Home

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ଛତ୍ରପୁର, ୩।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ କତୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଗତ ୨୬ ତାରିଖରେ କତୁରୁ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ୩ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ…

ଆମେରିକାରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼, ବନ୍ୟା ଚେତାବନୀ ଜାରି

ଓ୍ବାଶିଂଟନ,୩।୪: ଏକ ଭୟଙ୍କର ଝଡ଼ ଆମେରିକାର ମଧ୍ୟ-ପଶ୍ଚିମ ଏବଂ ଦକ୍ଷିଣର କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଝଡ଼ ଯୋଗୁଁ କିଛି ଘରର ଛାତ ଉଡ଼ିଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟ…

ରୋଡ଼ ଓଭର ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଉପକୃତ ହେବେ ଅଞ୍ଚଳବାସୀ: ସର୍ଭେ କରିବ କେନ୍ଦ୍ର

କେସିଙ୍ଗା,୩।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜାତୀୟ ରାଜପଥ ୨୬ସ୍ଥିତ ରେଲୱେ ଫାଟକ ନିକଟରେ ରାୟପୁର-ବିଶାଖାପାଟଣାକୁ ସଂଯୋଗ ହୋଇଥିବା ୩ ଲାଇନ ବିଶିଷ୍ଟ ରେଳ ଲାଇନରେ ବିଭିନ୍ନ ଦ୍ରୁତଗାମୀ ଟ୍ରେନ, କୋଇଲା ବୋଝେଇ ଟ୍ରେନ ଆଦି ଗମନାଗମନବେଳେ ବସ, ଟ୍ରକ, ଯାନବାହନ,…

ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦ୍‌ଘାଟନ: ଚାଷୀ ହେବେ ଉପକୃତ

ଲାଞ୍ଜିଗଡ଼,୩ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନାବାର୍ଡ…

ପାରିବାରିକ ଶତ୍ରୁତାରୁ ଆକ୍ରମଣ: ରୂପା ଅଳଙ୍କାର ଲୁଟ ଅଭିଯୋଗ

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ବଡ଼ସାହିର ଏ.ଶଙ୍କର ପାତ୍ର ଏବଂ ତାଙ୍କ ଭାଇ ଏ. ଶିବ ପାତ୍ରଙ୍କୁ ଗ୍ରାମର ଡି.ଗୌରାଙ୍ଗ ପାତ୍ର ଏବଂ ତାଙ୍କ ୪ ସହଯୋଗୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।…

ଓ୍ବାକଫ ଶଂସୋଧନ ବିଧେୟକକୁ ନେଇ ନୀତୀଶ କୁମାରଙ୍କ ଦଳରେ କଳହ! JDUର ଜଣେ ନେତା ଦେଲେ ଇସ୍ତଫା

ପାଟନା,୩।୪: ଜେଡିୟୁ ୱାକଫ ସଂଶୋଧନ ବିଲକୁ ସମର୍ଥନ କରିଛି। ଦଳର ଏହି ସମର୍ଥନରେ ମୁସଲିମ ନେତାମାନେ କ୍ଷୁବ୍ଧ। ଜେଡିୟୁ ଏମଏଲସି ଗୁଲାମ ଗୌସ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଗୁଲାମ ରସୁଲ ବାଲିୟାଭି ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।…

ପଞ୍ଚୁଦଣ୍ଡ ପାଇଁ ଅଣ୍ଟା ଭିଡ଼ିଲେ ଯୁବ ଗୋଷ୍ଠୀ: ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ):ଚୈତ୍ର ପର୍ବ ଦଣ୍ଡଯାତ୍ରା ପାଇଁ ଏବେ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି। ଦାରିଙ୍ଗବାଡି ରେ ୩ ଦିନ ଧରି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଜଲବାଡି ପଞ୍ଚାୟତ ଖଜୁରୀପଲିର ଦଣ୍ଡନାଚ ଚାଲିବାକୁ ରହିଥିବାବେଳେ ଗୁରୁବାର ଲଷ୍ମୀବଜାରରେ ଏହି ଯାତ୍ରା…

ବୈଶାଖ ମେଳାକୁ କେନ୍ଦ୍ରୀୟ ଅନୁଦାନ ମିଳୁ: ଦାବି କଲେ ଏମ୍‌ପି ପ୍ରଦୀପ ପୁରୋହିତ

ବରଗଡ଼,୩।୪(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ। ସାମଜିକ ଓ ପରମ୍ପରା ଦୃଷ୍ଟିରୁ ଏହି ବୈଶାଖ ମେଳା କେବଳ ଓ ନୁହେଁ…

ପଡୋଶୀଙ୍କ ଠେଙ୍ଗା ମାଡ଼ରେ ବାପ-ପୁଅ ଆହତ:ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୩୪(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଠାକୁରାଣୀ ଛକ ରେ ରହୁଥିବା ସନ୍ତୋଷ ନାଇକ ଏବଂ ତାଙ୍କ ପୁଅ ପିଣ୍ଟୁଙ୍କୁ ପଡୋଶୀ ସିମାଞ୍ଚଳ ନାଇକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ତୋଷ ଏନେଇ ଦିଗପହଣ୍ଡି ଥାନାରେ ଏତଲା…

ବିମାନରେ ହୋଇଯାଇଥିଲା ଚ୍ଛିଦ୍ର, ୮ ମାସର ଶିଶୁ ସମେତ ୧୫ ହଜାର ଫୁଟ ତଳକୁ ପଡିଲେ ୪ ଲୋକ!

ଓ୍ବାଶିଂଟନ,୩।୪: ବିମାନ ଯାତ୍ରା ଏବେ ବି ବିଶ୍ୱର ଏକ ବଡ଼ ବର୍ଗର ଲୋକଙ୍କୁ ଉତ୍ସାହିତ କରେ। ଅନେକ ଲୋକ ଅଛନ୍ତି ଯେଉଁମାନେ ବିମାନ ଯାତ୍ରାର ରୋମାଞ୍ଚରେ ପ୍ରଭାବିତ ହୋଇ ଏବେ ବି ବିମାନରେ ବସିବାର ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଏହି ରୋମାଞ୍ଚକର…

ଥାଇଲାଣ୍ଡରେ ରାମାକେନ ଦେଖିଲେ ମୋଦି

ବ୍ୟାଙ୍କକ,୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୁଇ ଦିନିଆ ଥାଇଲ୍ୟାଣ୍ଡ ଗସ୍ତରେ ଯାଇଛନ୍ତି। ରାଜଧାନୀ ବ୍ୟାଙ୍କକରେ ପହଞ୍ଚିବା ପରେ, ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଏହା ପରେ ସେ ଥାଇ ରାମାୟଣ ଦେଖିଲେ। ରାମାୟଣକୁ ଥାଇ ଭାଷାରେ ରାମାକେନ କୁହାଯାଏ।…

ମୁଖ୍ୟ ଦ୍ୱାରରେ ଶୁଭ କଳସ ରଖୁଛନ୍ତି କି, ଜାଣି ରଖନ୍ତୁ ନିୟମ…

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକି ଗଲେ କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ରଖିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri