‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍ଙ୍କ ଏଣ୍ଟ୍ରି
ଦୀର୍ଘଦିନ ଧରି ଶାହାରୁଖ ଖାଁଙ୍କୁ ଫ୍ୟାନ୍ମାନେ ସିଲ୍ଭର ସ୍କ୍ରିନ୍ରେ ଦେଖିନାହାନ୍ତି। ସେ ଶେଷଥର ପାଇଁ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହା ପରେ ଶାହାରୁଖ୍ ନିର୍ଦ୍ଦେଶକ ଏଟ୍ଲିଙ୍କ ସହିତ ଫିଲ୍ମ ‘ସନ୍କୀ’ରେ ନଜର ଆସିପାରନ୍ତି ବୋଲି ଖବର…
ଭାରତୀୟ କ୍ରିକେଟ ଦଳର ସଙ୍କଟମୋଚକ ଥିଲେ ଏହି ବ୍ୟାଟ୍ସମ୍ୟାନ୍
ଭାରତୀୟ କ୍ରିକେଟ ଦଳର ଭେରି ଭେରି ସ୍ପେଶାଲ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ମସିହା ନଭେମ୍ବର ୧ ତାରିଖରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୂରା ନାମ ହେଉଛି ଭାଙ୍ଗିପୁରପୁ ଭେଙ୍କଟ ସାଇ…
ଝାଡଖଣ୍ଡ ବିଧାନସଭା ପାଇଁ ଆଜି ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ,୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି ତାରିଖ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜ୍ୟରେ ନିର୍ବାଚନ ଆଚାର ସଂହିତା ଲାଗୁ…
ଏଏପି ବିଧାୟକ ଗିରଫ
ନୂଆଦିଲ୍ଲୀ,୧।୧୧: ଆମ୍ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଗୁରୁବାର ବିଧାୟକ ହାଜର ହୋଇ ନ ଥିବାରୁ ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରଓ୍ବାନା ଜାରି…
ଏଥର ସଚିବ ନୁହନ୍ତି, ଭଦ୍ରକ ଜିଲା ଚିକିତ୍ସାଳୟକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତ
ଭଦ୍ରକ ଅଫିସ,୧।୧୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଶୁକ୍ରବାର ଭଦ୍ରକ ଜିଲା ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ତାଙ୍କ ସହ ଏମ୍ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମାଲିକ, ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ପହଞ୍ଚି ବିଭିନ୍ନ ଓ୍ବାର୍ଡ…
ମହାରାଷ୍ଟ୍ରରେ ସରକାର ଗଢିବାକୁ ଚାହିଁଲାଣି ଏନ୍ସିପି
ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୨୪ରୁ ପ୍ରକାଶିତ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନ କରାଯାଇ ପାରି ନାହିଁ। କାରଣ ଭାଜପା ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ଏପର୍ଯ୍ୟନ୍ତ…
କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀରର ପ୍ରଥମ ଶୁକ୍ରବାର: ଜାମିଆ ମସ୍ଜିଦ୍ରେ ନମାଜ୍ ଉପରେ ଲାଗିଲା କଟକଣା
ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର ପାଇଁ ଶୁକ୍ରବାର ଥିଲା ଏକ ନୂଆ ସକାଳ। କାରଣ ଏହା ରାଜ୍ୟ ନୁହେଁ ବରଂ କେନ୍ଦ୍ରଶାସିତ ପ୍ରଦେଶ ଭାବେ ଆରମ୍ଭ କରିଛି ଇତିହାସ। ଅକ୍ଟୋବର ୩୧ରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ନଭେମ୍ବର ୧ର ପ୍ରଥମ ଶୁକ୍ରବାର…
ଦୁଇ ଚକିଆ ଯାନରେ ଯାଉଥିବା ୪ ବର୍ଷର ପିଲା ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ
ଲକ୍ଷ୍ନୌ,୧।୧୧: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଶୁକ୍ରବାରଠାରୁ ଉତ୍ତର ପ୍ରଦେଶରେ ଏହାକୁ ଆହୁରି କଡାକଡି କରାଯାଇଛି। ସେଠାରେ ଏବେ ୨ ଚକିଆ ଯାନରେ ଯାଇଥିବା ଲୋକେ ନିଜେ ହେଲମେଟ୍ ପିନ୍ଧିବା ସହ ତାଙ୍କ ପଛରେ ବସିଥିବା ବ୍ୟକ୍ତି ବି ହେଲମେଟ୍…
ଅଲିଭ ରିଡ୍ଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀମୁହାଁଣରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛଧରା ବନ୍ଦ
କାକଟପୁର,୧।୧୧(ଡି.ଏନ୍.ଏ.): ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ଶୁକ୍ରବାରଠାରୁ ଅସ୍ତରଙ୍ଗ ଦେବୀମୁହାଁଣଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ନଭେମ୍ବର ୧ରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ ଏହି ନିଷିଧାଦେଶ…
ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ କରିଥିଲେ ଆତ୍ମହତ୍ୟା
ଆମେରିକା : ବେଳେବେଳେ ଏମିତି ଖବର ଶୁଣିବାକୁ ମିଳିଥାଏ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତଥାପି ସତ। ଏମିତି ଏକ ଘଟଣା ୧୯୭୮ ମସିହାରେ…
ମାଛ ଚୋରି କରିବାକୁ ଆସି ଶିକ୍ଷକଙ୍କୁ ହତ୍ୟା: ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଆରମ୍ଭ
ଦେବଗଡ଼,୧।୧୧(ଡି.ଏନ୍.ଏ.): ଦେବଗଡ଼ ଜିଲା କଂସର ଫାଣ୍ଡି ଅନ୍ତର୍ଗତ ପାଳୁଣୀପଡ଼ା ଗ୍ରାମରେ ଗୁରୁବାର ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଆଶୁତୋଷ ପଟେଲ। ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ଘରଠାରୁ ଅଳ୍ପ ଦୂରରେ ଥିବା ନିଜ ପୋଖରୀରେ…
୬ରେ ଓଡ଼ିଶା ଆସିବେ ଆନ୍ନା ହଜାରେ
ଭୁବନେଶ୍ୱର,୧।୧୧(ବ୍ୟୁରୋ): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଂଗଠନର ଏହା ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ। ତେବେ…
Archives


