ଆମେରିକା ରିପୋର୍ଟକୁ ଭାରତର ଖଣ୍ଡନ: ଦେଶ ଧର୍ମନିରପେକ୍ଷତା ଏବଂ ସହନଶୀଳତାକୁ ଦିଏ ଗୁରୁତ୍ୱ
ନୂଆଦିଲ୍ଲୀ,୨୩।୬: ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ଭାରତ ଖଣ୍ଡନ କରିଛି। ଏହା ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଭିଶ୍ କୁମାର ଦେଶ ସବୁବେଳେ ଧର୍ମନିରପେକ୍ଷତା ଏବଂ ସହନଶୀଳତାକୁ ଦିଏ ଗୁରୁତ୍ୱ ଦେଇଥାଏ ବୋଲି ସୂଚନା ଦେଇଛନ୍ତି। ଆମେରିକା...
ମୂକସାକ୍ଷୀ ବରଗଛ: ନାମକରଣରେ ଯୋଡ଼ି ହୋଇଛି ଅଲୌକିକ, ରୋମାଞ୍ଚଭରା କାହାଣୀ
ଗାଁରୁ ସହର ଅନେକ ଛକସ୍ଥାନର ପ୍ରହରୀ ଓ ବହୁ କଥାର କାହାଣୀ ବରଗଛ। ମଶାଣି ପଦାରୁ- ମେଳାପଡ଼ିଆ ସବୁଠାରେ ସବୁବେଳେ ଲାଗିଥାଏ ପ୍ରାଣୀଙ୍କ ସେବାରେ । ତାରି ପାଖରେ ବସେ ନ୍ୟାୟ ନିଶାପ। ତା’ ମୂଳରେ ସ୍ଥାପନା ହୁଅନ୍ତି ଗ୍ରାମଦେବତୀ...
୩୫ ବର୍ଷ ତଳର କଳା ରବିବାର: ମଝି ଆକାଶରେ ବିମାନ ବିସ୍ଫୋରଣରେ ୩୨୯ ଲୋକଙ୍କ ଘଟିଥିଲା ମୃତ୍ୟୁ
ନୂଆଦିଲ୍ଲୀ, ୨୩।୬: ଆଜିକୁ ୩୫ ବର୍ଷ ତଳେ ଜୁନ୍ ୨୩ର କଳା ରବିବାରରେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩୦୭ ଯାତ୍ରୀ ଏବଂ ୨୨ ଜଣ ବିମାନ କର୍ମଚାରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।...
ଶୋପିଆନ୍ରେ ଏନ୍କାଉଣ୍ଟର: ୪ ଆତଙ୍କବାଦୀ ନିହତ
ଶ୍ରୀନଗର,୨୩।୬: ଜମ୍ମୁ-କଶ୍ମୀର ଶୋପିଆନ୍ ଜିଲାରେ ରବିିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର କିଗମ୍ର ଦରମଦୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଭୋର୍ ସମୟରେ ଘେରାବନ୍ଦୀ...
ପି.ଏନ. କଲେଜ ଖୋର୍ଦ୍ଧା: ସଂସ୍କୃତରେ ୨୯ ଛାତ୍ରୀଛାତ୍ର ଫେଲ; ପରୀକ୍ଷା ପରିଚାଳନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ
ଖୋର୍ଦ୍ଧା ଅଫିସ, ୨୩ା୬: ଖୋର୍ଦ୍ଧା ପି.ଏନ. କଲେଜ ଯୁକ୍ତ ୨ ଇଚ୍ଛାଧୀନ ସଂସ୍କୃତ ବିଷୟରେ ୨୯ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ଫେଲ କରି ଦିଆଯାଇଛି। ସେମାନଙ୍କୁ ଅନୁପସ୍ଥିତ ଦର୍ଶାଯାଇ ଫେଲ୍ କରାଯିବା ପରେ କାଉନ୍ସିଲ୍ କର୍ତ୍ତୃପକ୍ଷଙ୍କ ସଂସ୍କାରମୂଳକ ପଦକ୍ଷେପ ପ୍ରହସନ ପାଲଟିଛି।...
ଆଇସିସି ବିଶ୍ୱକପ୍: ପାକିସ୍ତାନ- ଦକ୍ଷିଣ ଆଫ୍ରିକା ସମ୍ମାନ ଲଢ଼େଇ
ଲଣ୍ଡନ,୨୩।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏକପ୍ରକାର ସେମିଫାଇନାଲ ଦୌଡ଼ରୁ ବାଦ୍ ପଡିସାରିଥିଲେ ମଧ୍ୟ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଐତିହାସିକ ଲଡର୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ...
ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ
ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ ନିଜ ମାଟିରେ ପ୍ରୋତ୍ସାହନ ଦେବା ବନ୍ଦ ନ କଲେ ପରିଣାମ ଭୟାବହ ହେବ...
ଅଣସର ସମୟର ନିଷିଦ୍ଧ ନିୟମ: ବିବାହିତ ଝିଅ ବାପଘରକୁ ଆସନ୍ତି ନାହିଁ
ପୁରୀ ଅଫିସ, ୨୩ା୬: ସରିଛି ସ୍ନାନଯାତ୍ରା। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଅଣସର ଘରେ ଚାଲିଛି ଗୁପ୍ତସେବା। ଚତୁର୍ଦ୍ଧାବିଗ୍ରହଙ୍କ ସେବାରେ ଗୋଷ୍ଠୀଗତ ଭାବେ ଲାଗିପଡ଼ିଛନ୍ତି ଦଇତାପତି ସେବକ। ବେଶ୍ ନିଷ୍ଠା ଓ ଏକାଗ୍ରତାର ସହ ରହୁଛନ୍ତି। ଏହି ଅଣସର ସମୟରେ ଦଇତାପତି...
ମୃତ୍ୟୁଫାଶରୁ ମୁକୁଳିଥିଲେ ୧୨ ଫୁଟ୍ବଲ ଖେଳାଳି
ବ୍ୟାଙ୍କକ୍,୨୩ା୬(ଆଇଏଏନ୍ଏସ୍): ଠିକ୍ ବର୍ଷକ ତଳେ ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିଲେ ୧୨ଜଣ କିଶୋର ଫୁଟବଲ୍ ଖେଳାଳି। ଦୀର୍ଘ ୧୫ ଦିନ ପରେ ସେମାନଙ୍କୁ ଯେଉଁ କଷ୍ଟସାଧ୍ୟ ଉଦ୍ୟମ କରି ଉଦ୍ଧାର କରାଯାଇଥିଲା ତାହା ଉପରେ ବିଶ୍ୱବାସୀଙ୍କ ଧ୍ୟାନ...
ବୁଲେଟ ଟ୍ରେନ ପ୍ରକଳ୍ପ ଲାଗି ମିଳୁନି ଜମି
ନୂଆଦିଲ୍ଲୀ,୨୩-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ମୁମ୍ବାଇ-ଅହମ୍ମଦାବାଦ୍ ବୁଲେଟ ଟ୍ରେନ ପ୍ରକଳ୍ପ ଆଗେଇ ପାରୁ ନାହିଁ। ଏହି ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଏକ ବଡ଼ ସମସ୍ୟା ହୋଇଛି। ଅଦ୍ୟାବଧି ଆବଶ୍ୟକ ଜମି ମଧ୍ୟରୁ ମିଳିଛି ମାତ୍ର ୩୯% ବୋଲି...
ଆମେରିକାକୁ ଇରାନର ଧମକ: ଆକ୍ରମଣ କଲେ ଭୟାବହ ପରିଣତି
ତେହେରାନ,୨୩ା୬: ଆମେରିକାର ଗୋଇନ୍ଦା ଡ୍ରୋନ୍କୁ ଗୁରୁବାର ଇରାନ ସେନା ଖସାଇଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଉଭୟ ଦେଶ ଏବେ ଯୁଦ୍ଧମୁହାଁ ହୋଇଥିବା କୁହାଯାଉଛି। ଇରାନ ଉପରେ ଆକ୍ରମଣ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...
ଭୁବନେଶ୍ୱର କାର୍ଯ୍ୟାଳୟରେ ପାସ୍ପୋର୍ଟ କେଳେଙ୍କାରୀ: ନକଲି ପାସ୍ପୋର୍ଟରେ ସୌଦି ପଳାଇଛନ୍ତି ସନ୍ଦିଗ୍ଧ; ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ୍ଙ୍କ ଲିଙ୍କ୍ ସନ୍ଦେହ
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଅସଲି ନମ୍ବରରେ ନକଲି ପାସ୍ପୋର୍ଟ। ଭୁବନେଶ୍ୱର ପାସ୍ପୋର୍ଟ ଅଫିସରେ ହୋଇଛି ଏଭଳି କେଳେଙ୍କାରୀ। ଉକ୍ତ ନକଲି ପାସ୍ପୋର୍ଟରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍ ବ୍ୟକ୍ତି ସୌଦି ଆରବ ପଳାଇଥିବାବେଳେ ଅସଲ ପାସ୍ପୋର୍ଟଧାରୀ ଭୁବନେଶ୍ୱରର ବିମ୍ବାଧର ସାହୁ ରିନ୍ୟୁ...
Archives


