ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଖୁବ୍ଶୀଘ୍ର ଫାଷ୍ଟ ଟ୍ରାକ୍ରେ ହେବ ଶୁଣାଣି
ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ଶୁଣାଣି ଖୁବ୍ଶୀଘ୍ର କରାଯିବ। ମହବୁବନଗର ଜିଲାରେ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯାଇ ଏହି ମାମଲାର ଶୁଣାଣି କରାଯିବ ବୋଲି ବୁଧବାର ତେଲେଙ୍ଗାନା…
ପାଣିରେ ଚାଲିବ ଗାଡି: ମାଇଲେଜ୍ ଦେବ ୩୦ କି.ମି.
ହାଇଦ୍ରାବାଦ,୪।୧୨: ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ଗ୍ଲୋବାଲ ଓ୍ବାର୍ମିଂ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଦ୍ରାବାଦର ମେକାନିକାଲ ଇଞ୍ଜିନିୟର ସୁନ୍ଦର ରମୈୟା ଏକ ବିକଳ୍ପ ବାହାର କରିଛନ୍ତି। ଯାହାକି ଦେଶର ଅନେକ…
୩ ମହଲା ଉପରୁ ଖସିପଡିଲେ ୨ବର୍ଷର ଶିଶୁ: ଭିଡିଓ ଭାଇରାଲ
ଡାମନ,୪।୧୨: ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଉକ୍ତିଟି ସଫଳ ରୂପାୟନ ହୋଇଥିବା ଦେଖିବାକୁ ମିଳିଛି କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଡିଉରେ। ୩ ମହଲା କୋଠା ଉପରୁ ୨ ବର୍ଷର ଶିଶୁ ଖସି ପଡୁଥିବା ବେଳେ ତାଙ୍କୁ ଉଦ୍ଧାର…
କମେଣ୍ଟ ମାରି ବିଚ୍ ରାସ୍ତାରେ ଯୁବତୀଙ୍କଠାରୁ ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ
ଜୟପୁର,୪।୧୨(ଡି.ଏନ୍.ଏ.): ବିଚ୍ ରାସ୍ତାରେ କମେଣ୍ଟ ମାରୁଥିବା ରୋଡ୍ ରୋମିଓଙ୍କୁ ଚାପୁଡ଼ା ମାରିଲେ ଯୁବତୀ। କୋରାପୁଟ ଜିଲା ଜୟପୁର ଜୟନଗରସ୍ଥିତ ଶିଶୁ ପାର୍କ ନିକଟରେ ଘଟିଥିବା ଏପରି କିଛି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ପାର୍କ…
ଅନୁଗୋଳ ଆଲୁମିନିୟମ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ଦାବି: ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୪।୧୨(ବ୍ୟୁରୋ): ଅନୁଗୋଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ଲାଗି ବୁଧବାର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ…
ହରିୟାଣା ଉପ ମୁଖ୍ୟମନ୍ତ୍ରୀଙ୍କ କକାଙ୍କ ଫାର୍ମ ହାଉସ୍ରେ ଇଡିର ଚଢ଼ାଉ
ଚଣ୍ଡିଗଡ,୪।୧୨: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କକା ତଥା ଇଣ୍ଡିଆନ ନ୍ୟାସନାଲ ଲୋକଦଳ(ଆଇଏନ୍ଏଲ୍ଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମ ହାଉସ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ। ବୁଧବାର ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ସିର୍ସାସ୍ଥିତ ତାଙ୍କ ତେଜାଖେଡା ଫାର୍ମ ହାଉସ୍ରେ…
ନାଗରିକତା ସଂଶୋଧନ ବିଲ୍: ମୋଦିଙ୍କୁ ସମର୍ଥନ କଲା ଶିବସେନା
ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍ (ସିଏବି)କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ୍କୁ କଂଗ୍ରେସ ସମେତ କିଛି ଦଳ ବିରୋଧ କରୁଥିବା ଜଣାପଡ଼ିଛି। କିନ୍ତୁ କଂଗ୍ରେସ ସହ ମହାରାଷ୍ଟ୍ରରେ ସରକାର ଗଢ଼ିଥିବା ଶିବସେନା ଏହାକୁ ସମର୍ଥନ କରିଛି।…
ଅଜିତ ଅଗରକରଙ୍କ ଏହି ରେକର୍ଡ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ବୋଲର ଭାଙ୍ଗିପାରିନାହାନ୍ତି
ଭାରତୀୟ ଦଳର ପୂର୍ବତନ ବୋଲର୍ ଅଜିତ ଅଗରକର ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ମସିହା ଡିସେମ୍ବର ୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅଜିତ ଅଗରକର କ୍ରିକେଟରେ ଏଭଳି ଏକ ରେକର୍ଡ ହାସ କରିଥିଲେ ଯାହା କୌଣସି ଭାରତୀୟ…
ଏସବୁ ଯୋଗୁ ଛୋଟ ପିଲାଙ୍କଠାରେ ଦେଖାଦେଇଥାଏ ଡାଇବେଟିସ୍…
ନୂଆଦିଲ୍ଲୀ: କେତେକ କାରଣରୁ ଛୋଟ ପିଲାଙ୍କଠାରେ ଡାଇବେଟିସ୍ ଆଶଙ୍କା ଦେଖାଦେଇଥାଏ। ତେବେ ସଚେତନ ହୋଇ ସେସବୁଠାରୁ ଦୂରେଇ ରହିଲେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କିଛି ପିଲା ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇଥାନ୍ତି। ଏହା ଦ୍ୱାରା ସେମାନଙ୍କଠାରେ…
ମୁମ୍ବାଇର ବର୍ସୋବା ବିଚ୍ ସଫା କଲେ ସ୍ବିଡେନ୍ ରାଜ ଦମ୍ପତି
ମୁମ୍ବାଇ,୪।୧୨: ସ୍ବିଡେନ୍ ରାଜ ଦମ୍ପତି କାର୍ଲ ଗୁସ୍ତାଫ ଏବଂ ସିଲବିୟା ବୁଧବାର ମୁମ୍ବାଇରେ ପହଞ୍ଚିଛନ୍ତି। ସେମାନେ ବର୍ସୋବା ବିଚ୍ ଭ୍ରମଣ ସମୟରେ ସେଠାରେ ଏକ ସ୍ବଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ରାଣୀ ସିଲବିୟା ଏବଂ ରାଜା ଗୁସ୍ତାଫ ସେଠାରେ ବିଚ୍ ସଫା…
‘କେବେ ବି ନଗ୍ନ ଫଟୋ ଶୁଟ୍ କରିନି’
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଫିଲ୍ମ ନିର୍ମାତା ଇମ୍ତିୟାଜ୍ ଅଲୀଙ୍କ ସୁପର୍ହିଟ ଫିଲ୍ମ ‘ରକ୍ଷ୍ଟାର୍’ରୁ ଡେବ୍ୟୁ କରିଥିବା ଆମେରିକାନ୍ ମଡେଲ ତଥା ଅଭିନେତ୍ରୀ ନର୍ଗୀସ୍ ଫଖ୍ରି ଏବେ ଚର୍ଚ୍ଚାରେ। ଏକ ସାକ୍ଷାତ୍କାରରେ କିଛି ଚାଞ୍ଚଲ୍ୟକର ବୟାନ୍ ଦେଇଥିବାରୁ ନର୍ଗୀସ୍ଙ୍କୁ ନେଇ ଚର୍ଚ୍ଚା ଜୋର୍…
ସିଗାରେଟ୍ଠାରୁ ବି ଅଧିକ କ୍ଷତିକାରକ ଏହି ଧୂଆଁ…
ନୂଆଦିଲ୍ଲୀ: ସିଗାରେଟ୍ ଟାଣିବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେବେ ସିଗାରେଟ୍ଠାରୁ ମଧ୍ୟ ଅଧିକ କ୍ଷତି କାରକ ସାବ୍ୟସ୍ତ ହୋଇଥାଏ ମଶାଧୂପ। ମଶାଦାଉରୁ ରକ୍ଷା ପାଇବା ପାଇଁ କେତେକ ଘରେ ମଶାଧୂପ ଜଳାଇଥାନ୍ତି। ଏହା ଦ୍ୱାରା ମଶା ସାମୟିକ ଭାବେ…

