Home

ରନଓ୍ବେରେ ଝିଙ୍କକୁ ଦେଖି ଉଡ଼ିଲାନି ବିମାନ

ଏଡିନବର୍ଗ,୩୦।୯: ଜରୁରୀ ପରିସ୍ଥିତିରେ ବିମାନର ଅବତରଣ କରାଯିବା କଥା ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ଏକ ଝିଙ୍କ ପାଇଁ ବିମାନର ଉଡ଼ାଣ ବନ୍ଦ କରିଦିଆଯାଇଥିବା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ସ୍କଟ୍‌ଲାଣ୍ଡ…

ହନିଟ୍ରାପ୍‌ ଜାଲରେ ମଧ୍ୟପ୍ରଦେଶର ପୂର୍ବତନ ଏମ୍‌ପି

ଭୋପାଳ,୩୦।୯: ଦେଶର ସବୁଠୁ ବଡ଼ ହାଇପ୍ରୋଫାଇଲ ହନିଟ୍ରାପ୍‌ ମାମଲାର ଏସ୍‌ଆଇଟି ତଦନ୍ତ ଚାଲୁଛି। ଇତି ମଧ୍ୟରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ଏମ୍‌ପିଙ୍କ ଅଶ୍ଲୀଳ ସିଡୀକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହା ଏବେ ମଧ୍ୟପ୍ରଦେଶ ରାଜନୀତିକୁ ଆହୁରି ସରଗରମ…

ଭୁବନେଶ୍ୱର ଆରଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଆର୍‌ଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଭୁବନେଶ୍ୱର ଆର୍‌ଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବିଡିଏ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇଛି। ବିଶେଷ କରି ଜେରକ୍ସ ଦୋକାନ,…

ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନୀ ଆତଙ୍କବାଦୀଙ୍କ ‘ମୁନ୍‌ ମିଶନ୍‌’

ଶ୍ରୀନଗର,୩୦।୯: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଡେଇଁ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ‘ମୁନ୍‌ ମିଶନ୍‌’ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟଦିନ ତୁଳନାରେ ପୂର୍ଣ୍ଣିମା ରାତିରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବା ଲାଗି ଅଧିକ ଉଦ୍ୟମ କରିଥାନ୍ତି। ରାତି ୨ଟାରୁ ଭୋର୍‌ ୫ଟା ମଧ୍ୟରେ…

ବନ୍ୟାପାଣିରେ ଫଟୋଶୁଟ୍‌ କରି ଟ୍ରୋଲ ହେଲେ ଏହି ମଡେଲ

ବିହାରର ରାଜଧାନୀ ପାଟନାରେ ଲଗାଣବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୫ଟି ଜିଲାରେ ରେଡ୍‌ ଆଲର୍ଟ ଜାରିହୋଇଛି। ଏପରିକି ୨୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। କିନ୍ତୁ ପାଟନାର ଜଣେ ମଡେଲ ବନ୍ୟାପାଣିରେ ଫଟୋଶୁଟ୍‌ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି।…

ବିହାରରେ ଜଳପ୍ରଳୟ, ଉପମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପାଣି

ପାଟନା, ୩୦।୯: ବିହାରରେ ଜଳପ୍ରଳୟ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁ ରାଜ୍ୟରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ସାଧାରଣ ଲୋକେ ନୁହଁନ୍ତି, ବନ୍ୟା ଯୋଗୁ ନେତାଙ୍କ ନିଦ ମଧ୍ୟ ଉଡିଗଲାଣି।…

ନିରାଶ ହେଲେ ଚିଦାମ୍ବରମ୍‌: ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୩୦।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କର ଜାମିନ୍‌ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ସେ ଏବେ ତିହାର ଜେଲ୍‌ ରହିଛନ୍ତି। ଆଇଏନ୍‌ଏକ୍ସ ମିଡ଼ିଆ…

ବିଦେଶ ଗସ୍ତର ୩ ସପ୍ତାହ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍‌ପି, ବିଧାୟକ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଏଣିକି ବିଦେଶ ଗସ୍ତ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍‌ପି, ବିଧାୟକ। ସରକାରୀ ଅଫିସର ମଧ୍ୟ ଏଥିରୁ ବାଦ୍‌ ପଡ଼ିବେନି। ଗସ୍ତର ୩ ସପ୍ତାହ ପୂର୍ବରୁ ଏ ସମ୍ପର୍କରେ ଅର୍ଥ ବିଭାଗକୁ ଜଣାଇବାକୁ ସବୁ ରାଜ୍ୟ ଓ…

କୁକୁର କାମୁଡ଼ାରେ ପ୍ରତିବର୍ଷ ଭାରତରେ ୨୦ ହଜାର ଲୋକଙ୍କ ହେଉଛି ମୃତ୍ୟୁ

ଜେନେଭା/ନୂଆଦିଲ୍ଲୀ,୩୦।୯: ପ୍ରତିବର୍ଷ ଭାରତରେ କୁକୁର କାମୁଡ଼ାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସଂଖ୍ୟା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟାଠାରୁ ଢ଼େର ଅଧିକ। ୧୯୭୦ଠାରୁ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀ ଆକ୍ରମଣ ତୁଳନାରେ ଅଧିକ ଲୋକଙ୍କର କୁକୁର କାମୁଡ଼ାରେ…

ବାଲିମେଳା ଡ୍ୟାମ୍‌ର ଜଳପତ୍ତନ ୧୫୧୩ ଫୁଟ ଛୁଇଁଲା

ଚିତ୍ରକୋଣ୍ଡା,୩୦।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା-ବାଲିମେଳା ମାଟିବନ୍ଧରେ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଥିବା ବେଳେ ବିପଦସଂକେତ ପାଇଁ ସର୍ବାଧିକ ଜଳପତ୍ତନ ୧୫୧୮ ଫୁଟ ରହିଛି। କିନ୍ତୁ ସୋମବାର ମଧ୍ୟାହ୍ନ ସୁଦ୍ଧା ୧୫୧୩ ଫୁଟ ପାଣି ରହିଥିବା ଦେଖିବାକୁ ମିଳିଛି। ଗେଟ୍‌…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ସର୍ଭେ କାମ ଆରମ୍ଭ

ପୁରୀ ଅଫିସ, ୩୦।୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ପ୍ରସଙ୍ଗରେ ସୋମବାର ସାମାଜିକ ସର୍ଭେ ଆରମ୍ଭ ହୋଇଛି। ଏଥିପାଇଁ ୫ଜଣ ନବ ନିଯୁକ୍ତ ଆଇଏସ୍‌ ୫ଟି ଟିମ୍‌ରେ ଭାଗ ହୋଇ ସର୍ଭେ କାର୍ଯ୍ୟ କରୁଛନ୍ତି। ମାସକ ମଧ୍ୟରେ ସର୍ଭେ କାମ…

ହୃଦ୍‌ରୋଗରୁ ଉପଶମ ଦେବ ଯୋଗ

ପ୍ରତିଦିନ ଯୋଗ, ପ୍ରାଣାୟମ କଲେ ତାହାର ସୁଫଳ କେତେ ମିଳେ ତାହା ଅନୁଭବୀ ହିଁ ଜାଣେ। ଏହାର ଉପକାରୀ ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। ଦୀର୍ଘ ଦିନର ଗବେଷଣା ପରେ ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri