମରେ ମାଛ ବି ତରଳିପାରେ, ତେବେ କଥା ଉପରେ ଅନେକେ ବିଶ୍ୱାସ କରି ନ ପାରନ୍ତି। ହେଲେ ବୈଜ୍ଞାନିକମାନେ ଏଭଳି ଏକ ମାଛକୁ ଆବିଷ୍କାର କରିଛନ୍ତି, ଯାହାକୁ ପାଣି ଉପରକୁ…
ଇଦ୍ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ମମତା
କୋଲକାତା, ୫।୬: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଉଛନ୍ତି, ଅନ୍ୟପଟେ ମମତାଙ୍କ ପାଖକୁ ଜୟ ଶ୍ରୀରାମ ଲେଖାଥିବା…
୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିଲେ ଯୁବକ: ରାଜି ନ ହେବାରୁ ଝିଅକୁ ଉଠାଇନେଲେ
ନୂଆଦିଲ୍ଲୀ,୫।୬: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିବା ଜଣେ ଯୁବକର ଅଜବ କାରନାମା ଦେଖିବାକୁ ମିଳିଛି। ଉକ୍ତ ମହିଳାଜଣଙ୍କ ରାଜି ନ ହେବାରୁ ତାଙ୍କ ୯ବର୍ଷର ଝିଅକୁ ଉଠାଇନେଇଛନ୍ତି ଯୁବକ। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣଙ୍କ…
ରିଲିଜ୍ ହେଲା ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’
ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଦେଶର ୪୦୦୦ ସିନେମା ଘରେ ପ୍ରଦର୍ଶିତ ହୋଇଛି। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଲିଡ…
ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ, ୪।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ମିନିଟ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହୋଇଥିବା ଆଇଟିଆର ପକ୍ଷରୁ ସୂଚନା…
ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ଦେବେ ରିପୋର୍ଟ
ଭୁବନେଶ୍ୱର,୪।୬(ବ୍ୟୁରୋ): ଏଣିକି ମନ୍ତ୍ରୀମାନେ ପ୍ରତି ମାସ ୭ ତାରିଖ ପୂର୍ବରୁ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରିବା ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବେ। ଆଗାମୀ ଜୁଲାଇ ୭ ମଧ୍ୟରେ…
ଆଇଏମ୍ଡି ନୂତନ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର
ଭୁବନେଶ୍ୱର,୪।୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ମଙ୍ଗଳବାର ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ସେ ଅଗଷ୍ଟ ପହିଲାରୁ ଏହି ଦାୟିତ୍ୱ ତୁଲାଇବେ। ଏବେ ସେ ଆଇଏମ୍ଡିର ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ମୃତ୍ୟୁଞ୍ଜୟ ଆଗାମୀ…
Archives


