୪୪ ବର୍ଷ ବୟସରେ ମା’ ହେଲେ ଏହି ଅଭିନେତ୍ରୀ
ଅଭିନେତ୍ରୀ ଶମା ସିକନ୍ଦର ପ୍ରାୟତଃ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି। ଏବେ ପୁଣି ଥରେ ସେ ଆଲୋଚନାକୁ ଆସିଛନ୍ତି। କାରଣ ଶମା ୪୪ ବର୍ଷ ବୟସରେ ମା’ ହୋଇଛନ୍ତି। ଏହି ସୂଚନା ଶେୟାର କରି…
୨୦ରୁ ଆରମ୍ଭ ହେବ ଧାନକିଣା: ସୂଚନା ଦେଇ ମନ୍ତ୍ରୀ କହିଲେ ଏହି ଜିଲାରେ…
ଭୁବନେଶ୍ୱର,୧୩ା୧୧: ଆସନ୍ତା ୨୦ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ତେବେ ବରଗଡ଼ ଜିଲାରୁ ହିଁ ଧାନକିଣା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ଧାନ ସଂରକ୍ଷଣ ପାଇଁ…
ଧାରଣାସ୍ଥଳରେ ମାଣ ବସାଇଲେ ଚାଷୀ, ହୁଳହୁଳିରେ କମ୍ପୁଛି ଜିଲାପାଳଙ୍କ କାର୍ଯ୍ୟାଳୟ, ଦେଖନ୍ତୁ ଭିଡିଓ…
ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ଆଜି ମାର୍ଗଶିର ଗୁରୁବାର। ଘରେ ଘରେ ପାଳନ କରାଯାଉଛି ମାଣବସା ଗୁରୁବାର। ଅନ୍ୟପକ୍ଷରେ ଧାନ ବିକ୍ରି ପଞ୍ଜୀକରଣ ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଧାରଣା ଗୁରୁବାର ଚତୁର୍ଥ ଦିବସରେ ପହଞ୍ଚିଛି। ଚାଷୀମାନେ ମାଣବସା ଗୁରୁବାରରେ ନିଜ ଘରେ…
ଓଲଟିଲା ସ୍କୁଲ ଭ୍ୟାନ୍, ଧାନକିଆରିରେ ପଡ଼ିବାରୁ…
ଖଇରା,୧୩ା୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଅଧୀନ ଗଣ୍ଡିବେଡ଼ -ଔପଦା ରାସ୍ତାର ଖଇରା ଥାନା ଅଧୀନ ସରସତିଆ ପେଟ୍ରୋଲ ପମ୍ପ ନିକଟରେ ଗୌର ଗୋପାଳ ସ୍କୁଲର ଭ୍ୟାନ୍ ପିଲାମାନଙ୍କୁ ଆଣିବାକୁ ଯିବା ସମୟରେ ଭାରସାମ୍ୟ ହରାଇ ନୟନଯୋଡ଼ି ସଂଲଗ୍ନ ଧାନ କିଆରିକୁ ଓଲଟି…
କଙ୍ଗନାଙ୍କ ନାଁରେ ଚାଲିବ ଦେଶଦ୍ରୋହ ମାମଲା: ଏହି ଘଟଣାରେ ଫସିଲେ
ନୂଆଦିଲ୍ଲୀ,୧୩।୧୧: ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍ପି ଏବଂ ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଦ୍ୱାରା ଦାୟର ଏକ ସଂଶୋଧନ ଆବେଦନ ଆଗ୍ରା କୋର୍ଟରେ ଗ୍ରହଣ କରାଯାଇଛି। କଙ୍ଗନାଙ୍କ ବିରୋଧରେ ଚାଷୀମାନଙ୍କୁ ଅପମାନ ଏବଂ ଦେଶଦ୍ରୋହ ଅଭିଯୋଗ ଆଣି ଦାଖଲ କରାଯାଇଥିବା…
ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣି, ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଝରକା ପଟେ ଫିଙ୍ଗିଦେଲେ ବିଡ଼ାବିଡ଼ା ନୋଟ୍
ଭବାନୀପାଟଣା,୧୩ା୧୧(ଉତ୍ତମ ଦାଶ): ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନର ବରିଷ୍ଠ କିରାଣି ଟି. ଭେଙ୍କଟଗିରି ରାଓ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ସରକାରୀ କ୍ୱାର୍ଟର୍ସରେ ପେନ୍ସନ୍ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ (ଅଭିଯୋଗକାରୀ)ଙ୍କଠାରୁ ୨୦୦୦୦…
ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକ ନେଉଛନ୍ତି ତାଲିମ: କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ
ଲୋଇସିଂହା,୧୨।୧୧(ସୁଶାନ୍ତ ବାରିକ): ପ୍ରଧାନ ଶିକ୍ଷକଙ୍କଠାରେ ବିଭିନ୍ନ ଦକ୍ଷତା ହାସଲ ପାଇଁ ଆସନ୍ତା ୧୭ ତାରିଖଠାରୁ ୫ ଦିନ ପର୍ଯ୍ୟନ୍ତ ସମ୍ଭବ ତାଲିମ ରହିଛି। ଏହାପୂର୍ବରୁ ମଙ୍ଗଳବାରଠାରୁ ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ରିସୋସପର୍ସନଙ୍କ ତାଲିମ ଆରମ୍ଭ ହୋଇଯାଇଛି ।…
ପାଣିରେ ଭାସୁଛି ପାଚିଲା ଧାନ, ଗଜା ବାହାରିବା ଦେଖି ଚାଷୀ…
ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ): ବାତ୍ୟା ମୋନ୍ଥା ପ୍ରଭାବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପାଚିଲା ଧାନରେ କେନାଲ ପାଣି ପଶିଛି। ଚାଷୀ ଧାନ ଅମଳ କରି ଘରକୁ ନେବା ସମୟରେ ଜଳସେଚନ ବିଭାଗର ଖାମଖିଆଲ ନୀତି ଯୋଗୁ ପାଚିଲା…
ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍: ସୁବର୍ଣ୍ଣପୁରକୁ ୨ ସ୍ବର୍ଣ୍ଣ, ୧ ରୋପ୍ୟ
ଅମରପାଲି,୧୩।୧୧(ପୀତାମ୍ବର ସାହୁ): ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍ ୨୦୨୫-୨୬ର ପ୍ରଥମ ଦିବସରେ ସୁବର୍ଣ୍ଣପୁର ଜିଲାକୁ ମିଳିଛି ସଫଳତା। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ଦିବସରେ ଜିଲାକୁ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୋପ୍ୟ ପଦକ ମିଳିଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର…
ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଇତିହାସ ସୃଷ୍ଟି କରିଛି ଏହି ଦେଶ
ଆଜିର ପରିବର୍ତ୍ତିତ ଟେକ୍ନୋଲୋଜି ଯୁଗରେ ଅନ୍ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ ଦେଶରେ ଅନେକ ଲୋକ ଏବେ ବି ନଗଦ କାରବାର କରିବାକୁ ପସନ୍ଦ କରନ୍ତି। ରିପୋର୍ଟ…
ବାଲିଯାତ୍ରାରେ ଦର୍ଶକଙ୍କୁ ଝୁମେଇଲେ ବିନୋଦ: ସାଉଁଟିଲେ ପ୍ରଶଂସା
ଦାରିଙ୍ଗବାଡି,୧୩।୧୧(ଅରୁଣ ସାହୁ): ଓଡିଶାର ସବୁଠାରୁ ବଡ଼ ଯାତ୍ରା ଭାବେ ପାଳନ କରାଯାଏ ବାଲିଯାତ୍ରା। କଟକ ସହରରେ ଏହି ଯାତ୍ରାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଦର୍ଶକ ଛୁଟି ଆସନ୍ତି। ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସହ ଅନେକ…
ଶୀତରେ ଥରୁଛି ଜି ଉଦୟଗିରି: ୭.୬ ସର୍ବନିମ୍ନ ତାପମାତ୍ରା
ଜି ଉଦୟଗିରି ୧୩/୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ) କ୍ରମାଗତ ଏକ ସପ୍ତାହ ହେବ ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ରାସ୍ତା…

