Home

ଲୋକଙ୍କୁ ପଙ୍ଗୁ କରୁଛି ଫ୍ରିବିଜ୍‌

ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଦିଆଯାଉଥିବା ମାଗଣା ସାମଗ୍ରୀ ଓ ସୁବିଧା ପ୍ରଦାନର ପ୍ରତିଶ୍ରୁତି (ଫ୍ରିବିଜ୍‌) ଲୋକଙ୍କୁ ଏକପ୍ରକାର ପଙ୍ଗୁ କରିଦେଉଛି। ଭୋଟ ପାଖେଇ ଆସିଲେ ମାଗଣା ରାଶନ ଓ କିଛି ଟଙ୍କା ପାଇଯାଉଥିବାରୁ ଲୋକେ…

ବେଆଇନ ଇଟାଭାଟି: ପରିବେଶ ପ୍ରଦୂଷଣ ସହ ତାପମାତ୍ରା ବୃଦ୍ଧି

ବାଣପୁର,୧୩।୨(ଦିଲ୍ଲୀପ କୁମାର ସ୍ବାଇଁ ): ବାଣପୁର ତହସିଲ ଅଞ୍ଚଳର ବିଭିନ୍ନ ରାଜସ୍ବ ଗ୍ରାମରେ ମାତିଛନ୍ତି ଇଟା ମାଫିଆ। ଲୁଟୁଛନ୍ତି ଶତାଧିକ ଏକର ଗୋଚର, ଅନାବାଦୀ ଜମି, ନଦୀପଠା ଓ ରାଜସ୍ବ ଜମି। କୁମାରାଙ୍ଗ, ବିଷ୍ଟୁଗାଲୁଆ, ନରେନ୍ଦ୍ରପୁର, ନନ୍ଦପୁର ପଞ୍ଚାୟତ ସମେତ ଗମ୍ଭାରୀମୁଣ୍ଡା ପଞ୍ଚାୟତର…

ପରୀକ୍ଷା ଦେବା ପୂର୍ବରୁ କଲେଜ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ

ବାଲୁଗାଁ, ୧୨ା୨(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗାଁ କଲେଜର ଜଣେ ଛାତ୍ରୀ ବୁଧବାର ପରୀକ୍ଷା ଦେବା ପାଇଁ ଆସିଥିବା ବେଳେ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ସସ୍ମିତା ସାମନ୍ତରାୟ (୧୯)…

ପ୍ରାପ୍ୟ ନ ପାଇ ବ୍ଲକ ସମ୍ମୁଖରେ ଠିକାଦାରଙ୍କ ଧାରଣା

ନିଶ୍ଚିନ୍ତକୋଇଲି,୧୩ା୨(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘଦିନ ହେବ ଅଚଳାବସ୍ଥା ଦେଖିବାକୁ ମିଳିଛି। କେଉଁଠି କାମ ହେଉନି ତ ଆଉ କେଉଁଠାରେ କାମ ହୋଇ ବିଲ୍‌ ମିଳୁନି। ବହୁ ପଞ୍ଚାୟତରେ ପୂର୍ବ ବିଲ୍‌ ଉପରେ ରୋକ ଲଗାଯାଇଛି। ଏପରି କି ବିଧାୟକଙ୍କୁ…

ଏଇ ଭାରତରେ

କୌଣସି ପ୍ରଶିକ୍ଷଣ ନ ନେଇ ଅଗଣାରେ ବଗିଚା କରି ସେଥିରେ ୫୦୦ରୁ ଊର୍ଦ୍ଧ୍ୱ ଗଛ ବଢ଼ାଇଛନ୍ତି ମାଧବୀ ଗୁଥିକୋଣ୍ଡା। ତାଙ୍କ ସରଳ ଓ ଦକ୍ଷ ପ୍ରଯୁକ୍ତି ସହରରେ ବଗିଚା କରୁଥିବା ଲୋକଙ୍କୁ ପ୍ରେରଣା ଯୋଗାଉଛି। ମାଧବୀ ବଗିଚାରେ ପରିବା, ଫଳ, ଫୁଲ…

ସରକାରୀ ଚାକିରି ମୋହ

ପିଲାଦିନେ ଯଦି କେହି ପଚାରେ ବଡ଼ ହୋଇ କ’ଣ ହେବୁ -କିଏ କୁହେ ଡାକ୍ତର, ପୋଲିସ ନଚେତ୍‌ ଶିକ୍ଷକ। ଆପଣମାନେ ବି ଛୋଟବେଳେ ଏହି ପ୍ରଶ୍ନର ସମ୍ମୁଖୀନ ହୋଇଥିବେ। ଏହା ମଧ୍ୟ ଭଲ କଥା କି ଗୋଟିଏ ଲକ୍ଷ୍ୟ ନେଇ ଆଗକୁ…

ଡାକସେବାର ସ୍ମୃତି

ଚିଠି ନିଅ ଚିଠି। ଗାଁ ଦାଣ୍ଡରେ ଡାକବାଲାର ଏ ଉଚ୍ଚାଟ ସ୍ବରକୁ କାନଡେରି ଚାହିଁ ରହିଥା’ନ୍ତି ବୃଦ୍ଧ ମାତାପିତା, ବୋହୂ ଭୁଆସୁଣୀ ଓ ଆବାଳବୃଦ୍ଧବନିତା। ସଭିଙ୍କର ଉତ୍କଣ୍ଠାର ଉତ୍ସ ଥିଲେ ଡାକବାଲା, ଯେ ହେଉଛନ୍ତି ଫକୀର ମୋହନଙ୍କ ଭାଷାରେ ‘ଡାକମୁନ୍‌ସୀ’। ଖାକି…

ଦେବଦେବୀଙ୍କ କଳି

ମନ୍ଦିରରେ ବିରାଜିତ ଦେବଦେବୀଙ୍କ ମଧ୍ୟରେ ଝଗଡ଼ା ହେଉଛି ହିନ୍ଦୁ ମନ୍ଦିର ପରମ୍ପରାର ଏକ ସ୍ବତନ୍ତ୍ର ବୈଶିଷ୍ଟ୍ୟ । ଏଗୁଡ଼ିକ ଏକ ଘରୋଇ କଳିଝଗଡ଼ାର ରୂପ ନେଇଛି। ଯଦିଓ କାହାଣୀ ଏବଂ ରୀତିନୀତି ଏହିସବୁ ଝଗଡ଼ାକୁ ବର୍ଣ୍ଣନା କରେ ତଥାପି ଭକ୍ତମାନେ ଦେବତା…

ବଜେଟ ଅଧିବେଶନ ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୩ା୨(ସତ୍ୟଜିତ୍‌ ରାଉତ): ବିଧାନସଭାରେ ଗୁରୁବାରଠାରୁ ଚଳିତବର୍ଷର ବଜେଟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିଛି। ବୁଧବାର ଅପରାହ୍ନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ…

ରାଜଧାନୀରେ ପୁଣି ମାତିଲେ ଲୁଟେରା, ଝରକା ତାଡି ନେଇଗଲେ ଅଳଙ୍କାର

ଭୁବନେଶ୍ୱର,୧୩।୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଗାୟତ୍ରୀ ବିହାର ପ୍ଲଟ୍‌ ନଂ.୬୯୮/୩୯୫୫ସ୍ଥିତ ଘରୁ ଦୁର୍ବୃତ୍ତମାନେ ଅଳଙ୍କାର ଚୋରିକରି ନେଇଛନ୍ତି। ଏନେଇ ଘର ମାଲିକ ରଘୁନାଥ ମଙ୍ଗଳବାର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ.୩୫/୨୦୨୫) ରୁଜୁ କରି…

କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଦମନ କରିବ ପୋଶ ଆଇନ

ଭୁବନେଶ୍ୱର,୧୩ା୨(ସୂର୍ଯ୍ୟକାନ୍ତ ବେହେରା): ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି। ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି। ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟକ୍ଷେତ୍ର…

ସିଏମ୍‌ସି କାଉନ୍‌ସିଲ ବୈଠକ: ୧୨୦୦ କୋଟିର ଚିଠା ବଜେଟ ଉପସ୍ଥାପିତ

କଟକ,୧୩ା୨(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ (ସିଏମ୍‌ସି)ର ୨୮ତମ କାଉନସିଲ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୧୨୦୦ କୋଟି ଟଙ୍କାର ଚିଠା ବଜେଟ ଉପସ୍ଥାପନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ସିଏମ୍‌ସି ବିଭିନ୍ନ କ୍ଷେତ୍ରରୁ ୧୨୧୬ କୋଟି ଟଙ୍କା ଆୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri