Home

କଂଗ୍ରେସର ଗୋଡ଼ ଟାଣୁଛନ୍ତି ନିରୁପମ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଏତିକି ବେଳେ କିନ୍ତୁ କଂଗ୍ରେସର ଗୋଡ଼ ଟାଣୁଛନ୍ତି ଦଳର ନେତା ସଞ୍ଜୟ ନିରୁପମ। ଗୋଟିଏ ଦିନ ପୂର୍ବରୁ ଏହାକୁ ନେଇ…

ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୨।୧୧: ରାୟଗଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି l କେନ୍ଦ୍ରର ଭାଜପା ଏବଂ ରାଜ୍ୟ ସରକାରଙ୍କ ଜନମାରଣ ତଥା ଶ୍ରମିକମାରଣ ନୀତି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ଉତ୍କଟ…

ଶିବସେନା ମେୟରଙ୍କୁ ଶୁଭେଚ୍ଛା ଜଣାଇଲେ ଉଦ୍ଧବ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ମୁମ୍ବାଇ ମେୟର ଭାବେ ନିର୍ବାଚନ ଜିତିଛନ୍ତି ଶିବସେନା ପ୍ରାର୍ଥୀ କିଶୋରୀ ପେଡନେକର। ଦେଶର ସବୁଠାରୁ ଧନୀ ନଗର ନିଗମ ଭାବେ ପରିଚିତ ମୁମ୍ବାଇ ନଗର ନିଗମରୁ କିଶୋରି ନିର୍ବାଚିତ…

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତ ଦିରିବ ଗ୍ରାମ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଅରଥୁ ମହାନ୍ତ (୭୦)। ସୂଚନାନୁଯାୟୀ, ଅରଥୁ ଗୁରୁବାର ଅପରାହ୍ନରେ ପାଳିଥିବା ମଇଁଷିକୁ…

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ ସେତେ ଶକ୍ତିଶାଳୀ। ସୁନା ଗଚ୍ଛିତ ରଖିବାରେ ଆମେରିକାର ସ୍ଥାନ ସର୍ବାଗ୍ରେ। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲ୍‌…

ପିଙ୍କ୍‌ ବଲ୍‌ରେ ଇତିହାସ ରଚିଲେ ଇଶାନ୍ତ ଶର୍ମା

କୋଲକାତା,୨୨।୧୧: କୋଲକାତାର ପ୍ରସିଦ୍ଧ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଟେଷ୍ଟ। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ଭ୍ରମଣକାରୀ ବାଂଲାଦେଶ ଦଳକୁ ପ୍ରଥମ ଝଟକା ଲାଗିଛି। ଓପନର ଇମରୁଲ୍‌ କାଏସଙ୍କୁ ଆଉଟ୍‌ କରି…

ଇଡେନ ଗାର୍ଡେନ୍ସରେ ଫିଲ୍ମ ପ୍ରମୋଶନ କରିବେ ରାଣୀ

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଷ୍ଟାଡିୟମରେ ଅନେକ ସେଲିବ୍ରିଟି ଉପସ୍ଥିତ ମଧ୍ୟ ଅଛନ୍ତି। ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜ ଆଗାମୀ ଫିଲ୍ମ…

ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ତାଙ୍କର ପରିଚୟ ମିଳି ନ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର…

ଐତିହାସିକ ଟେଷ୍ଟରେ ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି

କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତିି ବ୍ୟାଟିଂ ନିଷ୍ପତି ନେଇଛି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ…

ବେଧଡ଼କ ମୋରମ ଚୋରା ଚାଲାଣ: ୩ ହାଇଓ୍ବା ଜବତ

ଛେଣ୍ଡିପଦା,୨୨।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡ଼ା ରାଜସ୍ବ ସର୍କଲ ଅଞ୍ଚଳରେ ସରକାରୀ ରାଜସ୍ବ ଫାଙ୍କି କିଛି ମାଫିଆ ବେଧଡ଼କ ଭାବେ ଚୋରାରେ ମୋରମ ଚାଲାଣ କରୁଛନ୍ତି। ଜାତୀୟ ରାଜପଥ ସଂପ୍ରସାରଣ କରୁଥିବା ଏକ ଠିକାସଂସ୍ଥା ପକ୍ଷରୁ ସରକାରୀ ତାଗିଦକୁ…

ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ୍‌ ବିଭାଗ ଜୁନିୟର ଇଞ୍ଜିନିୟର

କଟକ ଅଫିସ,୨୨।୧୧: ଲାଞ୍ଚ ନେବାବେଳେ କଟକ ଗୋଡ଼ିସାହି ବିଦ୍ୟୁତ୍‌ ବିଭାଗ ଜୁନିୟର ଇଞ୍ଜିନିୟର ଭବାନୀ ଶଙ୍କର ମହାନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମଙ୍ଗଳାବାଗର ବିଜୟ ପାତ୍ରଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ସୂଚନାଯୋଗ୍ୟ,…

ଅସୁସ୍ଥ ‘ଗନ୍ଦି ବାତ୍‌’ ଫେମ୍‌ ଅଭିନେତ୍ରୀ

  ମୁମ୍ବାଇ: ଟେଲି କଳାକାର ଗହନା ବଶିଷ୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ଗହନା ଏକ ଓ୍ବେବ ସିରିଜ୍‌ର ଶୁଟିଂ କରୁଥିଲେ। ସେହି ସମୟରେ ସେ ହଠାତ୍‌ ଅଚେତ୍‌ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?