Home

ନବଦମ୍ପତି ହଜାଇଦେଲେ ମନ ପସନ୍ଦର ଜିନିଷ, ପାଇବା ପାଇଁ ଖେଳାଇ ଖୋଜିଲେ ୩୦ ଟନ୍‌ ଅଳିଆ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହୁଥିବା ନବଦମ୍ପତି ସେମାନଙ୍କ ମନ ପସନ୍ଦର ଏକ ଜିନିଷ ହଜାଇ ଦେଇଥିଲେ। ଫଳରେ ଏହାକୁ ପାଇବା ପାଇଁ ସେମାନେ ୩୦ ଟନ୍‌ର ଅଳିଆ ଖୋଜିବାରେ ଲାଗିଲେ। ଯାହା ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଗଲେ। ଏମିତି କ’ଣ ହଜାଇ…

ଆଣ୍ଟାର୍କଟିକ୍‌ ଆଇସ୍‌ ମାରାଥନ୍‌: ୮୪ ବର୍ଷୀୟ ଧାବକଙ୍କ ରେକର୍ଡ

କାନାଡା: ଆଣ୍ଟାର୍କଟିକ୍‌ ଆଇସ୍‌ ମାରାଥନ୍‌ରେ ଭାଗନେଇ ସବୁଠୁ ବୟସ୍କ ଧାବକ ହୋଇପାରିଛନ୍ତି କାନାଡାର ୮୪ ବର୍ଷୀୟ ରୟ ସ୍ବେନିଂସେନ୍‌। ଆଲବର୍ଟା ପ୍ରାନ୍ତର ରାଜଧାନୀ ଏଡମଣ୍ଟନ ନିବାସୀ ରୟ ୧୧ଘଣ୍ଟା, ୪୧ ମିନିଟ୍‌, ୫୮ ସେକେଣ୍ଡରେ ଆଇସ୍‌ ମାରାଥନ୍‌ ଦୌଡ଼ ପୂରା କରିଥିଲେ।…

‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’ ଚଳିତବର୍ଷ ଓସ୍କାର ଆଓ୍ବାର୍ଡ ପାଇଁ ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର୍‌ ଫିଲ୍ମ କ୍ୟାଟେଗୋରିରେ ଭାରତ ପକ୍ଷରୁ…

୪ କି.ମି. ଘୁଞ୍ଚିଲା ମସ୍‌ଜିଦ

ଆଙ୍କାରା: ଗୋଟିଏ ଜାତିର ଇତିହାସ ବଖାଣେ ପୁରାତନ ସ୍ମାରକୀ। ଏହାକୁ ସଂରକ୍ଷଣ କରିବା ଅର୍ଥ ପରପିଢ଼ି ପାଖରେ ସମୃଦ୍ଧ ଇତିହାସକୁ ସୁରକ୍ଷିତ ଭାବେ ପହଞ୍ଚାଇବା। ଏପରି ମହତ୍‌ ଉଦ୍ଦେଶ୍ୟ ରଖି ତୁର୍କୀ ସରକାର ଦେଶର ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜିକୁ ସୁରକ୍ଷା ଦେବାକୁ ଆଗେଇ…

୨୦୦୮ ଜୟପୁର ବୋମା ବିସ୍ଫୋରଣ: ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଜୟପୁର,୧୮।୧୨: ରାଜସ୍ଥାନ ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ବିସ୍ଫୋରଣ ମାମଲାରେ ୧୧ ବର୍ଷ ପରେ ବୁଧବାର ବିଶେଷ ଅଦାଲତ ରାୟ ଦେଇଛନ୍ତି। ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି। ବିଚାରପତି ଅଜୟ କୁମାର…

ସଂଖ୍ୟାଲଘୁଙ୍କ ଏକତା ହିଁ ଦେଶର ଶକ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସୁରକ୍ଷା…

ଏମିତି ଏକ ରୋଗରେ ପୀଡ଼ିତ ଥିଲେ ଯୁବକ, ସର୍ଜରୀ ପରେ ମିଳିଲା ନୂଆ ଜୀବନ

ଚାଇନା: ବିଶ୍ୱରେ କିଛି ଲୋକ ଅଛନ୍ତି, ସେମାନଙ୍କର ଶାରୀରିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ଫଳରେ ଚଲାବୁଲା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏମିତି ଜଣେ ଯୁବକ ହେଉଛନ୍ତି ଚାଇନାରେ ରହୁଥିବା ଲି ହୁଆ। ତାଙ୍କୁ ଆଙ୍କିଲସିଂ…

ଭାରତ-ବାଂଲାଦେଶ ଜେଆର୍‌ସି ଆଲୋଚନା ବାତିଲ୍‌

ଢ଼ାକା/ନୂଆଦିଲ୍ଲୀ,୧୮।୧୨: ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଜଏଣ୍ଟ୍‌ ରିଭର କମିଶନ(ଜେଆର୍‌ସି) ଆଲୋଚନାକୁ ବାତିଲ୍‌ କରି ଦିଆଯାଇଛି। ଉଭୟ ଦେଶରେ ପ୍ରବାହିତ ମୁହୁରି, ମୋନୁ, ଧରଲା, ଖୋଓ୍ବାଇ, ଗୁମତି ଏବଂ ଦୁଧକୁମାର ଆଦି ୬ଟି ନଦୀ ଜଳ ଉପରେ ଦିଲ୍ଲୀରେ ବୁଧବାର ହେବାକୁ…

ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା

ବାଲେଶର ଅଫିସ, ୧୮।୧୨:ବାଲେଶର ଜିଲାର ଏଫ୍‌ସିଆଇ ଅଫିସର ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ମୟୁରଭଞ୍ଜର ବଢ଼ା ମାରାଣ୍ଡି । ମଙ୍ଗଳବାର ରାତିରେ ବାଲେଶ୍ୱର ସହଦେଖୁଣ୍ଟା ଥାନା ଗୁଡିପଦାର ଭଡା ଘରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ…

ଛତିଶା ନିଯୋଗ ବୈଠକ ଆରମ୍ଭ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବୁଧବାର ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଥିବା ଏହି ବୈଠକରେ ମକର ସଂକ୍ରାନ୍ତି, ସୂର୍ଯ୍ୟୋପରାଗ ଏବଂ ନୂଆବର୍ଷର ନୀତିକାନ୍ତି ସଂକ୍ରାନ୍ତରେ ଆଲୋଚନା ହେବ। ମୁଖ୍ୟ…

ନାଗରିକତା ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦାଖଲ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ବିଚାର କରି ସୁପ୍ରିମ୍‌କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି। ଏସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏହାର…

ଅମିତ ଶାହଙ୍କୁ ଟିପ୍ସ ଦେଲେ ଅକ୍ଷୟ କୁମାର, ସନ୍ଧ୍ୟା ୬.୩୦ ପରେ ଖାଦ୍ୟ ଖାଆନ୍ତୁ ନାହିଁ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌ ଉପରେ ସର୍ବଦା ଧ୍ୟାନ ଦିଅନ୍ତି। ଠିକ୍‌ ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍‌ ସତର୍କ ଥାନ୍ତି। ଏକପରିକି କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେ ନିର୍ଦ୍ଦେଶକଙ୍କ ସହ ଟାଇମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri