Home

ଅମିତାଭଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବାରୁ ଦିଲଜିତଙ୍କୁ ଧମକ ଦେଲେ ଖଲିସ୍ତାନ ଆତଙ୍କବାଦୀ

ନୂଆଦିଲ୍ଲୀ,୨୯।୧୦: ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖସ୍‌ ଫର ଜଷ୍ଟିସ ଅଷ୍ଟ୍ରେଲିଆରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଆଗାମୀ କନସର୍ଟକୁ ବନ୍ଦ କରିବାକୁ ଧମକ ଦେଇଛି। ଦିଲଜିତ ଦୋସାଞ୍ଝ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ପରେ ଏହି ଧମକ ଦିଆଯାଇଛି। ଶିଖସ ଫର…

ଏହି ଦେଶରେ ହଠାତ୍‌ ବଦଳୁଛି କୁକୁର ରଙ୍ଗ: ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଯେଉଁଠାରେ ମଣିଷ ପାଦ ଦେବା ପାଇଁ ମଧ୍ୟ ଭୟ କରନ୍ତି, ସେହି ସ୍ଥାନରେ କୁକୁରମାନେ ଏବେ ନୀଳ ରଙ୍ଗର ହୋଇଯାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ। ୟୁକ୍ରେନର ଚେର୍ନୋବିଲରେ କୁକୁରଙ୍କ ଲୋମ ନୀଳ ହୋଇଯାଉଛି। ସେହି ଅଞ୍ଚଳରେ ୩୯ ବର୍ଷ…

ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦରଙ୍ଗଗିରି, ଅଭିଯୋଗ ହେବାରୁ ଉପଜିଲାପାଳ କହିଲେ…

ବାଙ୍କୀ,୨୯ା୧୦: ବାଙ୍କୀ ଉପଜଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଉପଜିଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍‌ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ଡ୍ରାଇଭର ଜଣକ ହାତରେ ପାଇପ ଧରି ଧମକାଇବା ସହ…

ଭାରତରେ ମୋନ୍ଥା ଜମାଇକାରେ ମେଲିସା କଲା ତାଣ୍ଡବ, ବର୍ଷ ଶେଷ ପୂର୍ବରୁ ଆଗକୁ ଆସୁଛି…

ନୂଆଦିଲ୍ଲୀ,୨୯।୧୦: ଭାରତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିଝଡ଼ ମୋନ୍ଥା ମାଡ଼ ହୋଇଛି। ଏହି ସମୟରେ, ଜାମାଇକାରେ ଘୂର୍ଣ୍ଣିଝଡ଼ ମେଲିସା ମଧ୍ୟ ଭୟଙ୍କର ରୂପ ନେଇଛି। ଉଭୟ ଝଡ଼ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ସହିତ ତାଣ୍ଡବ ସୃଷ୍ଟି…

ବଡ଼ ଧମାକା କଲେ ରୋହିତ ଶର୍ମା: ହେଲେ ବିଶ୍ୱର ନମ୍ବର-୧

ନୂଆଦିଲ୍ଲୀ,୨୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ICC ତାର ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆରେ ଏକ ଧମାକାଦାର ଶତକ ହାସଲ କରିଥିବା ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ର଼୍ୟାଙ୍କିଙ୍ଗରେ…

ଭଗବାନଙ୍କ ଆଶୀର୍ବାଦରୁ ଓଡ଼ିଶାରୁ ଟଳିଗଲା ବିପଦ, ସୀମା ଛୁଇଁ ପଳାଇଲା ବାତ୍ୟା

ଭୁବନେଶ୍ୱର,୨୯ା୧୦: ବାତ୍ୟା ‘ମୋନ୍ଥା’ ଦ୍ବାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଗଜପତି ଜିଲାର ଗୋଷାଣୀ ନୂଆଗାଁ ବ୍ଲକ୍‌ରେ ସର୍ବାଧିକ…

ମିଛ ଜରିମାନା ପକାଇ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ GST ଅଧିକାରୀ, ରେଡ୍‌ ହ୍ୟାଣ୍ଡ୍‌ରେ ଧରିଲା ଭିଜିଲାନ୍ସ

ବଲାଙ୍ଗୀର/ଟିଟିଲାଗଡ଼,୨୯ା୧୦(ସୁନିଲ କୁମାର ମହାନ୍ତି/ଶରତ ମିଶ୍ର): ଟିଟିଲାଗଡ଼ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ ମିଥ୍ୟା ଜରିମାନା ପକାଇ ସମାଧାନ କରିବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ।…

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ, ବଦଳରେ ମିଳିଲା ଏତେ ବଡ଼ ପ୍ରତିଶ୍ରୁତି

ଟୋକିଓ,୨୯।୧୦: ଜାପାନ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ପ୍ରଶଂସା କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତାକାଇଚିଙ୍କ ସହ ହାତ ମିଳାଇ ଟ୍ରମ୍ପ କହିଥିଲେ,…

ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ସହି ପାରୁନି ପାକିସ୍ତାନ, ଖ୍ବାଜା ଆସିଫ କହିଲେ…

ଇସଲାମାବାଦ,୨୯।୧୦: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ପୁଣି ଥରେ ସେହି ପୁରୁଣା କଥା କହିବା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନ ଭାରତର କାଠ କଣ୍ଢେଇ ଏବଂ ଦିଲ୍ଲୀ ନିୟନ୍ତ୍ରଣାଧୀନ ପାକିସ୍ତାନରେ ଆତଙ୍କବାଦ ପ୍ରସାର କରୁଛି। ଜିଓ ନ୍ୟୁଜର…

୧୧ ହଜାର ଟଙ୍କାର ଖାଦ୍ୟ ଖାଇ ଫେରାର ହୋଇଗଲେ ଟୁରିଷ୍ଟ, ତା’ପରେ ଘଟିଲା…

ମାଉଣ୍ଟ ଆବୁ,୨୯।୧୦: ରାଜସ୍ଥାନର ମାଉଣ୍ଟ ଆବୁ ନିକଟସ୍ଥ ସିଆୱାରେ ଥିବା ହାପି ଡେ ହୋଟେଲରେ ଜଣେ ମହିଳା ସମେତ ପାଞ୍ଚ ଜଣ ଗୁଜରାଟୀ ପର୍ଯ୍ୟଟକ ଟଙ୍କା ନ ଦେଇ ଖସି ପଳାଇବାକୁ ଯୋଜନା କରିଥିଲେ। ସେମାନେ ପ୍ରଥମେ ହୋଟେଲରେ ପ୍ରବେଶ କଲେ,…

କାନାଡ଼ାରେ ପୁଣି ଫୁଟିଲା ଗୁଳି, ଏଥର ଶିକାର ହେଲେ ଭାରତୀୟ ବ୍ୟବସାୟୀ

ଟରଣ୍ଟୋ,୨୯।୧୦: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଗ୍ୟାଙ୍ଗ କାନାଡାର ଆବଟସଫୋର୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ଶିଳ୍ପପତିଙ୍କ ହତ୍ୟା ଏବଂ ଜଣେ ପଞ୍ଜାବୀ ଗାୟକଙ୍କ ଘରେ ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି। ରାଜସ୍ଥାନ ପୋଲିସ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସକ୍ରିୟ…

ଟଳିଲା ବିପଦ, ପାଗରେ ପରିବର୍ତ୍ତନ: ବାତ୍ୟାରେ ହୋଇନି କୌଣସି କ୍ଷୟକ୍ଷତି

ଦାରିଙ୍ଗବାଡି, ୨୯।୧୦ (ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ ଦୁର୍ବଳ ହୋଇଛି। ବୁଧବାର ଭୋର ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିଥିବାବେଳେ ସକାଳ ୧୦ଟା ପରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଛି। ଖରା ଆଉ କେତେବେକେ ପାଗ ମେଘୁଆ ହେଉଥିବାବେଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?