Home

ପାକିସ୍ତାନ ଚାହୁଁଛି ରକ୍ତପାତ; ଆଣବିକ ଯୁଦ୍ଧର କରିଛି ଯୋଜନା: ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇଯାଇଛି। ସେ ଦୁଇଦେଶ ମଧ୍ୟରେ ରକ୍ତପାତ ଚାହୁଁଛି। ସେଥିପାଇଁ ଆଣବିକ ଯୁଦ୍ଧର ଯୋଜନା ମଧ୍ୟ କରିଛି ବୋଲି ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଅଭିଯୋଗ ଆଣିଛନ୍ତି। ଜାଣିଶୁଣି ଭାରତରେ ଅଶାନ୍ତି…

୧୫୦୦ ଏପିସୋଡ୍‌ରେ ଦୁର୍ଗା

ତରଙ୍ଗ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଦୁର୍ଗା’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ନିକଟରେ ଏହାର ୧୫୦୦ତମ ଏପିସୋଡ୍‌ ପ୍ରସାରିତ ହୋଇଛି। ତରଙ୍ଗ ଚ୍ୟାନେଲରେ ଏପରି ରେକର୍ଡ ସୃଷ୍ଟି କରିବାରେ ‘ଦୁର୍ଗା’ ହେଉଛି ପ୍ରଥମ ଧାରାବାହିକ। ଏ ସମ୍ପର୍କରେ ଏହାର…

ଚାଇନିଜ୍‌ ଡିଶ୍‌: ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ୍‌

ପର୍ଯ୍ୟଟନ ସହର ପୁରୀ। ପ୍ରତିଦିନ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଆତିଥେୟତା ସହ ରୁଚିପୂର୍ଣ୍ଣ ଖାଦ୍ୟର ସମ୍ପର୍କ ବେଶ୍‌ ଗୁରୁତ୍ୱ ବହନ କରେ। ଏହାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଥିବା ହୋଟେଲ, ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ସୁଆଦିଆ…

ନିଆଁରେ ପୋଡ଼ି ହୋଇ ଯୁବକ ଗୁରୁତର

ଛେଣ୍ଡିପଦା,୩।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀବଲ୍ଲଭପୁର ଗ୍ରାମରେ ଗୁରୁବାର ନିଆଁରେ ପୋଡ଼ି ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଉକ୍ତ ଗ୍ରାମର ବିଭୂତି କଠାର। ପ୍ରକାଶ ଯେ, ଆଜି ସକାଳେ ବିଭୂତି ଚୁଲିରେ ଚା’ ତିଆରି…

ସଲ୍‌ମାନଙ୍କ ଫିଟ୍‌ ଇଣ୍ଡିଆ ବାର୍ତ୍ତା

ନୂଆଦିଲ୍ଲୀ: ଅକ୍ଟୋବର ୨ରେ ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ସ୍ବତନ୍ତ୍ର ବାର୍ତ୍ତା। ଏକ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କୁ ଗାନ୍ଧୀ ଜୟନ୍ତୀର ଶୁଭକାମନା…

୧୫୦ ରନ୍‌ ପୂରଣ କଲେ ରୋହିତ୍‌

ବିଶାଖାପାଟଣା,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମଥର ପାଇଁ ଓପନିଂ କରୁଥିବା ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଛନ୍ତି। ପ୍ରଥମ ଦିନର ଶତକ ହାସଲ ପରେ ଦ୍ୱିତୀୟ ଦିନ ସେ ୧୫୦ ରନ୍‌ ପୂରଣ କରିଛନ୍ତି। ଏକଦିବସୀୟ ଭଳି ଟେଷ୍ଟରେ…

ପାଟନା ପାଇଁ ହ୍ରିତିକ୍‌ଙ୍କ ସମବେଦନା

ନୂଆଦିଲ୍ଲୀ: କ୍ରମାଗତ ବର୍ଷା ଓ ବନ୍ୟା ଯୋଗୁ ବିହାରର ୧୬ ଜିଲାରେ ବନ୍ୟା ସ୍ଥିତି ଉପୁଜିିଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ପାଟନା। ଏଭଳି ସ୍ଥିତିରେ ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ ଚିନ୍ତା ପ୍ରକଟ କରି ନିଜ ଅଫିସିଆଲ…

ରେଳମନ୍ତ୍ରୀଙ୍କ ଘରୁ ଚୋରି

ମୁମ୍ବାଇ,୩।୧୦: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଘରୁ ଚୋରି ହୋଇଯାଇଛି। ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଚୋରି ହୋଇଥିବା ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଘରର ଚାରଙ୍କୁ ଦିଲ୍ଲୀରୁ ଗିରଫ କରିଛି। ସୂଚନାଯୋଗ୍ୟ, ମୁମ୍ବାଇର ନେୟେନ୍ସି ରୋଡରେ…

ତମନ୍ନା ଯାହା ଖୋଜୁଥିଲେ..

କଥାରେ ଅଛି ଏ ମନ ଚାହୁଁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ୟା ଭିତରେ ବେଶ୍‌ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇନା କ’ଣ…

କବାଡ଼ିି ଦେଇଛି ୧୭୦ଙ୍କୁ ସରକାରୀ ଚାକିରି

ବାଗପତ୍‌: କେବଳ ପାଠ ନୁହେଁ ଖେଳ ବି ଜୀବିକା ପାଇଁ ବାଟ କଢ଼ାଇ ନିଏ, ଏଭଳି ବାର୍ତ୍ତା ଦେଇଛି ଉତ୍ତରପ୍ରଦେଶର ଦୁଇଟି ଗାଁ। ଯେତେବେଳେ କବାଡ଼ି ଖେଳ କଥା ପଡେ ସେତେବେଳେ ଫଖରପୁର ଓ ବସି ଗାଁର ନାଁ ଆଗକୁ ଆସିଯାଏ।…

ବାଇଗଣ ବୋଝେଇ ପିକ୍‌ଅପ୍‌ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ

ଭଞ୍ଜନଗର,୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କଳିଙ୍ଗାଘାଟିରେ ଏକ ପିକ୍‌ଅପ୍‌ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ପ୍ରତାପ ପ୍ରଧାନ(୩୫)। ସୂଚନାଯୋଗ୍ୟ, ବରପାଲିରୁ କବିସୂର୍ଯ୍ୟନଗରକୁ ବାଇଗଣ ବୋଝେଇ କରି ପିକ୍‌ଅପ୍‌ଟି ଆସୁଥିବାବେଳେ ବୁଧବାର ବିଳମ୍ବିତ ରାତିରେ କଳିଙ୍ଗାଘାଟିଠାରେ…

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଲୋକଙ୍କ ଉପରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୩।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ହୀରାନଗର ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହା ସହିତ ସୀମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri