ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍: ଶୀର୍ଷ ମାନ୍ୟତା ହରାଇଲେ ମନ୍ଧାନା
ଦୁବାଇ, ୧୫।୧୦ (ପି.ଟି.)-ଭାରତୀୟ ମହିଳା କ୍ରିକେଟ୍ ଦଳର ତାରକା ବ୍ୟାଟ୍ସଓମ୍ୟାନ ସ୍ମୃତି ମନ୍ଧାନା ଆଇସିସି ଦିନିିକିଆ ର଼୍ୟାଙ୍କିଙ୍ଗ୍ର ଶୀର୍ଷ ମାନ୍ୟତା ହରାଇଛନ୍ତି। ଅର୍ନ୍ତଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ବ୍ୟାଟିଂ ତାଲିକାରେ ମନ୍ଧାନାଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡର ଆମି…
ବାୟୁ ପ୍ରଦୂଷଣ କରିଥାନ୍ତି ଏସବୁ ପ୍ରସାଧନ ସାମଗ୍ରୀ…
ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗାଡ଼ି ମୋଟର, ଶିଳ୍ପସଂସ୍ଥା ଏବଂ ଘରେ ବ୍ୟବହୃତ ହେଉଥିବା ଇଲୋକ୍ଟ୍ରନିକ୍ସ ଦ୍ରବ୍ୟଠାରୁ ଏସବୁ ଅଧିକ…
ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ
ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ ସୋମବାର ଅବକାରୀ ବିଭାଗ ହାତରେ ସମ୍ପୃକ୍ତ ଯୁବକ ଧରାପଡ଼ିବା ପରେ ଏହି ଘଟଣା ପଦାକୁ…
ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗ ଆପଣାଇଲେ ନବଦମ୍ପତ୍ତି
ଜୟପୁର,୧୫।୧୦: ରାଜସ୍ଥାନ ଜୟପୁରରେ ଜଣେ ଦମ୍ପତ୍ତି ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଜଣେ ନବ ବିବାହିତ ଦମ୍ପତ୍ତି ସହରର ବିଭିନ୍ନ ଛକରେ ଠିଆ ହୋଇ ଟ୍ରାଫିକ୍ ନିୟମ ପାଳନ କରିବାକୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି…
ବିଜେପୁରରେ ବିଆର୍ସି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପାଇଖାନା ବିଲ୍ ବିବାଦ ହତ୍ୟାର କାରଣ, ୩ ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ/ବିଜେପୁର,୧୫।୧୦- ବରଗଡ଼ ଜିଲା ବିଜେପୁର ନିକଟ ବାଉଁଶପୋଲା ଡମ୍ପିଂୟାର୍ଡରୁ ଆରଡବ୍ଲୁଏସ୍ଏସ୍ ବିଭାଗ ଅଧୀନ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମର ଗୋଷ୍ଠୀ ସାଧନ ସଂଯୋଜକ (ବିଆର୍ସି) ତରଣୀସେନ ମହଲାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଯୋଜନାର ପାଇଖାନା…
ମଲା ମୂଷା ଗନ୍ଧ ଯୋଗୁଁ ମିଟିଂ ସ୍ଥାନକୁ ବଦଳାଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୧୫।୧୦: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ମଲା ମୂଷାର ଗନ୍ଧ ଯୋଗୁଁ ସୋମବାର ଏକ ବୈଠକକୁ ମଝିରେ ଛାଡି ଦେଇଥିବା ଜଣାପଡ଼ିଛି। ବିଧାନସଭା ପରିସରରେ ଆୟୋଜିତ ହୋଇଥିବା ବୈଠକକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ, ବିଧାନସଭା ପରିସରରେ ୟେଦୁରପ୍ପାଙ୍କ ଭାରତୀୟ…
ଚିଦାମ୍ବରମଙ୍କୁ ଗିରଫ କରିବାକୁ ଇଡିକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୧୫।୧୦: ଚିଦାମ୍ବରମଙ୍କୁ ଲାଗିଛି ଝଟକା। ଆଏନ୍ଏକ୍ସ ମିଡିଆ ମାମଲାରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅନୁମତି ଦେଇଛନ୍ତି। ତାଙ୍କୁ ଗିରଫ କରି ୩୦ ମିନିଟ୍ ପଚରା ଉଚରା କରିବାକୁ ଅନୁମତି…
ସରକାରୀ ଡାକ୍ତରଖାନାରେ ଏମିତି ଚାଲିଛି ରୋଗୀସେବା: ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଘରୋଇ କ୍ଲିନିକ୍ ଯିବା ଲାଗି କହିଲେ ଡାକ୍ତର
ପୁରୀ ଅଫିସ,୧୫।୧୦ : ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କୁ ଜନୈକ ଡାକ୍ତର ଘରୋଇ କ୍ଲିନିକ୍ରେ ଚିକିତ୍ସା ଏବଂ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଗଣମାଧ୍ୟମରେ ଆଗରେ କହିଛନ୍ତି।…
୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ପିଏମ୍ସି ଜମାକାରୀଙ୍କ ହୃଦ୍ଘାତରେ ମୃତ୍ୟୁ
ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ(ପିଏମ୍ସି)ବ୍ୟାଙ୍କର ଆଉ ଜଣେ ଜମାକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ରହୁଥିବା ୫୯ ବର୍ଷୀୟ ଫଟୋମଲ ପଞ୍ଜାବୀଙ୍କ ମଙ୍ଗଳବାର ହୃଦ୍ଘାତରେ ମୃତ୍ୟୁ ହୋଇଛି। ୨୪ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ମାମଲା ସାମ୍ନାକୁ…
ଧରିତ୍ରୀ ପ୍ରଭାବ: ଅଭିଯୁକ୍ତଙ୍କ ସହ ପୋଲିସର ସେଲ୍ଫି ନେବା ଆଇଆଇସିଙ୍କୁ ପଡିଲା ମହଙ୍ଗା
ପୁରୀ ଅଫିସ,୧୫।୧୦: ଦିଲୀପ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ମୁନା ଓରଫ ରାଧାମୋହନ ବିଶ୍ୱାଳଙ୍କ ସହ ଚନ୍ଦ୍ରଭାଗା ମେରାଇନ ଥାନାଧିକାରୀ ବୁଲୁ ମୁଣ୍ଡା ସେଲ୍ପି ନେବା ତାଙ୍କୁ ମହଙ୍ଗା ପଡିଛି। ଏନେଇ ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ଭାଇରାଲ ହେବା…
ମାଲେସିଆକୁ ମହଙ୍ଗା ପଡ଼ିପାରେ ପାକିସ୍ତାନକୁ ସମର୍ଥନ
କୁଆଲା ଲମପୁର,୧୫।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ ମାଲେସିଆ ପାକିସ୍ତାନର ସପକ୍ଷରେ ବାହାରିବା ପରେ ଭାରତ ଓ ମାଲେସିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ ଅନୁସାରେ, ଏଥିଯୋଗୁ ନୂଆଦିଲ୍ଲୀ ପାମ୍ ଅଏଲ ଓ ମାଲେସିଆର ଅନ୍ୟ ଉତ୍ପାଦନ ଆମଦାନୀ ଉପରେ…
ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ: ନବୀନ ନିବାସ ନ ଆସି ଅନାଥ, ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ବହୁତ କ୍ଷତି ହୋଇଛି। ଏଣୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର।…

