ଗଞ୍ଜାମରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଭାଙ୍ଗିଲା ଇଲେକ୍ଟ୍ରି ଖୁଣ୍ଟ ସହ ବଡ଼ବଡ଼…
ଗଞ୍ଜାମ,୨୮ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ବଡ଼ ବଜାର ଠାରେ ଗତ ଅଗଷ୍ଟ ୩୧ରେ ଉଦ୍ଘାଟନ ହୋଇଥିବା ବିଦ୍ୟୁତ୍ ଖୁଣ୍ଟ ବୁଧବାର ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏଥିସହ ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ପଡିଛି। ଗତ…
ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ
ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା…
ମୁକେଶ ଅମ୍ବାନୀଙ୍କ ଆଖିରେ ଲୁହ: ଝିଅ ଇଶାଙ୍କ କଥା ଶୁଣି ହୋଇପଡ଼ିଲେ ଭାବବିହ୍ବଳ, ୧୯୭୭ରେ….
ମୁମ୍ବାଇ,୨୮।୧୦: ବର୍ଷ ବର୍ଷର କଠିନ ପରିଶ୍ରମ ପରେ ପରିବାରର ସ୍ବପ୍ନ ସାକାର ହେଲେ ଆଖିରେ ଖୁସିର ଲୁହ ଆସିଯାଏ। ଜିଓ ପ୍ଲାଟଫର୍ମସ ଆଇପିଓ ଲିଷ୍ଟିଂ ଅବସରରେ ଏଭଳି ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଥିବା ଖବର ସାମ୍ନାକୁ ଆସିଛି। ଝିଅ ଇଶା…
୧ରୁ ନୂଆ ଜିଏସ୍ଟି ସଂସ୍କାର: ଡିସ୍କାଉଣ୍ଟ ସରଳ, ତୁରନ୍ତ ୯୦% ରିଫଣ୍ଡ
ନୂଆଦିଲ୍ଲୀ, ୨୮।୧୦(ଆଇଏଏନ୍ଏସ୍): ଦେଶର ବ୍ୟବସାୟୀ, ଖୁଚୁରା ବିକ୍ରେତା ଏବଂ ସେବା ରପ୍ତାନିକାରୀଙ୍କ ପାଇଁ ଏକ ବଡ଼ ଖବର। ବିକ୍ରି ପରବର୍ତ୍ତୀ ରିହାତି (ପୋଷ୍ଟ ସେଲ୍ ଡିସ୍କାଉଣ୍ଟ) ସରଳୀକରଣ ଏବଂ ଇନଭର୍ଟେଡ ଡ୍ୟୁଟି ଷ୍ଟ୍ରକଚର କ୍ଷେତ୍ରରେ ତୁରନ୍ତ ରିଫଣ୍ଡ ଯୋଗାଇଦେବା ପାଇଁ କେନ୍ଦ୍ରୀୟ…
ଚାମେଲୀଙ୍କ ବିରୋଧରେ ଅନାସ୍ଥାକୁ ଅସିଦ୍ଧ ଘୋଷଣା କଲେ କୋର୍ଟ: ରହିଲା ସରପଞ୍ଚ ପଦ, ଚାମେଲୀ କହିଲେ…
ମହାକାଳପଡ଼ା/କଟକ,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ/ପ୍ରଭୁକଲ୍ୟାଣ ପାଲ୍): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି। ଚାମେଲୀଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍କୁ ରଦ୍ଦ କରିଦେଇଛନ୍ତି ମାନ୍ୟବର କୋର୍ଟ। ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଓ…
ବାଜି ମାରିଲା ଭାଜପା, ୩ ଆସନରେ ବିଜୟୀ; କଂଗ୍ରେସ ହାତ ଖାଲି
ବେଙ୍ଗାଲୁରୁ,୨୮।୧୦: କର୍ନାଟକ ବିଧାନ ପରିଷଦ ନିର୍ବାଚନରେ ଭାଜପା ଏକ ବଡ଼ ବିଜୟ ହାସଲ କରିଛି। ଦଳ ମୋଟ ୪ଟି ଆସନ ମଧ୍ୟରୁ ୩ଟିରେ ବିଜୟୀ ହୋଇଥିବା ବେଳେ, ଏହାର ସହଯୋଗୀ ଦଳ ଜେଡି(ଏସ) [JD(S)] ବାକି ଗୋଟିଏ ଆସନ ଜିତିଛି। ଏହା…
ଚାଞ୍ଚଲ୍ୟ… ସ୍ବର୍ଣ୍ଣ ବିଜେତା ନୀରଜଙ୍କ ଆତ୍ମହତ୍ୟା! ପାରା ଆଥଲେଟିକ୍ସ ଜଗତରେ ଶୋକର ଛାୟା
ନୂଆଦିଲ୍ଲୀ,୨୮।୧୦: ଭାରତୀୟ ପାରା ଆଥଲେଟିକ୍ସ ଜଗତକୁ ସ୍ତବ୍ଧ କରିଦେଇଛି ତିନିଥର ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ ଖବର । ୪୨ ବର୍ଷୀୟ ଏହି ଖେଳାଳି ମଙ୍ଗଳବାର ରାତିରେ ନିଜ ଫ୍ଲାଟ୍ରେ ବିଷାକ୍ତ ପଦାର୍ଥ ସେବନ…
‘କଠୋର ଶୁଣାଯାଇପାରେ, କିନ୍ତୁ ତାଙ୍କୁ ବାହାରେ ବସିବାକୁ ପଡ଼ିବ…’ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୨୮।୧୨: ଆଘାତ କାରଣରୁ ଇଶାନ କିଶନ ଦଳରୁ ବାଦ ପଡ଼ିବା ପରେ, ବୈଭବ ସୂର୍ଯ୍ୟବଂଶୀ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିବାର ସୁଯୋଗ ପାଇଲେ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ,…
ଅର୍ଣ୍ଣବକୁ ନେଇ ସମୁଦ୍ର କୂଳିଆ ଗାଁରେ ଛନକା, ବିପଦରେ ପେଣ୍ଠ ପୁରୁଣା ପଥରବନ୍ଧ
ରାଜନଗର, ୨୮ା୧୦(ଭାସ୍କର ରାଉତରାୟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅର୍ଣ୍ଣବକୁ ନେଇ କେନ୍ଦ୍ରାପଡ଼ା ଜିଲାର ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଛନକା ପଶିଛି। ଅଶାନ୍ତ ସମୁଦ୍ରର ଉଚ୍ଚ ଜୁଆର ଏବେ ପେଣ୍ଠ ଗାଁ ନିକଟରେ ପୂର୍ବରୁ ନିର୍ମାଣ ହୋଇଥିବା ପୁରୁଣା…
ଫ୍ଲାଏଦୁବାଇ (flydubai) ପାଇଲଟ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ସମ୍ମାନିତ କଲା ୟୁଏଇ (UAE)
ଆବୁ ଧାବି,୨୮।୧୦: ୟୁନାଇଟେଡ ଆରବ ଏମିରେଟ୍ସ (UAE) ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ, ଆବୁଧାବିରେ ‘ଫ୍ଲାଏଦୁବାଇ’ (flydubai) ର ପାଇଲଟ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ, ୟୁଏଇ ରାଷ୍ଟ୍ରପତି କ୍ୟାପଟେନ ମଚ୍ଛାରଙ୍କୁ ଆଲିଙ୍ଗନ କରିଥିଲେ।…
ଅଭିଷେକଙ୍କ ବ୍ୟାଟିଂ ଦେଖି ପାକିସ୍ତାନର ଉଡ଼ିଗଲା ହୋଶ୍: ପୂର୍ବତନ କ୍ରିକେଟର୍ କହିଲେ, ଏଭଳି ତାଣ୍ଡବ କେବେ ଦେଖିନାହିଁ
ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଯୁବ ବ୍ୟାଟର୍ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ମାତ୍ର ୩୫ ବଲ୍ରେ ଶତକ ହାସଲ କରିବା ସହ ୩୮ ବଲ୍ରେ ୧୧୩ ରନ କରିଥିଲେ…
ବାତ୍ୟା ଅର୍ଣ୍ଣବର ପ୍ରଭାବ: ଛତ୍ରପୁରରେ ଲଗାଣ ବର୍ଷା ସହ ଅନେକ ସ୍ଥାନରେ ଭାଙ୍ଗିଲା ଗଛ
ଛତ୍ରପୁର,୨୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିବା ବେଳେ ଲୋକେ ଘରୁ ବାହାରିବାକୁ…

