୩ ମାସ ପରେ ଜମ୍ମୁ-କଶ୍ମୀରରେ ଆରମ୍ଭ ହେଲା ରେଳ ସେବା
ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରରେ ୩ ମାସ ପରେ ରେଳ ସେବା ସୋମବାରଠାରୁ ଆରମ୍ଭ ହୋଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏଠାରେ ଅଗଷ୍ଟ ୫ଠାରୁ ଉତ୍ତର କଶ୍ମୀରର ବାରମୁଳାରୁ ଦକ୍ଷିଣ କଶ୍ମୀରର ବନିହାଲ ପର୍ଯ୍ୟନ୍ତ ରେଳ ସେବାକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଥିଲା।…
ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୩ କୋର୍ଟଚାଲାଣ
ରାଇସୁଆଁ, ୧୧।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ହେସେଲଘୁଟ ସାହିରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୋଲିସ ରବିବାର ରାତିରେ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ…
ଦିଲ୍ଲୀର ପ୍ରଦୂଷଣ ପାଇଁ ବାତିଲ ହେଲା ଫିଲ୍ମ ଦୋସ୍ତାନା-୨ର ଶୁଟିଂ
ନୂଆଦିଲ୍ଲୀ,୧୧।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସାଧାରଣ ଜନତାଙ୍କ ସହ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏଥିପାଇଁ ଦିଲ୍ଲୀରେ ହେବାକୁ ଥିବା ବଲିଉଡ୍ ଫିଲ୍ମର ଶୁଟିଂକୁ ଗୋଟିଏ ପରେ ଗୋଟିଏ ବାତିଲ କରାଯାଇ ଆଗକୁ ତାରିଖ ବଢ଼ାଇ ଦିଆଯାଇଛି।…
ରିଲାକ୍ସ ଥେରାପି
ବ୍ୟାୟାମର ସୁପ୍ରଭାବ ଆମ ଶରୀର ଉପରେ କେତେକ ପଡିଥାଏ ତାହା ଅନୁଭବୀ ହିଁ ଜାଣେ। ସେଥିପାଇଁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରିଛନ୍ତି। ପ୍ରତିଦିନ ସକାଳୁ ଅଧ ଘଣ୍ଟାଏ ଚାଲିଲେ ତାହା ଶରୀରକୁ ସତେଜ ରଖିଥାଏ। ଏବେ…
ବୁଦ୍ଧିମତ୍ତା ବଢ଼ାଏ ଡିଜିଟାଲ ଡିଭାଇସ୍
ଆଜିକାଲ ଡିଜିଟାଲ ଯୁଗ। ହାତ ପାଆନ୍ତାରେ ଅନେକ ଜିନିଷ ମିଳିଯାଉଛି। ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଦ୍ୱାରା ମାନବ ସମାଜ କେତେ ଉପକୃତ ହେଉଛି ତାହା କହିବା ବାହୁଲ୍ୟ। କେବଳ ଯୁବପିଢ଼ି ନୁହନ୍ତି ଏହି ନିଶା ଛୋଟ ପିଲାଙ୍କୁ ମଧ୍ୟ ଘାରିଛି। ଛାତ୍ରୀଛାତ୍ର ପାଠ…
ଜେଏନ୍ୟୁ ଦୀକ୍ଷାନ୍ତ ସମାରୋହ: ଫି ବୃଦ୍ଧି ନେଇ ଶିକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ
ନୂଆଦିଲ୍ଲୀ,୧୧।୧୧: ଜେଏନ୍ୟୁର ଦୀକ୍ଷାନ୍ତ ସମାରୋହ ସୋମବାର ସମ୍ପନ୍ନ ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ବାହାରେ ଶିକ୍ଷାର୍ଥୀ ହଷ୍ଟେଲ୍ ଫି ବୃଦ୍ଧି ଏବଂ ଡ୍ରେସ୍ କୋଡ୍ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀକ୍ଷାନ୍ତ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏବଂ ମାନବ ସମ୍ବଳ ବିକାଶ…
‘ବେଲ୍ ବଟମ୍’ର ଫାଷ୍ଟ ଲୁକ୍ ରିଲିଜ୍: ଡିଫରେଣ୍ଟ ଲୁକ୍ରେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ ବକ୍ସ ଅଫିସ୍ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍ଫୁଲ-୪ ଏବେ ଧମାଲ୍ ମଚାଉଛି। ଅନ୍ୟ ପଟେ ଫିଲ୍ମ ସୂର୍ଯ୍ୟବଂଶୀର ଶୁଟିଂରେ ବ୍ୟସ୍ତ ଥିବା ବେଳେ…
କ୍ୟାଲ୍ସିୟମ
ଆମ ଶରୀରରେ କ୍ୟାଲସିୟମ ପରିମାଣ ସନ୍ତୁଳିତ ରହିଲେ ତାହା ଅସ୍ଥିକୁ ଦୃଢ଼ କରିଥାଏ। ତା’ ସହ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ଅତିକମ୍ରେ ୧୦୦-୧୨୦୦ ଗ୍ରାମ କ୍ୟାଲସିୟମ ଜାତୀୟ ଖାଦ୍ୟ ଖାଇବା…
ଏଟିପି ଫାଇନାଲ୍ସ: ଥିମ୍ଙ୍କଠାରୁ ହାରିଲେ ଫେଡରର
ଲଣ୍ଡନ,୧୧।୧୧(ଏଏଫ୍ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ ଅଭିଜ୍ଞ ଖେଳାଳି ରୋଜର ଫେଡରର ଅଷ୍ଟ୍ରିଆର ଡୋମିନିକ ଥିମଙ୍କଠାରୁ ୭-୫, ୭-୫ ସେଟରେ ପରାସ୍ତ…
ଅଗ୍ନିକାଣ୍ଡ: ୩ ବଖରା ଭସ୍ମୀଭୂତ
ବନ୍ତ,୧୧ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ଦେବଗଡ଼ି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁରେନ୍ଦ୍ର ଜେନା, ଗୌରାଙ୍ଗ ଜେନା ଓ ବିନୁ ଜେନାଙ୍କ ଗୋଟିଏ ଲେଖାଏ ୩ ବଖରା ଜଳିଯାଇଛି । ଘରେ ଥିବା ନଗଦ…
କାର୍ତ୍ତିକ ଶେଷ ସୋମବାର: ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ଜି ଉଦୟଗିରି, ୧୧।୧୧(ଡି.ଏନ୍.ଏ.): କାର୍ତ୍ତିକ ମାସ ଶେଷ ସୋମବାର ନିମନ୍ତେ କନ୍ଧମାଳ ଜିଲା ଜି ଉଦୟଗିରି ଧବଳେଶ୍ବର ମନ୍ଦିରରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ଲମ୍ବା ଧାଡିରେ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଅପେକ୍ଷାକରି ଠାକୁରଙ୍କୁ ଦର୍ଶନ କରୁଛନ୍ତି।…
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ଷଡଯନ୍ତ୍ର କରୁଛି ଭାଜପା: ଶିବସେନା
ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା। କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ବେଳେ କିଛି ଦଳ ମେଣ୍ଟରେ ହିଁ ସରକାର ଗଠନ କରାଯିବ। ପ୍ରଥମେ ଭାଜପା ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇ ସରକାର…
Archives


