ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦେଖିଲେ ଭକ୍ତ
ପୁରୀ ଅଫିସ, ୯ା୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅବକାଶ ନୀତି ଶେଷ…
ଅମିତାଭଙ୍କ ରେକର୍ଡ ଭାଙ୍ଗିଲେ ଆୟୁଷ୍ମାନ୍
ରାଜେଶ ଖାନ୍ନାଙ୍କ ପରେ ଲଗାତାର ୭ଟି ହିଟ୍ ଫିଲ୍ମ ଦେଇ ଆୟୁଷ୍ମାନ୍ ଖୁରାନା ହିନ୍ଦୀ ସିନେମା ଜଗତରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଏହା ସହିତ ଆୟୁଷ୍ମାନ୍ ଅମିତାଭ୍ ବଚ୍ଚନଙ୍କ ବ୍ୟାକ୍ ଟୁ ବ୍ୟାକ୍ ୬ଟି ହିଟ୍ ଫିଲ୍ମର ରେକର୍ଡ…
ବୁଲ୍ବୁଲ୍ ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କଲା ବିଜୁ ଯୁବ ବାହିନୀ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ‘ବୁଲ୍ବୁଲ୍’ ଓଡ଼ିଶା ଉପକୂଳ ଦେଇ ଗତି କରୁଅଛି। ଏହାର ପ୍ରଭାବରେ ଉତ୍ତର ତଥା ଉପକୂଳ ଓଡ଼ିଶା କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନ ହୋଇଛି। ଏହା ଦ୍ୱାରା ରାସ୍ତାରେ ଗଛ ପଡିବା ଭଳି ସମସ୍ୟା ସୃଷ୍ଟି ହୋଇଛି।…
ରବି କାନ୍ତ ସ୍ବତନ୍ତ୍ର ଆବାସିକ କମିଶନର ନିଯୁକ୍ତ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ୧୯୯୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ରବି କାନ୍ତଙ୍କୁ ରାଜ୍ୟ ସରକାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନର ସ୍ବତନ୍ତ୍ର ଆବାସିକ କମିଶନର ଭାବେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ପକ୍ଷରୁ ଶନିବାର ଏନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏନେଇ…
ବୁଲ୍ବୁଲ୍ ପ୍ରଭାବ : ଭୁଶୁଡ଼ିଲା ମାଟିଘର, ବ୍ୟାପକ ଫସଲ ନଷ୍ଟ
ସିଂହପୁର,୯।୧୧(ଡି.ଏନ୍.ଏ.): ବୁଲ୍ବୁଲ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ମାଟିଘର ଭୁଶୁଡ଼ିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି। ୨୪ ଘଣ୍ଟା ଧରି ଅଞ୍ଚଳ ଅନ୍ଧାରରେ ରହିଛି। ଲୋକେ ୬ ମାସ ତଳେ ବାତ୍ୟା…
ଗୋଟିଏ ପରେ ଗୋଟିଏ କଥାରେ ଟ୍ରୋଲ ହେଉଛନ୍ତି ରାନୁ ମଣ୍ଡଳ
ଦିନେ ଷ୍ଟେଶନରେ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। କାରଣ ତାଙ୍କର କଥାବାର୍ତ୍ତା ଓ ବ୍ୟବହାରରେ ଏପରି ପରିବର୍ତ୍ତନ ହୋଇଛି, ଯାହା କଳ୍ପନା ବାହାରେ। ଯେଉଁମାନେ ତାଙ୍କର ପ୍ରଶଂସକ…
ଖାଇବା ପରେ ମହିଳାଙ୍କ ମୁହଁ ହେଉଥିଲା ଶୁଷ୍କ: ପରୀକ୍ଷା ପରେ ବାହାରିଲା ୫୩ ପଥର
ବେଳେବେଳେ ଡାକ୍ତରଙ୍କ ନିକଟକୁ ଏମିତି କିଛି ଅଜବ ରୋଗୀ ଆସିଥାନ୍ତି, ଯାହାଙ୍କ ରୋଗ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ ଥାଆନ୍ତିି। ଏମିତି କିଛି ଦେଖିବାକୁ ମିଳିଛି ଇରାକରେ। ୬୬ ବର୍ଷୀୟା ଜନୈକା ମହିଳାଙ୍କ ରୋଗ ଡାକ୍ତରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା।…
ଚର୍ଚ୍ଚାରେ ଫିଲ୍ମ ‘ବାଲା’ର ଶିଶୁ କଳାକାର ସଚିନ
ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ‘ବାଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଏହାର କାହାଣୀ ମୁଣ୍ଡରେ କେଶ ନ ଥିବା ଜଣେ ବ୍ୟକ୍ତି ଉପରେ ଆଧାରିତ। ପୁଣି ମୁଣ୍ଡରେ କେଶ ଉଠିବା ପାଇଁ କ’ଣ ସବୁ କରାଯାଉଛି…
‘ପାଣିପାଗ ବିଭାଗ’ ନାମରେ ଖ୍ୟାତ ଏହି ବ୍ୟକ୍ତି: ଗରମଦିନେ ଲାଗେ ଶୀତ, ଶୀତଦିନେ ଗରମ
ଗ୍ରୀଷ୍ମଦିନେ ଗରମ ଲାଗିବା ଏବଂ ଶୀତଦିନେ ଶୀତ ଲାଗିବା ସ୍ବାଭାବିକ ପ୍ରକ୍ରିୟା। ଯଦି ଏହାର ଓଲଟା କଥା ଅର୍ଥାତ୍ ଗ୍ରୀଷ୍ମଦିନେ ଶୀତ ଏବଂ ଶୀତଦିନେ ଗରମ ଲାଗିବା କଥା କୁହାଯାଏ, ତେବେ ଏହା ସମ୍ଭବନୁହେଁ ବୋଲି କହିପାରନ୍ତି। ହେଲେ ଜାନୁୟାରୀ ମାସ…
କ୍ୟାମେରା ଦେଖି ପୋଜ୍ ଦେଉଛି ଏହି ଛେଳି, ଲୋକେ କୋରିଆ ପପ୍ଷ୍ଟାରଙ୍କ ସହ କରୁଛନ୍ତି ତୁଳନା
ଆଜିକାଲିର ସମୟରେ କ୍ୟାମେରା ଦେଖିଲେ ଯେ କେହିବି ଭଲ ପୋଜ୍ ଦେବାକୁ ଚାହିଁଥାଏ। ହେଲେ ମାଲେସିଆର ପେରାକ ରାଜ୍ୟର ଏକ ଫାର୍ମରେ ଥିବା ସନେନ ପ୍ରଜାତିର ଏକ ଛେଳି ଫଟୋକୁ ନେଇ ଚର୍ଚ୍ଚାରେ। ୧୧ ମାସର ଏହି ଛେଳିଟିକୁ କୋରିଆ ପପ୍ଷ୍ଟାରଙ୍କ…
ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ ପ୍ରତାପ ଜେନା
ଭୁବନେଶ୍ୱର, ୯।୧୧(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷର ଫେମ୍ ଇଣ୍ଡିଆ ପକ୍ଷରୁ ଶନିବାର ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି। ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର…
ସ୍କୁଲ ପାଇଖାନା ଛାୟାସ୍ଲାବ୍ ଭାଙ୍ଗିଲା: ଜଣେ ଛାତ୍ର ମୃତ, ଜଣେ ଗୁରୁତର
ବଲାଙ୍ଗୀର ଅଫିସ,୯।୧୧: ସ୍ଥାନୀୟ ଟିକ୍ରାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ଏକ ପାଇଖାନାର ଛାୟାସ୍ଲାବ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ମାଲପଡ଼ା ଅଞ୍ଚଳର ଅତିଶ ଖରସେଲ(୧୩)। ସେହିଭଳି…
Archives


