Home

ଟ୍ରକ୍‌ ଚୋରି ଉଦ୍ୟମ : ଅଭିଯୁକ୍ତଙ୍କୁ ଧରି ନିସ୍ତୁକ ପିଟିଲେ ଲୋକେ

ଯୋଡ଼ା,୧୨।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି ହାଟପଦାଠାରେ ଟ୍ରକ ଚୋରି ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ମାଡ଼ ମାରିବା ସହିତ ପୋଲିସରେ ଜିମା ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଜୁରୁଡିସ୍ଥିତ ହାଟପଦାଠାରେ ୧୨ ଚକିଆ…

ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍‌ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ ହେବ ଶ୍ରୁତି ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ। ନିକଟରେ ଶ୍ରୁତି ଏମିତି କିଛି…

ପଲିଥିନ୍‌ ବ୍ୟବହାର ପ୍ରତିବନ୍ଧକକୁ ମାନୁନାହାନ୍ତି ଲୋକେ, ସୌନ୍ଦର୍ଯ୍ୟ ହରାଉଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୨।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟ ଦିନକୁ ଦିନ ହରାଇବାକୁ ବସିଛି। ସରକାରଙ୍କ ପକ୍ଷରୁ ପଲିଥିନ୍‌ ବେଆଇନ ଘୋଷଣା ପରେ ବି ଲୋକେ ପ୍ରତିବନ୍ଧକକୁ ନ ମାନି ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଅଳିଆ ଆବର୍ଜନା ସହ ହୋଟେଲର…

ମୋଦିଙ୍କ ସହ ଛାଇ ଭଳି ଥିବା ମହିଳା ଜଣକ କିଏ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ତାମିଲନାଡୁରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ବୈଠକରେ ଯୋଗ ଦେବା ପୂର୍ବରୁ ମୋଦିଙ୍କ ସହ…

ନଦୀ ପାଣିରେ ତିଆରି ହୋଇଛି ଜୋତା, ଦାମ୍‌ ୨ ଲକ୍ଷ

ବଜାରରେ ଭିନ୍ନ ଭିନ୍ନ ରକମର ଜୋତା ବିକ୍ରି ହେଉଛି। କିନ୍ତୁ ନାଇକ୍‌ କମ୍ପାନୀ ସବୁବେଳେ ଗ୍ରାହକଙ୍କ ପାଇଁ ନୂଆ କିଛି କରି ବଜାରକୁ ଛାଡ଼ିଥାଏ। ଏବେ ଏହି କମ୍ପାନୀ ୯୭ ହଳ ନୂଆ ଜୋତା ବଜାରକୁ ଛାଡ଼ିଛି। ଜୋତାର ସ୍ବତନ୍ତ୍ରତା ଜାଣିଲେ…

ଏସ୍‌ସିବି ମେଡିକାଲରେ ଅଘଟଣ: ତିନି ମହଲାରୁ ଡେଇଁ ରୋଗୀ ମୃତ

କଟକ ଅଫିସ, ୧୨।୧୦: କଟକ ଏସ୍‌ସିବି ମେଡିକାଲର ତିନି ମହଲାରୁ ଡେଇଁ ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ ମେଡିସିନ ବିଭାଗ ନିରାଶ୍ରୟ ଓ୍ବାର୍ଡ ତିନି ମହଲାରେ ଥିବା ଏକ ଝରକା ଗ୍ରୀଲ ତାଡ଼ି ଜଣେ ରୋଗୀ ଡେଇଁପଡ଼ିଥିବା ଅନୁମାନ…

ମାତା-ପିତା ଉଭୟଙ୍କର ସ୍ନେହ ସନ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨।୧୦: ମାତା-ପିତାଙ୍କ ସ୍ନେହ ସନ୍ତାନଙ୍କ ପାଇଁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମାତା-ପିତାଙ୍କ ଲାଗି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ ବୋଲି ଶନିବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ବିଚାରପତି ଦୀପକ ଗୁପ୍ତା ଏକ ମାମଲାର ବିଚାର କରି ଏଭଳି ରାୟ ଜାରି…

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଜମ୍ମୁ,୧୨।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଶନିବାର ସକାଳେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ଆକ୍ରମଣ ହୋଇଛି। ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଏଥିରେ ପ୍ରାୟ ୭ ଜଣ ଲୋକ…

କୋହଲିଙ୍କ ଦ୍ୱିଶତକ ପରେ ଏମିତି ସେଲିବ୍ରେଶନ କଲେ ଅନୁଷ୍କା

ପୁଣେ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ…

କ୍ୟାପିଟାଲ ହସ୍ପିଟାଲ ଫେରାଇଦେଲା, ଫୁଟ୍‌ପାଥରେ ସନ୍ତାନ ପ୍ରସବ କଲେ ମହିଳା

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ଫୁଟ୍‌ପାଥରେ ପ୍ରସବ କରିଛନ୍ତି ଜଣେ ମହିଳା। ଲେବର ରୁମ୍‌ରୁ ଫେରାଇ ଦେବାରୁ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀ ଜଣକ ହସ୍ପିଟାଲ ଫୁଟ୍‌ପାଥରେ ସନ୍ତାନ ପ୍ରସବ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ରାତି ପ୍ରାୟ ୮ଟାରେ ସାଲିଆସାହିରେ ରହୁଥିବା ପାନା…

ଭାଜପା ଛାଡ଼ିଲେ ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବିଜେପୁରର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଅଶୋକ ୨୦୧୮ ଉପନିର୍ବାଚନରେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଇସ୍ତଫା…

ମଦ ଜବତ, ୫ କୋର୍ଟ ଚାଲାଣ

ବଡ଼ବିଲ,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିିଲା ବଡ଼ବିଲ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪୫ ଲିଟର ମହୁଲି ମଦ ଜବତ କରିବା ସହ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ଗୌର ଗ୍ୟାରେଜ ଅଞ୍ଚଳର ମହେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri