Home

ଗିରିରାଜଙ୍କ ନାଁ ଶୁଣି କାହିଁକି ଏମିତି କହିଲେ ଅଖିଳେଶ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ରାଜଧାନୀ ଲକ୍ଷ୍ନୌରେ ଏସପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଅଖିଳେଶ…

ଟ୍ରମ୍ପଙ୍କ ଟାରିଫ୍‌କୁ ନେଇ ପ୍ରଥମଥର ମୁହଁ ଖୋଲିଲେ RSS ମୁଖ୍ୟ: ଚାଲିଆଡ଼େ ଖେଳିଗଲା…

ନୂଆଦିଲ୍ଲୀ,୧୨।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକକୁ ନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ମୁହଁ ଖୋଲିଛନ୍ତି। ସେ ଆମେରିକାକୁ ସାପର କାହାଣୀ କହି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଆଜିକାଲି ବନ୍ଧୁମାନେ ସାପ ପରି…

‘ପବିତ୍ର ଶୁକ୍ରବାର ବିସ୍ଫୋରଣ ପାଇଁ…,’ ଧମକପୂର୍ଣ୍ଣ ଇ-ମେଲରେ ରହିଛି ପାକିସ୍ତାନର ନାଁ! ଜାଣନ୍ତୁ ଆଉ କ’ଣ ଲେଖା ଅଛି

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ କଲେଜ ପରେ ଏବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି। ଦିଲ୍ଲୀ ହାଇକୋର୍ଟକୁ ଇ-ମେଲ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ଚିଠିରେ ପାକିସ୍ତାନର ମଧ୍ୟ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଶୁକ୍ରବାର କୋର୍ଟର କାର୍ଯ୍ୟ…

ପାଠ ପଢିବାକୁ ବାରଣ୍ଡା ଭରସା: ନୂଆ କୋଠାରେ ପଡିଛି ତାଲା

ଦାରିଙ୍ଗବାଡି, ୧୨।୯ (ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ପାଠ ପଢିବାକୁ ବାରଣ୍ଡା ଭରସା। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରକାଶ…

ଆବୁଧାବିରେ BAPS ହିନ୍ଦୁ ମନ୍ଦିର ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଏହା ଅସମ୍ଭବ ଚମତ୍କାର

ଆବୁଧାବି,୧୨।୯: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବୁଧାବିର BAPS ହିନ୍ଦୁ ମନ୍ଦିର ପରିଦର୍ଶନ କରିଏହାକୁ ଏକ ‘ଅସମ୍ଭବ ଚମତ୍କାର’ ବୋଲି କହିଛନ୍ତି। ସେ ଏହାର ଆଶ୍ଚର୍ଯ୍ୟଜନକ ସୌନ୍ଦର୍ଯ୍ୟ, ସୃଜନଶୀଳତା ଏବଂ ଅନ୍ତର୍ଭୁକ୍ତିକରଣକୁ ପ୍ରଶଂସା କରିଥିଲେ ଏବଂ ଏହି ଐତିହାସିକ ପ୍ରକଳ୍ପକୁ…

ବଦଳିଲା ପ୍ରସିଦ୍ଧ ବାଲିଯାତ୍ରା ନାଁ

କଟକ,୧୨।୯: ବଦଳିଗଲା ୧୦୦୦ ବର୍ଷର ଐତିହାସିକ ସହରର ଭିନ୍ନ ପରିଚୟ ବାଲିଯାତ୍ରାର ନାଁ। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାର ନାଁକୁ ଚଳିତ ବର୍ଷ ବଦଳାଇ ଦିଆଯାଇଛି। ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’। ଜିଲାପାଳଙ୍କ…

ନଦୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧା, ମିଳୁନି ପତ୍ତା

ବରୀ,୧୨(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ମହାକାଳପଡ଼ା ପଂଚାୟତ ଅଧିନସ୍ଥ ନିଳାପଦା ଗ୍ରାମର ତିଲୋତ୍ତମା ସିଂ (୭୬)ବର୍ଷ ନାମକ ବୃଦ୍ଧା ବିରୂପା ନଦୀକୁ ଦିନ ୧୧ଟା ବେଳେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବରୀ ଅଗ୍ନିଶମ…

୧୧ ବର୍ଷପରେ ଭଞ୍ଜଭବନ ପରିସର ଜବରଦଖଲ ଉଚ୍ଛେଦ କଲା ଆର୍‌ଏସପି

ରାଉରକେଲା,୧୨।୯(ସଂଗୀତା ଜେନା): ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ଭଞ୍ଜ ଭବନ, ଆଦର୍ଶ ପାଠାଗାର ଏବଂ ଭଞ୍ଜ କଳା କେନ୍ଦ୍ର ସମେତ ସମଗ୍ର ପରିସରକୁ ଦଖଲ କରିଛନ୍ତି। ଏହା ବହୁ ଦିନ ଧରି ଲିଜରେ ଥିଲା। ପାଠାଗାର, ସାହିତ୍ୟ ଘର, ପ୍ରେଖ୍ୟାଳୟ ଆଦିକୁ…

ଆସୁଛି କି ବଡ଼ ବିପଦ ଅବା ମାହାମାରୀ? କାହିଁକି ରାଜ୍ୟକୁ ଆଲର୍ଟ କଲେ ସ୍ବାସ୍ଥ୍ୟ ବିଭାଗ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୨।୯: ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ରାଜ୍ୟ ଏବେ ବନ୍ୟାରେ ବୁଡ଼ି ରହିଛି। କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସରକାରମାନେ ମଧ୍ୟ ଏହି ବିପର୍ଯ୍ୟୟର ମୁକାବିଲା କରିବାରେ ଲାଗିପଡ଼ିଛନ୍ତି। ତଥାପି, ଏବେ ପୁଣି ଥରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ…

ନେପାଳ ବିକ୍ଷୋଭରେ ଏହି ଭାରତୀୟ କମ୍ପାନୀ କ୍ଷତିଗ୍ରସ୍ତ, ବିସ୍କୁଟଠାରୁ ଆରମ୍ଭ କରି…

କାଠମାଣ୍ଡୁ/ନୂଆଦିଲ୍ଲୀ,୧୨ା୯: ନେପାଳରେ ହିଂସା ଏବେ ବି ଜାରି ରହିଛି। ଦେଶର ଅନେକ ସ୍ଥାନରେ ବିଶେଷକରି ରାଜଧାନୀ କାଠମାଣ୍ଡୁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ସେନା ସମଗ୍ର ଦେଶର ନିୟନ୍ତ୍ରଣ ନିଜ ହାତକୁ ନେଇଛି। ଏହା ପରେ ପରିସ୍ଥିତିରେ ଟିକିଏ ଉନ୍ନତି ପରିଲକ୍ଷିତ…

ଯୌତୁକ ଫେରାଅ,: ଜ୍ୱାଇଁ ଘର ଆଗରେ ମୃତଦେହ ରଖି ଆନ୍ଦୋଳନ କଲେ ପରିବାର ଲୋକେ

କେସିଙ୍ଗା,୧୨।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ଜଗନ୍ନାଥ ସାହୁଙ୍କ ସ୍ତ୍ରୀ କ୍ଷୀରବତୀ ସାହୁ(୨୩)କୁ ବିଷ ଦେଇ ମାରିଥିବା ନେଇ ଶ୍ୱଶୁର ଘରର ପରିବାର ଲୋକେ ଜ୍ବାଇଁ ଘର ସମ୍ମୁଖରେ ମୃତଦେହ ରଖି ଶୁକ୍ରବାର ଆନ୍ଦୋଳନ କରିଥିଲେ।…

ନେପାଳ ନିଆଁରେ ଜଳିଗଲେ ଭାରତୀୟ ମହିଳା

ନୂଆଦିଲ୍ଲୀ,୧୨।୯: ନେପାଳରେ ଜେନ-ଜେଡର ଆନ୍ଦୋଳନ ସମୟରେ, ଗାଜିଆବାଦର ଏକ ପରିବାରର ଧାର୍ମିକ ଯାତ୍ରା ଏକ ଦୁଃଖଦ ପରିସ୍ଥିତିରେ ପରିଣତ ହୋଇଥିଲା। ପ୍ରକୃତରେ, କାଠମାଣ୍ଡୁର ଯେଉଁ ବିଳାସପୂର୍ଣ୍ଣ ହୋଟେଲରେ ପରିବାର ରହୁଥିଲେ ତାହାକୁ ପ୍ରତିବାଦକାରୀମାନେ ପୋଡ଼ି ଦେଇଥିଲେ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri