Home

ଭିକ୍କି କୌଶଲ- ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ,୨୩।୧୨: ଆୟୋଜିତ ହୋଇଯାଇଛି ୨୦୧୯ର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଦିବ୍ୟା ଦତ୍ତ ଏହାର ହୋଷ୍ଟ ଭାବେ ନଜର ଆସିଥିଲେ। ଅମିତାଭ…

ବିମାନରେ ପ୍ରଜ୍ଞା ସିଂ ଠାକୁରଙ୍କ ଉପରେ ରାଗିଲେ ଯାତ୍ରୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଚର୍ଚ୍ଚାରେ। ଏଥର ମଧ୍ୟ ସେ ପୁଣିଥରେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ନିକଟରେ ସ୍ପାଇସ ଜେଟ୍‌ରେ ଯାତ୍ରା…

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା: ପୋଲିସର ତତ୍ପରତା

ପୁରୀ ଅଫିସ୍‌, ୨୩।୧୨: ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଫଟୋ ଭାଇରାଲ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଫଟୋ ଭାଇରଲ ହୋଇଥିବା ଫେସବୁକ ଆକାଉଣ୍ଟଧାରୀଙ୍କୁ ତଦନ୍ତ ପାଇଁ ଡକାଯାଇଛି। କେଉଁ ପରିସ୍ଥିତିରେ କିଭଳି…

ଦୁଇ ବର୍ଷ ଧରି ଯୁବତୀଙ୍କ ଦେହରେ ଥିବା ଗୁଳିକୁ ବାହାର କଲେ ଡାକ୍ତର

ହାଇଦ୍ରାବାଦ,୨୩।୧୨: ତେଲେଙ୍ଗାନା ଜାହାନୁମା ଫାଲକନୁମା ଅଞ୍ଚଳର ଆସମା ବେଗମ(୧୯)ଙ୍କ ଶରୀରରେ ଥିବା ଗୁଳିକୁ ପ୍ରାୟ ୨ ବର୍ଷ ପରେ ବାହାର କରାଯାଇଥିବା ଜଣାପଡିଛି। ନିଜାମ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ନିମ୍ସ)ର ଡାକ୍ତର ଏହି ଗୁଳି ବାହାର କରିଥିବା ଜଣାପଡିଛି। ଦୀର୍ଘ ପ୍ରାୟ…

ସିଏଏ-ଏନ୍‌ଆର୍‌ସି ଦେଲାନି କାମ: ହେମନ୍ତ ସୋରେନ୍‌

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌। ସେ କହିଛନ୍ତି ମୋଦି ସରକାରଙ୍କ ସିଏଏ ଏବଂ ଏନ୍‌ଆର୍‌ସି କାମ ଦେଇନି। ଲୋକେ ରାଜ୍ୟରେ…

ଜିରୋରୁ ଏମିତି ହିରୋ ବନିଥିଲେ ଧୋନୀ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସୋମବାର କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୪ ଡିସେମ୍ବର ୨୩ରେ ବାଂଲାଦେଶ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ ମାହି। ଡେବ୍ୟୁ ମ୍ୟାଚ୍‌ରେ ୭ନଂ.ରେ ବ୍ୟାଟିଂ…

ନାସିକ ରେଳଷ୍ଟେଶନରେ ଆରମ୍ଭ ହେଲା ଅକ୍ସିଜେନ୍‌ ପାର୍ଲର

ନାସିକ,୨୩।୧୨: ମହାରାଷ୍ଟ୍ର ନାସିକ ରେଳଷ୍ଟେଶନରେ ଯାତ୍ରୀମାନଙ୍କ ପାଇଁ ଅକ୍ସିଜେନ୍‌ ପାର୍ଲରର ଶୁଭାରମ୍ଭ କରାଯାଇଛି। ଦେଶର ପ୍ରଥମ ରେଳଷ୍ଟେଶନ ଭାବେ ଏଠାରେ ଏଭଳି କରାଯାଇଥିବା କୁହାଯାଉଛି। ୧୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଫୁଲକୁଣ୍ଡରେ ଗଛ ଲଗାଯାଇଛି। ନ୍ୟାସନାଲ ଏରୋନେଟିକ୍ସ୍‌ ଆଣ୍ଡ୍‌ ସ୍ପେସ୍‌ ଆଡ଼ମିନିଷ୍ଟ୍ରେଶନ୍‌ର…

କୁଟାର ବ୍ୟବହାର କରି ଲକ୍ଷପତି ହେଲେ ଚାଷୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଛିଦିନ ତଳେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଥିଲା ଯେ, ସରକାରଙ୍କ ସମେତ କୋର୍ଟ ମଧ୍ୟ ନାକେଦମ ହୋଇପଡ଼ିଥିଲେ। ପ୍ରଦୂଷଣ ବଢ଼ିବାର ଦୋଷ ସିଧା ଚାଷୀଙ୍କ ମୁଣ୍ଡକୁ ଯାଇଥିଲା। କାରଣ ସେମାନେ ଧାନ ଅମଳ କରିବା ପରେ କୁଟାକୁ…

ପ୍ରସବ ସମୟରେ ଅଘଟଣ: ଡାକ୍ତର ନିଲମ୍ବିତ

ହାଇଦ୍ରାବାଦ,୨୩।୧୨: ତେଲଙ୍ଗାନା ନାଗରକୁରନୁଲ ଜିଲା ଅଛମପେଟରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ପ୍ରସବ ସମୟରେ ନବଜାତ ଶିଶୁର ମୁଣ୍ଡ କଟିଯାଇଥିବା ବେଳେ ଶରୀରର ଅଧା ଅଂଶ ମା’ ଗର୍ଭରେ ରହିଯାଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସହରରେ…

ବିକ୍ଷୋଭକାରୀଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ୟେଦିରପ୍ପା

ବେଙ୍ଗାଲୁରୁ,୨୩।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ନାଟକର ମାଙ୍ଗାଲୁରୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବି. ଏସ୍‌ ୟେଦିରପ୍ପା ସୋମବାର ଏହାର ସିଆଇଡି…

ଭାବନାତ୍ମକ ଭାଷଣ ନ ଦେଇ କାମ କରନ୍ତୁ ମୋଦି: ବିଜୟନ

ଥିରୁଭାନନ୍ତପୁରମ୍‌,୨୩।୧୨:କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦି ରାମଲୀଳା ମଇଦାନରେ ରବିବାର ଦେଇଥିବା ମନ୍ତବ୍ୟକୁ ନେଇ ବିଜୟନ କହିଛନ୍ତି ଯେ, କେବଳ ଭାବନାତ୍ମକ ଭାଷଣରେ ଦେଲେ ଦେଶର ସ୍ଥିତି ସୁଧୁରିବ ନାହିଁ। ଏଥିପାଇଁ ମୋଦିଙ୍କୁ…

ସିଏଏକୁ ନେଇ ଡିଏମ୍‌କେର ‘ମେଗା ରାଲି’

ଚେନ୍ନାଇ,୨୩।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରାୟ ୬ଦିନ ହେବ ସାରା ଦେଶରେ ହିଂସାର ବାତାବରଣ ଦେଖାଯାଇଛି। ଏହାକୁ ଅନେକ ବିରୋଧ କରୁଥିବା ବେଳେ ଆଉ କେହି କେହି ଏହାକୁ ସ୍ବାଗତ ମଧ୍ୟ କରୁଛନ୍ତି। ଏହାକୁ ନେଇ ସୋମବାର ତାମିଲନାଡୁର ଡିଏମ୍‌କେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?