Home

Goodbye…, ହେଲେ ଏହା ଶେଷ ନୁହେଁ, ସନ୍ୟାସ ଘୋଷଣା କଲେ ରୋହନ ବୋପନ୍ନା

ନୂଆଦିଲ୍ଲୀ,୧।୧୧: ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନ ବୋପାନ୍ନା ତାଙ୍କ ୨୨ ବର୍ଷର କ୍ୟାରିଅରରୁ ବିଦାୟ ନେଇଛନ୍ତି। ୪୫ ବର୍ଷୀୟ ବୋପାନ୍ନା ପ୍ୟାରିସ ମାଷ୍ଟର୍ସ ୧୦୦୦ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଏହି ବର୍ଷ, ବୋପାନ୍ନା ସବୁଠାରୁ ବୟସ୍କ ଖେଳାଳି ଭାବରେ…

ଭାରତୀୟ ମହିଳା-ପୁରୁଷ କ୍ରିକେଟରଙ୍କୁ BCCI କେତେ ଦିଏ ଦରମା? ଅନ୍ତର ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧।୧୧: ଭାରତୀୟ ପୁରୁଷ ଏବଂ ମହିଳା ଦଳ ଉଭୟ କ୍ରିକେଟ ଜଗତରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ଭାରତୀୟ ପୁରୁଷ ଦଳ ୨୦୨୪ ଟି୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା, ଯେତେବେଳେ ଭାରତୀୟ ମହିଳା ଦଳ ୨୦୨୫ ମହିଳା ଏକଦିବସୀୟ…

ଟିମ୍‌ ଇଣ୍ଡିଆରୁ ବାହାର ହେବେ ଶୁବମନ ଗିଲ! ଟି-୨୦ ଓ୍ବାର୍ଲଡ ଚାମ୍ପିଅନ ଖେଳାଳି କହିଲେ…

ନୂଆଦିଲ୍ଲୀ,୧।୧୧: ଶୁବମନ ଗିଲ ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସେ ତିନୋଟି ODI ମ୍ୟାଚରେ ମାତ୍ର ୪୩ ରନ କରିପାରିଥିଲେ, ଏବଂ ଏବେ ତାଙ୍କର ଖରାପ ଫର୍ମ T20ରେ ଜାରି ରହିଛି। ସେ କାନବେରାରେ ୩୭ ରନରେ ଅପରାଜିତ ରହିଥିଲେ,…

ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ଦଳାଚକଟା ମାମଲାରେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ, ଘୋଷଣା ହେଲା ଅନୁକମ୍ପା ରାଶି

ଶ୍ରୀକାକୁଲମ,୧।୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାଶିବୁଗାରେ ଥିବା ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରରେ ଶନିବାର ଦଳାଚକଟା ଘଟି ୯ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ମନ୍ଦିର ପରିସରରେ…

ପୁଣିଥରେ ପ୍ରେମରେ ପଡ଼ିଲେଣି ମଲାଇକା! ଡେଟିଂ ର୍ୟୁମର୍ସ ଭିତରେ ଭାଇରାଲ ହେଉଛି ଭିଡ଼ିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ପୁଣି ଥରେ ଶିରୋନାମାରେ। ଏଥର କୌଣସି ରିଆଲିଟି ଶୋ କିମ୍ବା ଫ୍ୟାଶନ ୱାକ ପାଇଁ ନୁହେଁ, ବରଂ ଏକ ଭାଇରାଲ ଭିଡିଓ ପାଇଁ। ସେ ଶନିବାର ରାତିରେ ମୁମ୍ବାଇର MMRDA ଗ୍ରାଉଣ୍ଡରେ ଆୟୋଜିତ ଗ୍ରାମୀ…

ଟ୍ରମ୍ପଙ୍କୁ Sorry ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଏହା ପଛର କାରଣ

ଓ୍ବାଶିଂଟନ୍‌,୧।୧୧: କାନାଡା ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହା କାର୍ନି ନିଜେ ସ୍ବୀକାର କରିଛନ୍ତି। ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ସ୍ବର…

ସ୍କୁଲରେ ୨୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା: ଡିଜିଟାଲ ପ୍ରମାଣ ପରେ ପ୍ରିନ୍ସପାଲଙ୍କ ସମେତ ୩ ଗିରଫ

ଇଟାନଗର,୧ା୧୧: ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ୨୨ ଜଣ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ସ୍କୁଲ ପ୍ରିନ୍ସପାଲ, ଓ୍ବାଡେନଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ସ୍କୁଲକୁ…

କିଏ ସେହି ବଙ୍କିମ ବ୍ରହ୍ମଭଟ୍ଟ, କାହିଁକି ତାଙ୍କ ଉପରେ ଲାଗିଲା ୪,୪୦୦କୋଟିର ଠକେଇ? ଏହି ମହା ଠକେଇକୁ ନେଇ ଏବେ ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ,୧।୧୧: ଭାରତୀୟ ବଂଶୋଦ୍ଭବ ବଙ୍କିମ ବ୍ରହ୍ମଭଟ୍ଟଙ୍କ ବିରୁଦ୍ଧରେ ଆମେରିକାରେ ହଜାର ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି। ଆମେରିକୀୟ ବହୁରାଷ୍ଟ୍ରୀୟ ନିବେଶ କମ୍ପାନୀ ବ୍ଲାକରକ ଏବଂ ଅନ୍ୟାନ୍ୟ ଋଣଦାତାଙ୍କ ଘରୋଇ-କ୍ରେଡିଟ ନିବେଶ ଶାଖା ଏହି ପରିମାଣକୁ ଆଦାୟ କରିବାକୁ ଚେଷ୍ଟା…

‘କିଙ୍ଗ୍‌’କୁ ନେଇ ଉତ୍ସାହିତ ଶାହରୁଖ: ଦୀପିକାଙ୍କୁ ନେଇ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହରୁଖ ଖାନ୍‌ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍‌’କୁ ନେଇ ବେଶ୍‌ ଉତ୍ସାହିତ। ଏହି ଫିଲ୍ମରେ ତାଙ୍କ ସହିତ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ। ସେମାନଙ୍କୁ ପରଦାରେ ଏକାଠି ଦେଖିବା ପ୍ରଶଂସକଙ୍କ ପାଇଁ ଖୁସିର ବିଷୟ। କାରଣ ଉଭୟ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ ଆୟର, ହେଲେ ଏବେ ରହିବେ କେଉଁଠି ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧।୧୧: ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଶନିବାର ସିଡନୀର ଏକ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଖବରକୁ ନିଶ୍ଚିତ କରିଛି ଏବଂ ତାଙ୍କ ବର୍ତ୍ତମାନର ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ…

ବାଦ୍ୟର ତାଳେତାଳେ ଝୁମିଲେ କଳାକାର-ଜନତା

ବଲାଙ୍ଗୀର,୧ା୧୧(ସୁନୀଲ କୁମାର ମହାନ୍ତି): ପଞ୍ଚମ ‘ବଲାଙ୍ଗୀର ଦିନ’ ଉତ୍ସବ ପାଳନ ଶନିବାର ସାଂସ୍କୃତିକ ଶୋଭାଯାତ୍ରାରୁ ଆରମ୍ଭ ହୋଇଯାଇଛି। ‘ବଲାଙ୍ଗୀର ଦିନ’ ଆଯୋଜକ ସମିତି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂର୍ବାହ୍ନ ସାଢ଼େ ୧୧ଟାରୁ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ ସାଂସ୍କୃତିକ…

ମୋହସିନ ନକଭିଙ୍କୁ BCCIର ଚେତାବନୀ: ୨ ଦିନ ଭିତରେ ଟ୍ରଫି ଫେରାଅ, ନଚେତ୍‌…

ନୂଆଦିଲ୍ଲୀ,୧।୧୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୋହସିନ ନକଭିଙ୍କୁ ଚେତାବନୀ ଦେଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟିମ ଇଣ୍ଡିଆକୁ ଏସିଆ କପ ଟ୍ରଫି ହସ୍ତାନ୍ତର କରିବେ ନଚେତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିସିସିଆଇ ସଚିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?