Home

ବ୍ୟାକ୍ଟେରିଆ ରୋକିବାର ସରଳ ଉପାୟ

ବ୍ୟାକ୍ଟେରିଆ ନିଜର କାୟାବିସ୍ତାର କଲେ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ନିୟନ୍ତ୍ରଣ କରିବାର ଏକ ସରଳ ଉପାୟ ରହିଛି। ଏ ସମ୍ପର୍କିତ ବିଷୟକୁ ନେଇ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ଲୋକ ଲୋଚନକୁ ଆଣିଛନ୍ତି।…

ଅର୍ଥୋସ୍କୋପିକ୍‌ ସର୍ଜରି

”ଅର୍ଥୋସ୍କୋପିକ୍‌ ସର୍ଜରି ଏକ ଆଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ପଦ୍ଧତି । ଏଥିରେ ବଡ଼ ଧରଣର କଟାକଟି ନ କରି ଛୋଟ କଣା ମାଧ୍ୟମରେ ଶରୀରର ବିଭିନ୍ନ ଖଞ୍ଜା ମଧ୍ୟରେ ଅର୍ଥୋସ୍କୋପ୍‌ ପୂରାଯାଇ ବହୁ ରୋଗର ନିଦାନ ଏବଂ ଚିକିତ୍ସା କରାଯାଇଥାଏ।“ ଅର୍ଥୋସ୍କୋପିକ୍‌…

ସକାରାତ୍ମକ ମାନସିକତା ଓ ବିଶ୍ରାମ

ପ୍ରତିଦିନ ଆମେ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ଆବଶ୍ୟକ। ଏଥିରେ ଅନିୟମିତତା ହେଲେ ତାହା ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଶୋଇବା ସମୟରେ ବେଡ୍‌ ରୁମ୍‌ର ପରିବେଶ ଶାନ୍ତ ରହିବା ନିହାତି ଦରକାର। ଏହାଦ୍ୱାରା ଭଲ…

ଏନ୍‌ଏଚ୍‌ଆର୍‌ସିରେ କିଡ୍‌ନୀ କାଢିନେବା ମାମଲା : ୨ଲକ୍ଷ କ୍ଷତିପୂରଣ ସହ ଆପୋଲୋ ହସ୍ପିଟାଲ ପଞ୍ଜୀକରଣ ରଦ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୯ା୯(ବ୍ୟୁରୋ): ବରଗଡ଼ ଜିଲାର ଅନିଲ ସ୍ବାମୀଙ୍କ କିଡ୍‌ନୀ କାଢି ନେବା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମାମଲାର ବିଚାର କରି କମିଶନ ପୀଡିତଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ…

ସିଆଲ୍‌କୋଟ୍‌ ସୀମାରେ ପାକିସ୍ତାନର ସମରସଜ୍ଜା: ଗୁପ୍ତରେ ମାସୁଦ୍‌ ଆଝାର ମୁକ୍ତ!

ଇସଲାମାବାଦ୍‌,୯।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ନାନା ଷଡ଼ଯନ୍ତ୍ର ରଚିବା ଆରମ୍ଭ କରିଛି। ସମ୍ପ୍ରତି ସିଆଲ୍‌କୋଟ୍‌ ସୀମାରେ ପାକିସ୍ତାନ ସୈନ୍ୟଙ୍କୁ ଠୁଳ କରିବାରେ ଲାଗିଛି। ଏହା ସହିତ ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର ରଚିବା ଲାଗି…

ଖଟିଆରେ ବୁହାହୋଇ ଆସୁଥିବା ଗର୍ଭବତୀ ଅଧାବାଟରେ କଲେ ପ୍ରସବ; ଭିଡ଼ିଓ ଭାଇରାଲ

ଗୁଆହାଟୀ,୯।୯: ଆସାମରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। କେତେକ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଇବା ଅସମ୍ଭବ ହୋଇପଡୁଛି। ସମ୍ପ୍ରତି ସ୍ଥାନୀୟ ଉଦରଗୁରି ଗାଁରେ ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ସଦସ୍ୟ ଦଉଡ଼ି ଖଟିଆରେ ବୋହି…

ଚିୟର୍‌ ଲିଡର୍ସଙ୍କ ସହ ନାଚିଲେ ଶାହରୁଖ୍‌

ଜାମାଇକା, ୯।୯:ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଭିନୟ ବ୍ୟତୀତ କ୍ରିକେଟରେ ବି ରୁଚି ରଖନ୍ତି। ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ମାଲିକାନା ମଧ୍ୟ ତାଙ୍କ ନାଁରେ ରହିଛି। କେବଳ ଏତିକି ନୁହେଁ, କାରାବିୟନ୍‌ ପ୍ରିମିୟର୍‌ ଲିଗ୍‌ରେ ମଧ୍ୟ ସେ ଟ୍ରିନ୍‌ବାଗୋ…

ଓଡ଼ିଆ ଫିଲ୍ମର ହିନ୍ଦୀ, ଇଂଲିଶ ନାମକରଣ : ବିବାଦ ଉଠୁଥିଲେ ବି ମିଳୁଛି ସ୍ବୀକୃତି

ଭୁବନେଶ୍ୱର,୯ା୯ : ଓଡ଼ିଆ ଫିଲ୍ମର ନାମ ଓ ଗୀତରେ ହିନ୍ଦୀ, ଇଂଲିଶ ବ୍ୟବହାରକୁ ନେଇ ବିବାଦ ନୂଆ କଥା ନୁହେଁ। ବିଗତ କିଛିବର୍ଷ ମଧ୍ୟରେ ନକଲ ଚଳଚ୍ଚିତ୍ର ତଥା ତେଲୁଗୁ, ତାମିଲରୁ ଡବିଂ ଯୋଗୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବଦନାମର ବୋଝ…

ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର,୯ା୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ଘଟିଛି। ତାଙ୍କୁ ୫୬ବର୍ଷ ହୋଇଥିଲା। ସେ ଗତ କିଛି ମାସ ହେବ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ରବିବାର ହଠାତ୍‌…

ଗଗନୟାନ ମିଶନ: ପ୍ରଥମ ପର୍ଯ୍ୟାୟରେ ୧୦ ପାଇଲଟ୍‌ଙ୍କୁ ଚୟନ କଲା ଭାରତୀୟ ବାୟୁସେନା

ଶ୍ରୀହରିକୋଟା,୯।୯: ଭାରତର ଗଗନୟାନ ମିଶନ ପାଇଁ ୧୦ ପାଇଲଟଙ୍କୁ ବାୟୁସେନା ଚୟନ କରିଛି। ଏହି ମିଶନ ଅନ୍ତର୍ଗତ ୩ ଜଣ ପାଇଲଟ ୭ ଦିନ ଧରି ମହାକାଶ ଯାତ୍ରା କରିବେ। ଚୟନ ହୋଇଥିବା ପାଇଲଟ ଆସନ୍ତା ନଭେମ୍ବର ପରେ ତାଲିମ୍‌ ପାଇଁ…

ଅପେକ୍ଷା କରିଛି ମଙ୍ଗଳ

”ଏ ଯାଏ ୮ଟି ମହାକାଶଯାନ ମଙ୍ଗଳକୁ ପରିକ୍ରମା କରିସାରିଛନ୍ତି। ସେଗୁଡ଼ିକ ଭିତରେ ଭାରତର ‘ମଙ୍ଗଳଯାନ’ ଅନ୍ୟତମ, ଯାହାକୁ ୫ା୧୧ା୨୦୧୩ ତାରିଖରେ ଇସ୍ରୋ ପଠେଇଥିଲା ଓ ତାହା ୨୪ା୦୯ା୨୦୧୪ତାରିଖରେ ମଙ୍ଗଳକୁ ପରିକ୍ରମା କରିବା ଆରମ୍ଭ କରିଥିଲା। ନିଜ ପୃଷ୍ଠରେ ଜଳର ଉପସ୍ଥିତିକୁ ନେଇ…

କୋହଳ ହେଲା ନିୟମ : ପୋଲିସ ଗାଡ଼ିର ତଥ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ

ଭୁବନେଶ୍ୱର,୯ା୯(ବ୍ୟୁରୋ) : ପୋଲିସ ଗାଡ଼ିର କାଗଜପତ୍ର ଠିକ୍‌ ନ ଥାଇ ଲୋକଙ୍କଠାରୁ ୧୦ଗୁଣା ଜରିମାନା ଆଦାୟ କରାଯାଉଛି। ଏହାକୁ ଲୋକେ ସହଜରେ ଗ୍ରହଣ କରୁ ନ ଥିବାବେଳେ ଶନିବାର ରାଜମହଲ ଛକରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ଲୋକେ ଥାନା ଭ୍ୟାନକୁ ଭଙ୍ଗାରୁଜା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri