Home

ପାକିସ୍ତାନରେ ବ୍ରିଟେନ୍‌ର ୧୭୮ ଜଣିଆ ଶିଖ୍‌ ପ୍ରତିନିଧି ଦଳ

ଇସଲାମାବାଦ୍‌,୪।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଅବସରରେ ପାକିସ୍ତାନରେ ବ୍ରିଟେନ୍‌ରୁ ୧୭୮ ଜଣିଆ ପ୍ରତିନିଧି ଦଳ ଆସି ପହଞ୍ଚିଛନ୍ତି। ସେମାନେ ଶେଖୁପୁରା ସ୍ଥିତ ଗୁରୁଦ୍ୱାରା ଜନ୍ମ ଆସ୍ଥାନ ନାନକ ସାହିବ ଏବଂ ଗୁରୁଦ୍ୱାରା ସଚ୍ଚା ସୌଦା ପରିଭ୍ରମଣରେ ଯାଇଛନ୍ତି।…

ନଦୀରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଧୀନ କୂଆଖାଇ ନଦୀ କୂଳରେ ରବିବାର ଛଟପୂଜା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପୂଜାର୍ଚ୍ଚନା ଚାଲିଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ…

ଲିଭର ରୋଗ ଚିହ୍ନଟ ହେବାର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଉକ୍ତ ୟୁନିଭର୍ସିଟିର ପ୍ରଫେସର ୟାଙ୍ଗ୍‌ଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଗ୍ରୁପ୍‌ ଏ ନେଇ ଗବେଷଣା…

କରତାର୍‌ପୁର ନିକଟରେ ୩ ଆତଙ୍କବାଦୀ ତାଲିମ୍‌ ଶିବିର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୪।୧୧: ପାକିସ୍ତାନରେ ଥିବା କରତାର୍‌ପୁର ଗୁରୁଦ୍ୱାରା ନିକଟରେ ୩ ଆତଙ୍କବାଦୀ ତାଲିମ୍‌ ଶିବିର ରହିଛି। ପାକିସ୍ତାନର ସୀମାନ୍ତ ଜିଲା ନାରୋଓ୍ବାଲରେ କରତାର୍‌ପୁର ଗୁରୁଦ୍ୱାରା ରହିଛି। ତେବେ ଏହି ଜିଲାରେ ଥିବା ଆତଙ୍କବାଦୀ ତାଲିମ୍‌ ଶିବିରରେ ଖୋଲା ଖୋଲି ଭାବେ ସାମରିକ ଟ୍ରେନିଂ…

ନୋବେଲ ପୁରସ୍କାର ରସାୟନ ବିଜ୍ଞାନ -୨୦୧୯ : ସମାଜକୁ ଜୀବାଶ୍ମ ଇନ୍ଧନ ମୁକ୍ତ କରିବା ବ୍ୟାଟେରି

”ଏବେ ଆମେ ବ୍ୟବହାର କରୁଥିବା ଅସଂଖ୍ୟ ସ୍ମାର୍ଟଫୋନ୍‌, ଲ୍ୟାପ୍‌ଟପ୍‌ ତଥା ଅନ୍ୟାନ୍ୟ ବହନୀୟ ଇଲେକ୍‌ଟ୍ରୋନିକ୍‌ ଯନ୍ତ୍ରପାତି ଏବଂ ରାଜମାର୍ଗରେ ଗଡ଼ିବାକୁ ଆରମ୍ଭ କରିଥିବା ନୂତନ ପିଢ଼ିର ଯାନବାହନ ଯେଉଁ ପୁନଃ ଚାର୍ଜକ୍ଷମ ବ୍ୟାଟେରି ଦ୍ୱାରା ଚାଳିତ ତାହା ହେଲା ଲିଥିୟମ୍‌ ଆୟନ୍‌…

ବୁଦ୍ଧିମତ୍ତା ବଢ଼ାଏ ଯୋଗ

ନିୟମିତ ଯୋଗ କରିବା ଦ୍ୱାରା କି ଉପକାର ମିଳେ ତାହା କେବଳ ଅନୁଭବୀ ହିଁ ଜାଣେ। ତେଣୁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରିଛନ୍ତି। ଯୋଗ କରିବା ଫଳରେ ଆମର ଯେଉଁ ଉପକାର ହୋଇଥାଏ ସେହି ତାଲିକାରେ…

ଜନ୍ମଦିନ ପୂର୍ବରୁ ପଡୋଶୀ ଦେଶ ଭ୍ରମଣରେ ଗଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶ ସହ ଟି-୨୦ ସିରିଜ୍‌ ଖେଳିବାରେ ବ୍ୟସ୍ତ ଅଛି। ଅଧିନାୟକ ବିରାଟ କୋହଲି ଏହି ସିରିଜରୁ ବିଶ୍ରାମ ନେଇ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ପଡୋଶୀ ଦେଶ ଭୂଟାନ ଗସ୍ତରେ ଯାଇଛନ୍ତି। ବିରାଟଙ୍କ ଜନ୍ମଦିନ ନଭେମ୍ବର…

ରାଜଧାନୀରେ ବଢୁଛି ବ୍ରୋକରଙ୍କ ଠକେଇ : ଘର ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଅର୍ଥ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜଧାନୀରେ ଏବେ ଆଉ ଏକ ଅଭିନବ ଠକେଇ ସାମ୍ନାକୁ ଆସିଛି। ଭଡ଼ାଘର ଯୋଗାଇ ଦେବାକୁ କହି ଅନେକ ବ୍ରୋକର ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ସେମାନେ ଲୋକଙ୍କଠାରୁ ଆଗୁଆ ଟଙ୍କା ନେଇଯାଉଛନ୍ତି। ଏହାପରେ ଘର ଦେବା ତ ଦୂରର…

ଅମରେଶ ହତ୍ୟା ମାମଲା : ରାଜଧାନୀ ବାହାରୁ ଆଉ ଜଣେ ଗିରଫ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଏୟାରଫିଲ୍ଡ ଥାନା ଅଧୀନ ଭୀମଟାଙ୍ଗିସ୍ଥିତ ଏକାମ୍ର କଲେଜ ପଛପଟେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଆଉ ଜଣଙ୍କୁ ସ୍ବତନ୍ତ୍ର ସ୍କ୍ବାଡ୍‌ ରାଜଧାନୀ ବାହାରୁ ଗିରଫ କରିଛି। ଇତିମଧ୍ୟରେ ମୋଟ ୬ଜଣ ଅଭିଯୁକ୍ତଙ୍କୁ କାବୁ କରାଗଲାଣି। ଫେରାର…

୧୫ଦିନ ମଧ୍ୟରେ ଖୋଲିବ ନିକୋ ପାର୍କ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦୀର୍ଘ ୬ମାସ ପରେ ପୁଣି ଖୋଲିବ ଭୁବନେଶ୍ୱରର ଏକମାତ୍ର ଥିମ୍‌ ପାର୍କ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)। ଫନୀରେ କ୍ଷତିଗ୍ରସ୍ତ ହୋଇ ବନ୍ଦ ପଡ଼ିଥିବା ଏହି ପାର୍କର କିଛି ଅଂଶକୁ ଏବେ ପୁନରୁଦ୍ଧାର କରାଯିବ। ଏହାପରେ ଆଗାମୀ…

ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ: ୪ ବର୍ଷରେ କରିଥିଲେ କଠିନ ଗଣିତର ସମାଧାନ

ନୂଆଦିଲ୍ଲୀ,୪।୧୧: ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ ୧୯୨୯ ନଭେମ୍ବର ୪ରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ। ୪ ବର୍ଷ ବୟସରେ ସେ କଠିନ ଗଣିତର ସମାଧାନ ଆରମ୍ଭ କରିଥିଲେ। ୬ ବର୍ଷ ବୟସରେ ମହୀଶୂର ବିଶ୍ୱବିଦ୍ୟାଳୟରେ ସେ ନିଜର ସୃଜନଶୀଳ ପ୍ରତିଭାର ପରିଚୟ…

କାହିଁକି ବିବାହ କରି ନାହାଁନ୍ତି ତବ୍ବୁ

ମୁମ୍ବାଇ: ବଲିଉଡ୍‌ ନାୟିକା ତବ୍ବୁ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପୁରା ନାଁ ହେଉଛି ତବ୍ବସୁମ ଫାତିମା ହାସମି। ପ୍ରଥମେ ୧୯୮୦ରେ ଫିଲ୍ମ ‘ପେହେଲା ପେହେଲା ପ୍ୟାର’ରୁ ସେ ତାଙ୍କର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଏହା ବକ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri