Home

ନାଇଟ୍‌ ପାଟ୍ରୋଲିଂ ମହିଳା ପୋଲିସକୁ ଭେଟିଲେ ରାଣୀ ମୁଖାର୍ଜୀ

ରାଣୀ ମୁଖାର୍ଜୀ ଫିଲ୍ମ ‘ମର୍ଦ୍ଦାନୀ-୨’ ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଖାସ୍‌ ଏଥିପାଇଁ ସେ ଲଗାତାର ପୋଲିସ ଅଧିକାରୀଙ୍କ ସହିତ ମିଳାମିଶା କରୁଛନ୍ତି। କିପରି ଅପରାଧ ରୋକାଯାଇ ପାରିବ ସେ ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ରାଣୀ ଗୁରୁବାର ରାତିରେ ନାଇଟ୍‌…

ଉନ୍ନାଓ ପୀଡିତାଙ୍କ ପରିବାରଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ

ଉନ୍ନାଓ,୬।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜଣେ ଗଣବଳାତ୍କାର ପୀଡ଼ିତାଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଏବେ ତାଙ୍କ ପରିବାରବର୍ଗଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏଥିସହ…

ପୂର୍ବ ଶତ୍ରୁତାରୁ ଖଣ୍ଡାରେ ହାଣି ୨ ଜଣଙ୍କୁ ହତ୍ୟା ଉଦ୍ୟମ

ଦିଗପହଣ୍ଡି,୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ଦେଓଖାଳି ଛକରେ ହୋଟେଲ କରିଥିବା କୃଷ୍ଣ ସାହୁଙ୍କୁ ପୂର୍ବ ଶତ୍ରୁତାରୁ ୪ ଯୁବକ ଶୁକ୍ରବାର ଅପରାହ୍ନରେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଛନ୍ତି। ସେହିପରି କରପଡ଼ା ଗାଁର ବିଜୟ ସେଠୀ(୪୫)ଙ୍କୁ ଉକ୍ତ…

ପୋଲିସ ହାତରୁ ବନ୍ଧୁକ ଛଡାଇ ନେଇଥିଲେ ଅଭିଯୁକ୍ତ: କମିଶନର

ହାଇଦ୍ରାବାଦ,୬।୧୨: ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟିଛି ହାଇଦ୍ରାବାଦ ଏନ୍‌କାଉଣ୍ଟର। ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ସାଇବରାବାଦ ପୋଲିସ କମିଶନର ଭିସି ସାଜନର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି କହିଛନ୍ତି ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡାଇ ନେଇ ପ୍ରଥମେ…

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ସାମିଲ ହୋଇଥିବା ପୋଲିସଙ୍କୁ ମିଳିବ ଏକ ଲକ୍ଷ ଟଙ୍କା ପୁରସ୍କାର

ହିସାର,୬।୧୨: ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ମାମଲାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟରରେ ସାମିଲ ଥିବା ସସସ୍ତ ପୋଲିସ କର୍ମଚାରୀଙ୍କୁ ଏକ ଫାଉଣ୍ଡେଶନ୍‌ ଏକ ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛନ୍ତି। ରାହ…

୨ବର୍ଷ ପୂର୍ବରୁ ବିକ୍ରି ହୋଇଥିବା କାର୍‌ର ଚାଲାଣ ପହଞ୍ଚିଲା ଘରେ: ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଗ୍ରେଟର ନୋଏଡା, ୬।୧୨: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଚାଲାଣ କଟାଯିବାର ଏକ ଭିନ୍ନ ଘଟଣା ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରୁ ଆସିଛି। ୨ ବର୍ଷ ପୂର୍ବରୁ…

ବିଚ୍ଛିନାଞ୍ଚଳରେ ଯୋଗାଇ ଦିଆଯିବ ଜରୁରିକାଳୀନ ସ୍ବାସ୍ଥ୍ୟସେବା: ପହଞ୍ଚିଲା ୧୦୮ ଆମ୍ବୁଲାନ୍ସ ଲଞ୍ଚ

ଚିତ୍ରକୋଣ୍ଡା,୬।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନାଞ୍ଚଳର ପଣସପୁଟ, ଯୋଡ଼ମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ହଜାର ହଜାର ଜନସାଧାରଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ କାଟିଥାନ୍ତି। ଏପରିକି ଉକ୍ତ ଅଞ୍ଚଳକୁ ଗମନାଗମନର ସୁବିଧା ନ ଥିବାରୁ…

ବୃଦ୍ଧଙ୍କଠାରୁ ୫୦ ହଜାର ଟଙ୍କା ଛଡ଼ାଇନେଲେ ଦୁର୍ବୃତ୍ତ

ହାଟିଡିହି,୬।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଞ୍ଚୋ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ଶୁକ୍ରବାର ଅପରାହ୍ନରେ ଜଣେ ବୃଦ୍ଧ ୫୦ ହଜାର ଟଙ୍କା ଉଠାଣ କରି ଆସୁଥିବାବେଳେ ଲୁଟେରାମାନେ ଛଡ଼ାଇ ନେଇଛନ୍ତି। ସୂଚନାଯୋଗ୍ୟ, ସୋସୋ ଥାନା ଅନ୍ତର୍ଗତ ମଙ୍ଗୁଳୁ ନାହାକ (୬୫)…

ରାଜ୍ୟ ଖାଦ୍ୟ ସୁରକ୍ଷା ସେବା ଯୋଜନାରେ ୬୬୦ ହିତାଧିକାରୀ ସାମିଲ

ସାକ୍ଷୀଗୋପାଳ,୬।୧୨(ଡି.ଏନ୍‌.ଏ.) : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ୬୬୦ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ସେବାରେ ସାମିଲ କରାଯାଇଛି। ଏହ ସମସ୍ତ ପରିବାରକୁ ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ। ସତ୍ୟବାଦୀ ବ୍ଲକ କର୍ଯ୍ୟାଳୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ…

ବିଭିନ୍ନ ଦୋକାନରେ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପଲିଥିନ ସାମଗ୍ରୀ ଜବତ, ୩୮,୫୦୦ ଟଙ୍କା ଜରିମାନା ଆଦାୟ

ଜୟପୁର,୬।୧୨(ଡି.ଏନ୍‌.ଏ.) : କୋରାପୁଟ ଜିଲା ଜୟପୁର ସହରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ୯୫ କିଲୋଗ୍ରାମ ପଲିଥିନ ସାମଗ୍ରୀ ଜବତ କରାଯାଇଥିବା ବେଳେ ୩୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରଯାଇଛି। ଏହି…

କାଳିଆ-ପିଏମ୍‌ କିଷାନ ଯୋଜନା ମିଶି ପାରିବ ନାହିଁ: ଭାଜପା

ଭୁବନେଶ୍ୱର,୬।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିପାରିବ ନାହିଁ। ରାଜ୍ୟ ଭାଜପା ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ନେତା ସମୀର ମହାନ୍ତି ଏବଂ ଗୋଲକ ମହାପାତ୍ର ଏହା କହିଛନ୍ତି। ସେମାନେ…

ପୋକ୍ସୋ ଆକ୍ଟରୁ ଉଠିଯାଉ କ୍ଷମା ଆବେଦନ: ରାଷ୍ଟ୍ରପତି

ଜୟପୁର,୬।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପୋକ୍ସୋ ଆକ୍ଟରେ ଅଭିଯୁକ୍ତଙ୍କୁ କ୍ଷମା ମିଳିବା ଉଚିତ ନୁହେଁ। ଏଭଳି ମାମଲାରେ କ୍ଷମା ଆବେଦନକୁ ଉଠାଇଦେବା ଉଚିତ ବୋଲି କୋବିନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନ ସିରୋହିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri