ଡଚ୍ ଓପନ୍ ବ୍ୟାଡମିଣ୍ଟନ: ଲକ୍ଷ୍ୟଙ୍କୁ ଟାଇଟଲ
ଅଲମେର,୧୩।୧୦(ପି.ଟି.)- ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଭାରତର ଲକ୍ଷ୍ୟ ସେନ ଆଉ ଏକ ବିଶ୍ୱସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍ସର ଅଲମେରଠାରେ ଖେଳାଯାଇଥିବା ଡଚ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ସେ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍ରେ…
ସୁଲତାନ ଜୋହର କପ୍ ହକି: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ ନ୍ୟୁଜିଲାଣ୍ଡ ୮-୨ ଗୋଲ୍ରେ ପରାସ୍ତ
ଜୋହର ବାହରୁ,୧୩।୧୦(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଜୋହାର କପ୍ ହକି ଟୁର୍ନାମେଣ୍ଟରେ ଭାରତୀୟ ଜୁନିୟର ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଶନିବାର ପ୍ରଥମ ମ୍ୟାଚ୍ରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ରବିବାର…
ବେଆଇନ ବାଣ କାରଖାନା ଠାବ : ୧୦ହଜାର ଟଙ୍କାର ସାମଗ୍ରୀ ଜବତ, ଜେଲ୍ ଗଲେ ଅଭିଯୁକ୍ତ
ରୂପ୍ସା,୧୩।୧୦(ଡି.ଏନ.ଏ.)-ବେଆଇନ ଭାବେ ବାଣ ନିର୍ମାଣ ଓ ବିକ୍ରି ଉପରେ କଟକଣା ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଜିଲାର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣ ଘଟି ଧନଜୀବନ ନଷ୍ଟ ହେବା ପରେ ଏବେ ପୋଲିସ ବିଭାଗର ଚେତା…
ଚିକିତ୍ସା ଅବହେଳାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକ
ବାଲେଶ୍ୱର ଅଫିସ,୧୩।୧୦: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ସ୍ବାମୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୋଲିସ ଫାଣ୍ଡିରେ ରବିବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ…
ଭାଜପା ନେତାଙ୍କୁ ଗୁଳିକରି ହତ୍ୟା : ସପ୍ତାହକରେ ୩ ଭାଜପା ନେତାଙ୍କୁ କରାଗଲାଣି ହତ୍ୟା
ଉତ୍ତରପ୍ରଦେଶ,୧୩।୧୦: ଉତ୍ତରପ୍ରଦେଶର ସହାରନପୁର ଜିଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ ୩ ଭାଜପା ନେତାଙ୍କୁ ହତ୍ୟା କରା ଯାଇସାରିଲାଣି। ସୂଚନାଯୋଗ୍ୟ,ଶନିବାର ଭାଜପା ନେତା ଧାରା ସିଂହ(୪୭) ଦେବବନ୍ଦରୁ ସହାରନପୁର କାର୍ଯ୍ୟସ୍ଥଳକୁ…
ସମ୍ବର ମାଂସ ଜବତ, ୨ଗିରଫ
ବଇଣ୍ଡା,୧୩।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ଜଙ୍ଗଲରେ ଧଣ୍ଡାତୋପା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୧ କେଜି ସମ୍ବର ମାଂସ ଜବତ କରାଯାଇଛି। ଏଥିସହିତ ବନ ବିଭାଗ ଏକ ସ୍କୁଟି, ବାଇଡିଙ୍ଗ ତାର, ୨ଟି ଟାଙ୍ଗିଆ, କଟୁରୀ, କାଚ, ବୋତଲକୁ ଜବତ କରିଥିବାବେଳେ…
ମହୁମାଛି ଆକ୍ରମଣରେ ୩୦ ଗୁରୁତର
ବଇଣ୍ଡା,୧୩।୧୦(ଡି.ଏନ.ଏ.): କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ବଡ଼ଡଙ୍ଗିଆଣୀ ଗ୍ରାମରେ ରବିବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ବଡ଼ଡଙ୍ଗିଆଣୀ ଗ୍ରାମର ଦୁଃଶନ୍ତ ସାହୁ, ଗୁଦୁ ସାହୁ, ମହେଶ୍ୱର ସାହୁ, ଅର୍ପନା ବେହେରା, ଅତୁଲ୍ୟ ପ୍ରଧାନ, ସୁଶୀଳ ବେହେରା, ବାପୁଜୀ ସେଠୀ, ମାଙ୍କଡ଼ଚୁଆ ଗ୍ରାମର ଶତ୍ରୁଘ୍ନ…
୫-ଟି ଅନୁଧ୍ୟାନକାରୀ ଦଳ ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି କଲେ ଯାଞ୍ଚ୍
ଯାଜପୁର ଅଫିସ,୧୩।୧୦: ଯାଜପୁରରେ ୫-ଟି ଅନୁଧ୍ୟାନକାରୀ ଦଳ ପହଞ୍ଚି ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଯୁଗ୍ମସଚିବ ପୁନମ ଗୁହା, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲୀପ କୁମାର ମହାନ୍ତି ଏବଂ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର ଏହି…
ପୁରୁଷୋତ୍ତମପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ
ପୁରୁଷୋତ୍ତମପୁର,୧୩।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହିରେ ମା’ ଗଜଲକ୍ଷ୍ମୀଙ୍କ ମେଢ଼ ନିର୍ମାଣ ସହ ସମଗ୍ର ସାହିକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହା ସହ…
ଶିଶୁପୁତ୍ର ସହ ଅପ୍ରାକୃତିକ ଯୌନ ସମ୍ପର୍କ : ଜେଲ୍ ଗଲେ ଯୁବକ
ମାର୍ଶାଘାଇ,୧୩।୧୦(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ୬ ବର୍ଷର ଶିଶୁପୁତ୍ରଙ୍କ ସହ ଗାଁରେ ବୁଲି କପଡ଼ା ବିକ୍ରି କରୁଥିବା ଜଣେ ଯୁବକ ଅପ୍ରାକୃତିକ ଯୌନ ସମ୍ପର୍କ ରଖି କୋର୍ଟ ଚାଲାଣ ହୋଇଛନ୍ତି। ସଂପୃକ୍ତ ଯୁବକ ଜଣକ ଉତ୍ତରପ୍ରଦେଶର ମୁଜାଫର୍ନଗର…
ଜୁଆଡ଼ି ଧରପଗଡ଼ ଅଭିଯାନ : ୯୩ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୧୩।୧୦: ବ୍ରହ୍ମପୁର ପୋଲିସ ଜିଲାରେ ଜୁଆଡ଼ି ଧରପଗଡ଼ ଅଭିଯାନରେ ୭ଟି ଥାନା ପକ୍ଷରୁ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୩ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ୨୪ ହଜାର ୨୧୫ ଟଙ୍କା ଜବତ…
୩୭ ବର୍ଷରେ ଜଳକଳଙ୍ଗ ଗଜଲକ୍ଷ୍ମୀ ପୂଜା
ହାଟଡିହୀ,୧୩।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ବଜାର ସାର୍ବଜନୀନ ପୂଜା କମିଟି ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ଦୀର୍ଘ ୩୭ବର୍ଷ ଧରି ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ସୁସଜ୍ଜିତ ତୋରଣ ଓ ଆଲୋକମାଳାରେ ସ୍ଥାନୀୟ ଅଞ୍ଚଳ ଉତ୍ସବ…
Archives


