ଶୁଟିଂରେ ତୋମାରଙ୍କୁ ଅଲିମ୍ପିକ୍ କୋଟା
ଦୋହା,୧୦।୧୧(ପି.ଟି.)- ସ୍ବଳ୍ପ ବୟସ୍କ ଶୁଟର ଐଶ୍ୱାରି ପ୍ରତାପ ସିଂ ତୋମାର ଭାରତ ପାଇଁ ରେକର୍ଡ ୧୩ତମ ଅଲିମ୍ପିକ୍ କୋଟା ହାସଲ କରିଛନ୍ତି। ୧୮ ବର୍ଷୀୟ ତେମାର ରବିବାର ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍ରେ ପୁରୁଷ ୫୦ମିଟର ରାଇଫଲ ୩ ପୋଜିସନରେ…
ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଭଦ୍ରକ ଅଫିସ,୧୦।୧୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଶହୀଦନଗର ଇଟ୍ଟାପାଳ ଗଁାର ସମୀର ସେନାପତି(୨୪)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ମୃତଦେହ ଜନ୍ମମାଟିକୁ ଫେରିପାରି ନାହିଁ। ସୂଚନା ଅନୁଯାୟୀ, ସମୀର ସେଠାରେ ଏକ…
କର୍ତାରପୁର କରିଡ଼ର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ:ଜାତିସଂଘ ମହାସଚିବ
ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତାରପୁର କରିଡ଼ର ଉଦଘାଟନ କରିଛନ୍ତି। ଏହି କରିଡ଼ର ପାକିସ୍ତାନ ପଞ୍ଜାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି। ଫଳରେ ଦେଶର ଶିଖ ସମାଜର ଶ୍ରଦ୍ଧାଳୁ ଗୁରୁ ନାନକଙ୍କ ପବିତ୍ର ସ୍ଥାନ ଦରବାର ସାହିବକୁ ଦର୍ଶନ କରିବା…
‘ବୁଲ୍ବୁଲ୍’ ତାଣ୍ଡବ: ପଶ୍ଚିମବଙ୍ଗରେ ୮ ମୃତ
କୋଲକାତା,୧୦।୧୧:ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ବାତ୍ୟା ‘ବୁଲ୍ବୁଲ୍’। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିଲା। ବାତ୍ୟା ତାଣ୍ଡବରେ ଏପର୍ଯ୍ୟନ୍ତ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଏବଂ ପବନ…
କ୍ରିସ୍ର ଭଲ ସାଙ୍ଗ ରେମୁସ୍
ନୂଆଦିଲ୍ଲୀ:ବହୁ ସମୟରେ ଜୀବମାନଙ୍କର ଅଜବ ବନ୍ଧୁତ୍ୱ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଚିତା ଓ କୁକୁର। ୩ ମାସର ଚିତା ଛୁଆର ନାଁ କ୍ରିସ୍ ଓ କୁକୁରର ନାଁ ରେମୁସ୍। ଏହି ଦୁଇ ଜୀବଙ୍କର…
ମଣିଷ ମୁଣ୍ଡିଆ ମାଛ
ନୂଆଦିଲ୍ଲୀ:ମାଛର ମୁଣ୍ଡ ପୂରା ମଣିଷ ମୁଣ୍ଡ ଭଳି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଏଭଳି ମାଛକୁ ଠାବ କରାଯାଇଛି ଚାଇନାରେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। ଚାଇନାର ମିଆଓ ଗାଁରେ ଏହି ମାଛକୁ…
ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା
ହାଇଦ୍ରାବାଦ୍:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍ର ଗୁଡିମଲକାପୁର ସରକାରୀ ସ୍କୁଲ୍କୁ ଦିବ୍ୟା ନାମକ ଝିଅଟିଏ ପ୍ରତିିଦିନ ମଧ୍ୟାହ୍ନଭୋଜନ ସମୟରେ ବାସନଟିଏ ଧରି ଆସି ପହଞ୍ଚିଯାଏ। ପିଲାମାନଙ୍କ ସହ ଖାଇବା ଲକ୍ଷ୍ୟ…
ମହାରାଷ୍ଟ୍ରରେ ଏକୁଟିଆ ସରକାର ଗଢିପାରିବୁ ନାହିଁ: ଭାଜପା
ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ରାଜନୀତିରେ ପୁଣି ନୂଆମୋଡ ଆସିଛି। ମେଣ୍ଟ ହୋଇ ନିର୍ବାଚନ ଲଢିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ମତପାର୍ଥକ୍ୟ ଦେଖାଯିବାରୁ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରରେ ସରକାର ଗଠନ ନ କରିବା ପାଇଁ…
ସାଧୁ-ମହାତ୍ମା ବେଶରେ ବୁଲୁଛନ୍ତି ପାକିସ୍ତାନୀ ଏଜେଣ୍ଟ୍, ଚେତାବନୀ ଜାରି କଲା ଭାରତୀୟ ସେନା
ନୂଆଦିଲ୍ଲୀ,୧୦।୧୧: ନକଲି ବାବା ଏବଂ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ସାବଧାନ ରହିବାକୁ ଚେତାବନୀ ଜାରି କରିଛି ଭାରତୀୟ ସେନା। ପାକିସ୍ତାନ ଗୋଇନ୍ଦା ଅପରେଟର(ପିଆଇଓ)ମାନେ ସାଧୁ-ମହାତ୍ମା ବେଶରେ ବୁଲୁଛନ୍ତି, ବିଭିନ୍ନ ପ୍ରକାର ଲୋଭନୀୟ କଥା କହି ସେମାନେ ସେନା କର୍ମଚାରୀଙ୍କଠାରୁ ଗୋପନୀୟ ତଥ୍ୟ ହାସଲ…
ଭାରତ-ବାଂଲାଦେଶ ତୃତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ
ନାଗପୁର,୧୦।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦଳ ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସିରିଜ ୧-୧ରେ ବରାବର ଥିବାରୁ ଉଭୟ ଦଳ ପାଇଁ ଏହି…
ପର୍ନ ଷ୍ଟାର୍ ଥିଲେ ଏହି ବ୍ୟକ୍ତି, ଏବେ ଅନ୍ତର୍ଜାତୀୟ ମ୍ୟାଚରେ କରୁଛନ୍ତି ଅମ୍ପାୟରିଂ
ଅକଲାଣ୍ଡ,୧୦।୧୧:ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ବିଜୟ ହାସଲ କରିଥିଲା। ନଭେମ୍ବର ୫ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅମ୍ପାୟରିଂ କରୁଥିବା ଗର୍ଥ ଷ୍ଟିରଟଙ୍କୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲା।…
ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ : ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଲେ
ହିଞ୍ଜିଳିକାଟୁ,୧୦।୧୧(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦିଲୀପ କୁମାର ମହାନ୍ତି ରବିବାର ହିିଞ୍ଜିଳି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀଙ୍କୁ ବହୁ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। ପୂର୍ବାହ୍ନରେ ସଚିବ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାପୀଠ…
Archives


