Home

ଅହିଂସା ପୂଜାରୀଙ୍କ ସମ୍ପର୍କରେ ଅନେକ କଥା…

ଜାତିର ପିତା ମହାମତ୍ା ଗାନ୍ଧୀ ଭାରତର ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ନେତା ଥିଲେ ଓ ଅହିଂସା ମାର୍ଗରେ ଆନ୍ଦୋଳନ କରି ଦେଶକୁ ସ୍ବାଧୀନତା ଦେବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏଥର ଅହିଂସା ପୂଜାରୀଙ୍କ୧୫୦ ତମ ଜୟନ୍ତୀ ପାଳନ କରାଯାଉଛି। ଏହି…

ପ୍ରେଗ୍ନେଣ୍ଟ ଅଛି ବୋଲି କହି ଟ୍ରୋଲ୍‌ ହେଲେ ରାକ୍ଷୀ

ନୂଆଦିଲ୍ଲୀ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସୋସିଆଲ୍‌ ମିଡିଆରେ କିଛି ନା କିଛି କୌତୁକ କରି ସବୁବେଳେ ସମାଲୋଚିତ ହୁଅନ୍ତି। ଦର୍ଶକ କୁହନ୍ତି ମୋଷ୍ଟ୍‌ କଣ୍ଟ୍ରୋଭର୍ସିଆଲ୍‌ ପର୍ସନ୍‌ ହେବାକୁ ରାକ୍ଷୀ କିଛି ବି କରିପାରନ୍ତି। ତେଣୁ ସୋସିଆଲ ମିଡିଆରେ ଲଗାତର…

ଆଜି ତୀରକମାଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର, ୨।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥତ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମଙ୍ଗଳା ଓ ଦୁର୍ଗା ଏକ ଓ ଅଭିନ୍ନ ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣିତ କରାଯାଇଥିବାରୁ ମା’ମଙ୍ଗଳାଙ୍କ ମନ୍ଦିରରେ…

‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌

ନୂଆଦିଲ୍ଲୀ: ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ। ସଲମାନଙ୍କ ମୋଷ୍ଟ ଅଓ୍ବେଟେଡ୍‌ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌ ହୋଇଛି। ନିଜେ ଚୁଲବୁଲ୍‌ ପାଣ୍ଡେ ଫିଲ୍ମର ପ୍ରମୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଗୋଟିଏ…

କଂଗ୍ରେସ ପଦଯାତ୍ରାରେ ଭକ୍ତ ଦାସଙ୍କ ଘୋଷଣା: ଆଉ ନିର୍ବାଚନ ଲଢ଼ିବିନି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସ ନେତା ଭକ୍ତ ଦାସ। ବୁଧବାର କଂଗ୍ରେସର ପଦଯାତ୍ରା ଅବସରରେ ସେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ଆଉ ଲୋକସଭା ନିର୍ବାଚନ ଲଢ଼ିବି ନାହିଁ। ୩ ଥର ଏମ୍‌ପି ହୋଇଥିବା ବେଳେ…

ଫିଲ୍ମ ଦେଖିବାକୁ ଆଦୌ ପସନ୍ଦ କରୁ ନ ଥିଲେ ବାପୁ, ଜୀବନରେ ଦେଖିଥିଲେ ମାତ୍ର ଏହି ୨ଟି ଫିଲ୍ମ

ସାରା ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ କରୁଛି। ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାପୁଙ୍କ ସ୍ମୃତି ଗାନ କରାଯାଉଛି। କିନ୍ତୁ ଜାଣିଛନ୍ତି କି ଗାନ୍ଧୀ ସିନେମା ଦେଖିବାକୁ ପସନ୍ଦ କରୁ ନ…

ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ବିରାଟ ହିମଖଣ୍ଡ

ଓ୍ବାଶିଂଟନ,୨।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼ ବୋଲି କୁହାଯାଉଛି। ଏହାକୁ ଡି-୨୮ ଭାବେ ନାମିତ କରାଯାଇଛି। ଏହି ହିମଖଣ୍ଡର କ୍ଷେତ୍ରଫଳ ୧୬୩୬…

୬୦ବର୍ଷୀୟା ବୃଦ୍ଧା ୧ ମିନିଟରେ ୬ଟି ଇଡ୍‌ଲୀ ଖାଇ ଜିତିଲେ ପ୍ରତିଯୋଗିତା

ବେଙ୍ଗାଲୁରୁ,୨।୧୦:କର୍ନାଟକ ହୁଲହଲ୍ଲୀରେ ଜଣେ ୬୦ ବର୍ଷୀୟ ବୃଦ୍ଧା ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲୀ ଖାଇ ଏକ ଖାଦ୍ୟ ପ୍ରତିଯୋଗିତା ଜିତିଛନ୍ତି। ମହୀଶୂରରେ ଦଶହରା ଉପଲକ୍ଷେ ଏକ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଖାସ୍‌ ଭାବେ ବୃଦ୍ଧା ମହିଳାଙ୍କ ପାଇଁ ଏହା ରଖାଯାଇଥିଲା।…

ବଦଳି ଯାଇଛି ବାପୁଙ୍କ ଭାରତ; ଚାରିଆଡ଼େ ବ୍ୟାପିଛି ହିଂସା-ଅସହିଷ୍ଣୁତା: କପିଲ ସିବଲ୍‌

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ସଦସ୍ୟ କପିଲ୍‌ ସିବଲ୍‌ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆଜି ବାପୁଙ୍କ ଭାରତ ଚିତ୍ର ବଦଳି ଯାଇଛି। ପୂର୍ବରୁ ବାପୁଙ୍କ ନିର୍ଦ୍ଦେଶିତ ସତ୍ୟ,ଅହିଂସା, ସହିଷ୍ଣୁତା ଏବଂ ବିବିଧତା ଆଦି ୪ଟି…

ଡଷ୍ଟବିନ୍‌ରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଅବସ୍ଥା ଗୁରୁତର

ଯାଜପୁର ଟାଉନ,୨।୧୦ (ଡି.ଏନ୍‌.ଏ.): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଯାଜପୁର ଜିଲା ରସଲପୁର ବ୍ଲକ ଅଧୀନ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ରରୁ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସଫେଇ କର୍ମଚାରୀ ଅଳିଆ ସଫା କରୁଥିବା ବେଳେ…

ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ: ପ୍ଲାଷ୍ଟିକ ବର୍ଜନ ଉପରେ କହିଲେ ଅଧ୍ୟାପିକା

ଜି. ଉଦୟଗିରି, ୨।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରିସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟଠାରେ ବୁଧବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସର ନେଇଥିବା…

ପୋଷା କୁକୁରକୁ ବାହାରେ ନ ବୁଲାଇଲେ ଏଠାରେ ଦେବାକୁ ପଡ଼େ ଜରିମାନା

ଆଜିକାଲି ସମୟରେ ଅଧିକାଂଶ ଲୋକ ଘରେ କୁକୁର ପାଳିବାକୁ ପସନ୍ଦ କରୁଛନ୍ତି। କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ ବାହାରକୁ ବୁଲାଇ ନେବା, ବ୍ରଶ କରାଇବା, ଖାଇବାକୁ ଦେବା, ଗାଧୋଇ ଦେବା ଆଦି କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri