Home

IND vs ENG: ନାଗପୁରରେ ଚମକିଲା ଭାରତ, ୪ ଉଇକେଟ୍‌ରେ ଇଂଲଣ୍ଡ ପରାସ୍ତ

ନାଗପୁର,୨୬।୨: ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ ଶୁଭମନ ଗିଲ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି, ଯିଏକି ୮୭ ରନର ଇନିଂସ ଖେଳଛନ୍ତି। ଏହା ବ୍ୟତୀତ ଶ୍ରେୟସ…

Delhi Election: ଚମକାଇଲା ଏକ୍‌ଜିଟ ପୋଲ, ଦିଲ୍ଲୀରେ ଏହି ଦଳ ଗଢିବ ସରକାର! ପଲଟିଲା ଗେମ୍‌

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ପୂର୍ବରୁ, ଏକଜିଟ ପୋଲ ଦାବି କରିଛି ଯେ ଭାଜପା ସରକାର ଗଠନ କରିବ। ଏହି ସମୟରେ, ଗୁରୁବାର (ଫେବୃଆରୀ ୬) ରେ, ଆକ୍ସିସ ମାଇ ଇଣ୍ଡିଆ ଏହି ସଂଖ୍ୟା ପ୍ରକାଶ କରିଛି। ଏହା…

ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟ ସଭାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୬।୨: ରାଜ୍ୟ ସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଗୁରୁବାର ଆଲୋଚନାର ଉତ୍ତର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ତାଙ୍କ ଭାଷଣରେ କହିଥିଲେ, ଶାସକ ଏବଂ ବିରୋଧୀ ଉଭୟ ପକ୍ଷ ପକ୍ଷରୁ ଆଲୋଚନା ହୋଇଥିଲା। ଏହା ପରେ ସେ କହିଲେ, ‘ସବକା…

ଫସିଗଲେ ପିକେ! ଦଳ ପାଇଁ କେଉଁଠୁ ଆସୁଛି ଟଙ୍କା, ଜେଡିୟୁ ଖୋଲିଲା ପୋଲ୍‌

ପାଟନା,୬।୨: ବିହାର ରାଜନୀତିରେ କ’ଣ ହେବ, କେବେ ଏବଂ କାହାର ଗୁପ୍ତ କଥା ପ୍ରକାଶ ପାଇବ ତାହା କେହି ଜାଣନ୍ତି ନାହିଁ। ନୂଆ ନୂଆ ରାଜନୀତିରେ ପ୍ରବେଶ କରିଥିବା ପ୍ରଶାନ୍ତ କିଶୋର ଏବେ ପ୍ରତ୍ୟେକ ରାଜନୈତିକ ଦଳର ଟାର୍ଗେଟରେ। ଏହି ସମ୍ପର୍କରେ,…

ବାହାଘର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଦାନୀଙ୍କ ପୁଅ: ପ୍ରତିବର୍ଷ କରିବେ …

ନୂଆଦିଲ୍ଲୀ,୬।୨:ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜିତ ଆଦାନୀ ବିବାହ ପୂର୍ବରୁ ପ୍ରତିବର୍ଷ ୫୦୦ ଲୋକଙ୍କ ଉପରେ…

ଆଶାରାମ ବାପୁଙ୍କ ଡକ୍ୟୁମେଣ୍ଟାରୀକୁ ନେଇ ଡିସ୍କଭରୀକୁ ଧମକ, ସୁପ୍ରିମକୋର୍ଟ ଦେଲେ ସୁରକ୍ଷା ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୨: ନିକଟରେ ରିଲିଜ ହୋଇଥିବା ଡକ୍ୟୁମେଣ୍ଟାରୀ ସିରିଜ ‘କଲ୍ଟ ଅଫ ଫିୟର: ଆଶାରାମ ବାପୁ’ଙ୍କ ସମ୍ପର୍କରେ ଡିସ୍କଭରି କମ୍ୟୁନିକେସନ୍ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆବେଦନରେ କୁହାଯାଇଛି ଯେ ଜାନୁଆରୀ ୨୯ରେ ଏହି ଡକ୍ୟୁମେଣ୍ଟାରୀ ସିରିଜ ମୁକ୍ତିଲାଭ କରିବା ପରଠାରୁ, ଡିସ୍କଭରୀ ଅଧିକାରୀ…

ପୁରୁଷ ଇସ୍ରାଏଲୀ ବନ୍ଧକଙ୍କୁ ବଳାତ୍କାର, ଛଟପଟ କରି ଜୀବନ ନେଲା ହମାସ!

ଇସ୍ରାଏଲ,୬।୨: ହମାସ ନିଜ ଯୋଦ୍ଧାମାନଙ୍କୁ ନିର୍ଯ୍ୟାତନା ଦେଉଥିଲା ଏବଂ ହତ୍ୟା କରୁଥିଲା। ପାଲେଷ୍ଟାଇନ ଗୋଷ୍ଠୀର ଗୁପ୍ତ ଦଲିଲରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ୭ ଅକ୍ଟୋବର, ୨୦୨୩ରେ ହୋଇଥିବା ଆକ୍ରମଣ ପରେ, ହମାସର ଲୋକମାନେ ପୁରୁଷ ଇସ୍ରାଏଲୀ ବନ୍ଧକମାନଙ୍କୁ ବଳାତ୍କାର…

ଅଦରକାରୀ କାଗଜ ନଦୀକୁ ପକାଇବାକୁ ଯାଇଥିଲେ, ଖସିଗଲା ଗୋଡ: ଆଉ ତା’ପରେ…

ଧୂଷୁରୀ, ୬।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଅଧୀନ ପଙ୍ଗଟା ଗ୍ରାମର ଶକ୍ତିମୟୀ ଦାସ(୮) କୋଚିଳା ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ପରିବାର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୫ଟାରେ କିଛି ଅଦରକାରୀ କାଗଜ ନଦୀକୁ ପକାଇବାକୁ…

Champions Trophy 2025: ଅଷ୍ଟ୍ରେଲିଆକୁ ଲାଗିଲା ସବୁଠାରୁ ବଡ ଝଟ୍‌କା, ବାଦ୍‌ ପଡ଼ିଲେ ଅଧିନାୟକ କମିନ୍ସଙ୍କ ସମେତ ୨ ପ୍ରମୁଖ ବୋଲର୍‌

ନୂଆଦିଲ୍ଲୀ,୬।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ ସମୟ ବାକି ଅଛି। ହେଲେ ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ମିଚେଲ ମାର୍ଶ ପୂର୍ବରୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଥିବାବେଳେ ମାର୍କସ ଷ୍ଟୋଇନିସ…

ଭାରତକୁ ବଡ଼ ଖୁସି ଖବର ଦେବେ ଟ୍ରମ୍ପ! ଚାଇନା-ପାକିସ୍ତାନର ହଜିବ ନିଦ ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ଭାରତକୁ ଏକ ବଡ଼ ଖୁସି ଖବର ଦେଇପାରନ୍ତି। ପ୍ରକୃତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତି ଉପରେ ଆଲୋଚନା ହେବାର ସମ୍ଭାବନା…

କଟନି-ଛଟନିକୁ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ

ଖୋର୍ଦ୍ଧା,୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାାପକ ଅବ୍ୟବସ୍ଥା ଲାଗି ରହିଛି। ଧାନର ଏଫଏକ୍ୟୁ ମାନ ନ ଥିବା ଦର୍ଶାଇ ମନଇଚ୍ଛା କଟନିଛଟନି କରାଯାଉଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଭାପତି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା,…

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି ଶୁଣାଯାଏ, କିନ୍ତୁ କିଛି ଅକ୍ଷର ଏପରି ଥାଏ ଯାହା ବହୁତ କମ ଶୁଣାଯାଏ। ଯଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri