Home

ଦଳିତ ପରିବାର ଗାଁରୁ ବିତାଡିତ ଘଟଣା: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା

ଛତ୍ରପୁର, ୨୫।୩(ସନ୍ତୋଷ ପାଢ଼ୀ): ଗତ ୨୦୦୦ ମସିହାରେ ଜାତିଗତ ଘୃଣା କାରଣରୁ ଆସିକା ବ୍ଳକ ବାଲିଛାଇ ଗ୍ରାମର ୫୦ରୁ ଉଦ୍ଧର୍‌ବ ଦଳିତ ପରିବାର ଗାଁରୁ ବିତାଡିତ ହୋଇଛନ୍ତି। ଏମାନଙ୍କୁ ଗାଁରେ ପୁନଃଥଇଥାନ ସହ ୮ ଦଫା ଦାବି ନେଇ ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ…

କ୍ଷମା ମାଗିବାକୁ ମନା କଲେ କୁନାଲ

ମୁମ୍ବାଇ,୨୫।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଥିବା ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରା କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କ୍ଷମା…

କଂଗ୍ରେସ ସହ ମିଶି ଖେଳ ଖେଳିବେ ଓଓ୍ବାଇସି, ସବୁ ପ୍ଲାନ ପ୍ରସ୍ତୁତ!

ନୂଆଦିଲ୍ଲୀ,୨୫।୩: ତେଲଙ୍ଗାନାର ସ୍ଥାନୀୟ ବିଧାନ ପରିଷଦ (MLC) ଆସନ ପାଇଁ ଆଗାମୀ ନିର୍ବାଚନରେ ଏଆଇଏମଆଇଏମ ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ବିଷୟରେ ଆଲୋଚନା ଜୋର ଧରିଛି। AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପୂର୍ବରୁ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା…

ଘରୁ ୨୦ହଜାର ଟଙ୍କା ନେଇ ପ୍ରେମିକ ସହ ଫେରାର ଥିଲେ ଯୁବତୀ, ଜଙ୍ଗଲରେ ଯାହା ହେଲା ଦେଖି ସମସ୍ତଙ୍କ ଉଡିଲା ହୋସ

ବୁର୍ଲା,୨୫।୩: ପଶ୍ଚିମ ଓଡ଼ିଶାରୁ ଏକ ଚମକିବା ଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲାରେ, ମାର୍ଚ୍ଚ ୨୦ ତାରିଖରୁ ନିଖୋଜ ଥିବା ଜଣେ ୧୭ ବର୍ଷୀୟା ଯୁବତୀଙ୍କ ଗଳିତ ମୃତଦେହ ହୀରାକୁଦ ଅଞ୍ଚଳର ଜଙ୍ଗଲରୁ ମିଳିଛି। ବଡ଼ କଥା ହେଉଛି ଏହି…

PoK ଖାଲି କର ନଚେତ୍‌ ଭୋଗିବ ପରିଣାମ: ପାକିସ୍ତାନକୁ ଧମକ ଦେଲା ଭାରତ

ନୂଆଦିଲ୍ଲୀ,୨୫।୩: ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି ଥରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଏଥର ମଧ୍ୟ ଭାରତ ପଡ଼ୋଶୀ ଦେଶକୁ କଡ଼ା ଭର୍ତ୍ସନା…

‘ଛାବା’ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି: ସଂସଦରେ ହେବ ସ୍ବତନ୍ତ୍ର ସ୍କ୍ରିନିଂ

ନୂଆଦିଲ୍ଲୀ,୨୫।୩: ଅଭିନେତା ବିକି କୌଶଳଙ୍କ ଅଭିନୀତ ‘ଛାବା’ ସୁପରହିଟ୍‌ ହୋଇଛି। ରିଲିଜ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ‘ଛାବା’କୁ ପ୍ରଶଂସା କରିଥିଲେ ଏବଂ ଏବେ…

କିଏ ସେହି ଆଶୁତୋଷ ଶର୍ମା, ଯିଏ ଲକ୍ଷ୍ନୌ ବିପକ୍ଷରେ ପଲଟାଇଦେଲେ ବାଜି

ବିଶାଖାପାଟନମ୍‌,୨୫।୩: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନ ଆଶୁତୋଷ ଶର୍ମା ପୁଣି ଥରେ ଆଇପିଏଲରେ ନିଜର ଶକ୍ତି ଦେଖାଇଛନ୍ତି। ଆଶୁତୋଷ ଗତବର୍ଷ ଲକ୍ଷ୍ନୌ ବିପକ୍ଷରେ ସମାନ ଇନିଂସ ଖେଳିଥିଲେ। ଆଶୁତୋଷ ୩୧ ବଲ୍‌ରେ ୫ ଚୌକା…

IPL 2025: ୫୦ ଲକ୍ଷ ଖେଳାଳିଙ୍କ ଆଗରେ ଫେଲ୍‌ ମାରିଲେ କୋଟି କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୨୫।୩: IPL 2025ର ଚତୁର୍ଥ ମ୍ୟାଚ ରୋମାଞ୍ଚକରେ ପରିପୂର୍ଣ୍ଣ ଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ସମୟରେ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟକୁ ତିନିଟି ବଲ ବାକି ଥାଇ ହାସଲ କରିନେଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ୨୦ ଓଭରରେ ୮…

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ: ଭୟରେ ଲୋକେ ଦୌଡ଼ିଲେ

ଅକଲାଣ୍ଡ,୨୫।୩: ନ୍ୟୁଜିଲାଣ୍ଡର ରିଭରଟନ ଉପକୂଳରେ ମଙ୍ଗଳବାର ୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏକ ପୋଷ୍ଟ ମାଧ୍ୟମରେ ଭୂମିକମ୍ପ ବିଷୟରେ ସୂଚନା ଶେୟାର କରିଛି। ରିଭରଟନର ପଶ୍ଚିମ-ଦକ୍ଷିଣପଶ୍ଚିମ (WSW) ୧୫୯ କିଲୋମିଟର ଦୂରରେ…

ଏହି ଦିନ IPLରେ ପ୍ରଥମଥର ହେବ ୩୦୦ ରନ୍‌: ବଡ଼ ଭବିଷ୍ୟବାଣୀ କଲେ ଡେଲ ଷ୍ଟେନ

ନୂଆଦିଲ୍ଲୀ,୨୫।୩: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡେଲ ଷ୍ଟେନ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ସେ ଆଇପିଏଲ ମ୍ୟାଚରେ ପ୍ରଥମ ଥର ପାଇଁ ୩୦୦ ରନ ସ୍କୋର କେବେ ପାର ହେବ ତାହା ତାରିଖ କହିଛନ୍ତି। IPL 2025ର ଦ୍ୱିତୀୟ ମ୍ୟାଚରେ…

ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ: ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ଧୂଳି ଚଟେଇଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖପାଟନମ,୨୪/୩:ଆଇପିଏଲ୍ ,୨୦୨୫ ରେ ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲା । ବିଶାଖପାଟନମରେ ଖେଳାଯାଇଥିବା ସିଜିନର ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୯…

ମିଳିଲାନି ମୃତ ଯୁବକଙ୍କ ପରିଚୟ: ସ୍ବେଚ୍ଛାସେବୀ କଲେ ଶବଦାହ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜୁନାନୀ ଜଙ୍ଗଳରୁ ଗତ ୧୦ତାରିଖ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଥିଲା। ଅତାବିରା ଥାନା ପୋଲିସ ମୃତଦେହ ଜବତ କରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri