ବସିଥିଲେ ଦର୍ଶକ, ଷ୍ଟେଜ ଉପରେ ଡ୍ରେସ ଖୋଲିଦେଲେ ନିଶା ମହାରଣା, ଆଉ ପୋଲିସ ସାଜିଲା..
ପାଟଣା,୯।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ତେଣ୍ଡରା ଗ୍ରାମର ହାଟ ପଡ଼ିଆରେ ମା’ ବିଶେଇପାଟ ଯାତ୍ରା କମିଟି ଆନୁକୁଲ୍ୟରେ ଚାଲିଥିବା ଦୁର୍ଗାଶ୍ରୀ ଅପେରାରେ ଆଇଟମ ଗର୍ଲ ନିଶା ମହାରଣା ସବୁ ସୀମା ଅତିକ୍ରମ କରିଛନ୍ତି। ଷ୍ଟେଜ ଉପରେ ସେ ଛାତିରୁ…
ପାକିସ୍ତାନରେ ପ୍ରତିଦିନ ୧୨ ଶିଶୁ ହେଉଛନ୍ତି ଯୌନ ହିଂସାର ଶିକାର, ୫ ବର୍ଷରେ ୨୨ ହଜାର ମାମଲା
ଇସଲାମାବାଦ,୯।୯: ପାକିସ୍ତାନରେ ଶିଶୁମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଯୌନ ହିଂସା ମାମଲା ଉପରେ ପ୍ରମୁଖ ସଂଖ୍ୟାଲଘୁ ଅଧିକାର ଗୋଷ୍ଠୀଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛି। ଭଏସ ଅଫ ପାକିସ୍ତାନ ମାଇନୋରିଟି…
ଶେଷରେ ଗାଦି ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ ଓଲି: ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ପଡ଼ିଲା ମହଙ୍ଗା
କାଠମାଣ୍ଡୁ,୯ା୯: ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ ଅପପ୍ରଚାର, ଡେଟା ପ୍ରିଭେସି, ଅନ୍ଲାଇନ୍ ସେଫ୍ଟି ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରମାନେ କଟକଣା ଲଗାଉଥିବାବେଳେ ନେପାଳ ମଧ୍ୟ ଅନୁରୂପ ପନ୍ଥା…
ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ
ନୂଆଦିଲ୍ଲୀ,୯।୯: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର…
ଟ୍ରମ୍ପଙ୍କୁ ‘ନାକେଦମ’ କରିବା ପାଇଁ ଭାରତକୁ ସିକ୍ରେଟ୍ ଫର୍ମୁଲା ଦେଲା ଚାଇନା
ଓ୍ବାଶିଂଟନ୍,୯।୯: ଆମେରିକା ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶ ବିରୋଧରେ ଏକପାଖିଆ ଟାରିଫ୍ ଘୋଷଣା କରିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଉଛି। ତାଙ୍କ ପଦକ୍ଷେପ ପରେ, ଗୋଟିଏ ପଟେ ଆମେରିକୀୟ କୋର୍ଟ ଏହାକୁ ବେଆଇନ ଘୋଷଣା କରିଛନ୍ତି,…
କିଏ ସେହି Sara Czarnuch ଯାହାଙ୍କ ପ୍ରେମରେ କ୍ଲିନ ବୋଲ୍ଡ ହେଲେ ଏହି ଅଲରାଉଣ୍ଡର
କାନବେରା,୯।୯: ଅଷ୍ଟ୍ରେଲିୟ କ୍ରିକେଟର ମାର୍କସ ଷ୍ଟୋଇନିସ ତାଙ୍କ ପ୍ରେମିକା ସାରା କାରନୁଚଙ୍କ ସହ ନିର୍ବନ୍ଧ କରିଛନ୍ତି। ସେ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଷ୍ଟୋଇନିସ ତାଙ୍କ ପ୍ରେମିକାଙ୍କୁ ଫିଲ୍ମୀ ଶୈଳୀରେ ପ୍ରପୋଜ କରିଥିଲେ। ସାରା ଇନଷ୍ଟାଗ୍ରାମରେ ଫଟୋ ଶେୟାର…
ହାସିନାଙ୍କ ପଥ ଅନୁସରଣ କରିବେ କି ନେପାଳ ପ୍ରଧାନମନ୍ତ୍ରୀ? Gen-Zର ହିଂସାତ୍ମକ ପ୍ରଦର୍ଶନ ପରେ ଦେଶ ଛାଡି ପଳାଇବାକୁ ପ୍ରସ୍ତୁତ ହେଲେଣି ଓଲି!
କାଠମାଣ୍ଡୁ,୯।୯: ଶାସକ ନେପାଳୀ କଂଗ୍ରେସର ନଅ ଜଣ ମନ୍ତ୍ରୀଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ଦଳ ୟୁଏମଏଲର ମନ୍ତ୍ରୀମାନଙ୍କୁ କୌଣସି ପରିସ୍ଥିତିରେ ଇସ୍ତଫା ନଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ର ଅନୁଯାୟୀ, ଓଲି କହିଛନ୍ତି ଯେ…
କୁକୁଡ଼ା ମୃତ୍ୟୁକୁ ନେଇ ନେଇ ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ: ଶେଷରେ ଘଟିଲା…
ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମଲ୍ଲିପୋଷି ଗ୍ରାମରେ କୁକୁଡା ମୃତ୍ୟୁକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହି ରକ୍ତାକ୍ତ ସଂଘର୍ଷରେ ୩ ଜଣ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।…
ସଡ଼କ ଦୁର୍ଘଟଣାର ଶିକାର ହେଲେ କାଜଲ ଅଗ୍ରଓ୍ବାଲ? ଏମିତି ଖବର ଶୁଣି ଟେନସନ ହେଲେ ଅଭିନେତ୍ରୀ
ମୁମ୍ବାଇ,୯।୯: ଦକ୍ଷିଣ ଏବଂ ବଲିଉଡରେ ନିଜର ଅଭିନୟ ଦକ୍ଷତା ଦେଖାଇଥିବା କାଜଲ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି କି? ଏହି ରିପୋର୍ଟଗୁଡ଼ିକ ସୋସିଆଲ ମିଡିଆରେ ଆସିଥିଲା, ଯାହା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା। କିଛି ଅସମ୍ପୂର୍ଣ୍ଣ ରିପୋର୍ଟରେ ଦାବି କରାଯାଇଥିଲା…
ଅଞ୍ଚଳର ବିକାଶ ପାଇଁ ୩ ବ୍ଲକକୁ NAC ଘୋଷଣା ଦାବି
ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ):କନ୍ଧମାଳ ଜିଲାର ପ୍ରମୁଖ ସହର ତଥା ବ୍ଲକ ହେଡକ୍ୱାଟର ଦାରିଙ୍ଗବାଡି ସମେତ ରାଇକିଆ ଓ ଟିକାବାଲିକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ଜି. ଉଦୟଗିରି ବ୍ଲକ ଗଟାମାହା ଗ୍ରାମର ଯୁବକ ରାଜେଶ ବଗର୍ତ୍ତୀ…
କ୍ୱାର୍ଟର୍ସରେ ପଶିଲା ୨୦ ଫୁଟ ଲମ୍ବର ଅଜଗର: କବାଟ ବନ୍ଦ କରିବାରୁ ଘଟିଲା…
ଖଲ୍ଲିକୋଟ,୯।୯(ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ୱାର୍ଟରରେ ବିରାଟ ଅଜଗର ସାପ। ବନ ବିଭାଗ କର୍ମଚାରୀ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି। ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ୱାର୍ଟର ଭିତରେ ଥିବାବେଳେ ସୋମବାର ରାତିରେ ଏକ…
ନିର୍ବାଚନ ପୂର୍ବରୁ ରାଗିଗଲେ ଉପରାଷ୍ଟ୍ରପତି ପ୍ରାର୍ଥୀ: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୯।୯: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଗଣମାଧ୍ୟମ ସମ୍ମୁଖରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଦଳ ଏବଂ ମେଣ୍ଟ ଏହି ନିର୍ବାଚନରେ ବିଜୟୀ ହେବ ବୋଲି ସେ ନିଶ୍ଚିତ।…
Archives


