ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି
ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍ଏସ୍): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍ ବୋର୍ଡ ସ୍ବାଗତ କରିଥିବାବେଳେ ଦୁଇଟି ମୁସ୍ଲିମ ସଙ୍ଗଠନ ଏକତରଫା ଓ ଭିତ୍ତିହୀନ ଦର୍ଶାଇ…
ଗୋଲାପ ତେଲର ଉପକାରିତା
ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ। ଗୋଲାପ ତେଲ ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ବୋଲି କୁହାଯାଏ। ତେବେ ଏହି ଗୋଲାପ ତେଲକୁ ଘରେ…
ହାର୍ଟଆଟାକ୍ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…
ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ହାର୍ଟଆଟାକ୍ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ଅଧାଗ୍ଲାସେ ନଡ଼ିଆ କ୍ଷୀର ପିଇଲେ ସୁଫଳ ମିଳିଥାଏ। ନଡ଼ିଆ କ୍ଷୀର କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ଏହା ଖରାପ କୋଲେଷ୍ଟରଲସ୍ତର କମାଇବା ସହିତ…
ସ୍ନାକ୍ସ ଖାଉଥିଲେ, ହୋଇଯାନ୍ତୁ ସାବଧାନ
ଅଧିକାଂଶ ଲୋକ ସକାଳେ ହେଉ କି ସନ୍ଧ୍ୟାବେଳେ ଚା ସହିତ ସ୍ନାକ୍ସ ଭାବରେ ଗରମ ଗରମ ପକୁଡି, ସିଙ୍ଗଡା ଇତ୍ୟାଦି ଖାଇବାକୁ ପସନ୍ଦ କରିଥାନ୍ତି। ବଡ ବଡ ସହରମାନଙ୍କରେ ମଧ୍ୟ ଚା ସହିତ ଲୋକମାନେ ବିସ୍କୁଟ୍ ବା କୁକିଜ୍ ନିଶ୍ଚିତ ଭାବରେ…
ଗର୍ଲଫ୍ରେଣ୍ଡ୍ଙ୍କ ସହ ସମୟ ବିତାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ,୧୮।୧୧: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଅସୁସ୍ଥ ହୋଇ କ୍ରିକେଟରୁ ଦୂରେଇ ଅଛନ୍ତି। ପିଠିରେ ଆଘାତ ଲାଗିଥିବାରୁ ନିକଟରେ ସେ ଲଣ୍ଡନରେ ଅସ୍ତ୍ରୋପଚାର କରି ଫେରିଛନ୍ତି। ଏବେ ସେ ବିଶ୍ରାମ ନେବା ସହ ଗର୍ଲଫ୍ରେଣ୍ଡ୍ ସହ ସମୟ ବିତାଉଛନ୍ତି। ହାର୍ଦ୍ଦିକଙ୍କ ନାଁ…
ସର୍ବଦଳୀୟ ବୈଠକ: ଗୃହରେ ବେରୋଜଗାରି ଉପରେ ଆଲୋଚନା ହେବାକୁ ଜୋର ଦେଲେ ମୋଦି
ନୂଆଦିଲ୍ଲୀ,୧୭।୧୧: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହାପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଗୃହରେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ମୋଦି ବିରୋଧୀ ଦଳଙ୍କୁ ଆଶ୍ୱାସନା ଦେଇ…
ମଣିରତ୍ନମଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଯୋଡି ଅନେକ ବର୍ଷ ପରେ ପୁଣି ଥରେ ପରଦାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମଣିରତ୍ନମଙ୍କର ଆଗାମୀ ତାମିଲ ଫିଲ୍ମ ‘ପୋନିୟନ୍ ସେଲଭନ୍’ ଦଶମ ଶତାବ୍ଦୀର ମହାନ୍ ସମ୍ରାଟ୍ ଅରୁଲମୋଝି ବର୍ମନଙ୍କ ଜୀବନୀ ଉପରେ…
ସୟଦ ମୁସ୍ତାକ ଅଲି ଟ୍ରଫି: ପୃଥ୍ବୀ ଶ’ଙ୍କ ପ୍ରଭାବୀ ପ୍ରତ୍ୟାବର୍ତ୍ତନ
ମୁମ୍ବାଇ, ୧୭।୧୧ (ପି.ଟି.)- ଡୋପିଂ ମାମଲାରେ ୮ ମାସ ବାସନ୍ଦ ଦଣ୍ଡ ଭୋଗି କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିବା ମୁମ୍ବାଇ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ପ୍ରଥମ ମ୍ୟାଚ୍ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ରବିବାର ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି୨୦ କ୍ରିକେଟ୍…
ଲି ଜିତିଲେ ହଂକଂ ଟାଇଟଲ
ହଂକଂ, ୧୭ା୧୧ (ଏଏଫ୍ପି)- ସ୍ଥାନୀୟ ଫେଭରାଇଟ୍ ଲି ଚିଉକ୍ ୟୁ ହଂକଂ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ରବିବାର ଅନୁଷ୍ଠିତ ରୋମାଞ୍ଚକ ଫାଇନାଲରେ ସେ ଇଣ୍ଡୋନେସିଆର ଆନ୍ଥୋନୀ ଗିଣ୍ଟିଂଙ୍କୁ ୧୬-୨୧, ୨୧-୧୦, ୨୨-୧୦ରେ ହରାଇ ଦେଇଛନ୍ତି। ପଳରେ ପ୍ରଥମ ଥର ସେ…
ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲିଆପାଳ ବ୍ଲକର ପାରୁଳିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ…
ଅଯୋଧ୍ୟା ରାୟ ପ୍ରକାଶ କରିଥିବା ବିଚାରପତିଙ୍କୁ ଧମକ, ଜେଡ୍ ସୁରକ୍ଷା ଯୋଗାଇ ଦିଆଗଲା
ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଣି କରିଥିବା ଜଣେ ବିଚାରପତି ଅବ୍ଦୁଲ ନଜୀର ଏବଂ ତାଙ୍କ ପରିବାରକୁ ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ (ପିଏଫ୍ଆଇ) ପକ୍ଷରୁ ଧମକ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ତାଙ୍କୁ ଜେଡ୍ ଶ୍ରେଣୀର…
ଏନ୍ଡିଏରେ ରହୁନି ତାଳମେଳ: ବିବାଦ ସମାଧାନ ପାଇଁ କମିିଟି ଗଠନ ପରାମର୍ଶ ଦେଲେ ମୋଦି
ନୂଆଦିଲ୍ଲୀ,୧୭।୧୧: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ ଭିତରେ ଏବେ ସହଯୋଗୀ ଦଳଙ୍କ ସହ ଭାଜପା ତାଳମେଳ ରହୁ ନ ଥିବା କୁହାଯାଉଛି।…
Archives


