ଦରମାରେ ପାଠାଗାର ପାଇଁ ଗୀତା କିଣିଥିଲି
ସାମାଜିକ କର୍ମୀ ତଥା ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ପ୍ରତିଷ୍ଠାତା ସଞ୍ଜୟ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ଗାଁରେ ମୋ ଜନ୍ମ। ଦୁରୁଦୁରା ଉଚ୍ଚ ବିଦ୍ୟାଳୟରୁ ୨୦୦୪ରେ ମାଟ୍ରିକ୍…
ଫେରି ପାରନ୍ତି ଇସା
ମୁମ୍ବାଇ: ବଲିଉଡ୍ ନାୟିକା ଇସା ଦଓ୍ବେଲ ପୁଣିଥରେ ପରଦା ମୁହାଁ ହୋଇଛନ୍ତି ବୋଲି ଖବର ମିଳିଛି। ବିବାହ ଓ ମାତୃତ୍ୱଲାଭ ପରେ ସେ ବଡ ପରଦାରୁ ଦୂରେଇ ଯାଇଥିଲେ। ହେଲେ ଏବେ ପୁଣିଥରେ ଭଲ କାହାଣୀ ଓ ଭଲ ଚରିତ୍ର ମିଳିଲେ…
ଏହି ଯୋଗାସନ ଦୂର କରେ ଅନେକ ରୋଗ
ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍ ଭାବରେ ହୋଇଥାଏ। ତେବେ ଯେ କୌଣସି ଯୋଗାସନ କରିବା ପୂର୍ବରୁ ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାରୁ ଜରୁରୀ।…
ନଟରାଜ ପୋଜ୍
କ୍ରିକେଟ ପାଇଁ ରଣବୀର ସିଂ କେତେ ପାଗଳ ତାହା କହିବା ବାହୁଲ୍ୟ। କାରଣ ଗତ ବିଶ୍ୱକପ୍ରେ ତାଙ୍କୁ ଅତିଥି ଭାଷ୍ୟକାର ଭାବରେ ଦେଖିବାକୁ ମିଳିଥିଲା। କମେଡି ଡାଏଲଗ୍ ଭରା ତାଙ୍କର ଲାଇଭ୍ କମେଣ୍ଟ୍ରିକୁ ନେଇ ସେତେବେଳେ ବେଶ୍ ପ୍ରଶଂସା ମିଳିଥିଲା। ଏବେ…
ମୂଷାଙ୍କ ପାଇଁ ପାଇଜାମା ଓ ମ୍ୟାଟ୍ରେସ୍
ପେଟ୍ ଭିତରେ ଅନେକେ ମୂଷା ବି ରଖନ୍ତି। ତାଙ୍କର ଯତ୍ନ ନିଅନ୍ତି, ଖାଇବାକୁ ଦିଅନ୍ତି ଓ ପଞ୍ଜୁରିରେ ରଖନ୍ତି। ତେବେ ନିକଟରେ ଜଣେ ମହିଳା ପୋଷା ମୂଷାଙ୍କ ପାଇଁ ତିଆରି କରିଛନ୍ତି ସୁନ୍ଦର ପାଇଜାମା। ତା’ସହ ସେମାନଙ୍କ ଆରାମ ପାଇଁ ତିଆରି…
ଏଥର ନିର୍ବାଚନ ନୁହେଁ ସିଧା ସରକାର ଗଠନ କରାଯାଉ: ଉଦ୍ଧବ
ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ସରକାର ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛନ୍ତି। ରାତାରାତି ନିଷ୍ପତ୍ତି ନେଇ ଶନିବାର ସକାଳୁ ଭାଜପା-ଏନ୍ସିପି ସହ ମିଶି ସରକାର ଗଢିବା ଶିବସେନା ହଜମ କରି ପାରୁନି। କାରଣ ଶିବସେନା ଶନିବାର ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରି…
ସାରାଙ୍କ ଟେନସନ
ସୈଫ ତନୟା ସାରା ଅଲ୍ଲୀ ଖଁ। କ’ଣ କରିବେ ଜାଣିପାରୁନାହାନ୍ତି। କାରଣ ପ୍ରେମ ତାଙ୍କ ପାଇଁ ଟେନସନ ସାଜିଛି। ଯୁଆଡ଼େ ଗଲେ ସେହି ଗୋଟିଏ ପ୍ରଶ୍ନ। କାର୍ତ୍ତିକ ଆର୍ଯ୍ୟନଙ୍କ ସହ ସମ୍ପର୍କକୁ ନେଇ ସେ ଏବେ ଚର୍ଚ୍ଚାରେ। ତେବେ ଏହି ଘଟଣାକୁ…
ସୁନ୍ଦରବାନି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର,୨୩।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଶନିବାର ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରି ଜିଲାର ସୁନ୍ଦରବାନି ସେକ୍ଟରରେ ପୂର୍ବାହ୍ନ ୧୧ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ତଥା ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି।…
ଡିସେମ୍ବର ୨ରେ ନୌସେନାରେ ସାମିଲ୍ ହେବେ ପ୍ରଥମ ମହିଳା ପାଇଲଟ
ନୂଆଦିଲ୍ଲୀ,୨୩।୧୧: ଭାରତୀୟ ବାୟୁସେନାରେ ୩ ଜଣ ମହିଳା ପାଇଲଟ ଯୋଗଦେଇଥିବା ବେଳେ ଏବେ ନୌସେନାରେ ଜଣେ ମହିଳା ପାଇଲଟ୍ ଯୋଗଦେବେ। ବିହାର ମୁଜାଫରପୁର ବାସିନ୍ଦା ଲ୍ୟୁଟ୍ନାଟ୍ ଶିବାଙ୍ଗୀ ଡିସେମ୍ବର ୨ରେ ନୌସେନାରେ ଯୋଗଦେବେ। ସେ ଏବେ ନୌସେନାର ଦକ୍ଷିଣ କମାଣ୍ଡରେ ତାଲିମ୍…
କରତାରପୁର କରିଡର ମାଧ୍ୟମରେ ଭାରତରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ: ଆନନ୍ଦ ମିର୍ଜା
ଇସ୍ଲାମାବାଦ,୨୩।୧୧: କରତାରପୁର କରିଡର ଉଦ୍ଘାଟନକୁ ପାଖାପାଖି ମାସେ ହୋଇଗଲାଣି। ଏବେ ପିଓକେ କର୍ମୀ ଆନନ୍ଦ ମିର୍ଜା ଏହାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ପାକସ୍ତାନ କରତାରପୁର କରିଡର ମାଧ୍ୟମରେ ଭାରତରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି।…
କ’ଣ କରୁଛନ୍ତି ଇଲିଆନା
ଇଲିଆନା ଡି’ କ୍ରୁଜ ଏବେ କ’ଣ କରୁଛନ୍ତି ? ଯେହେତୁ ଏବେ ହାତରେ ସିନେମା ନାହିଁ ତେଣୁ ସେ ଗୋଟିଏ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି। ସେ ବର୍ତ୍ତମାନ ମାଇଣ୍ଡ ଫ୍ରେଶ କରିବାକୁ ଫରେନ୍ ଟୁର୍ରେ ଅଛନ୍ତି। ଅର୍ଥାତ୍, ପାଖାପାଖି ତିନି…
ସୁଜୟଙ୍କ ପ୍ରଶଂସାରେ ସୋନମ
ସୋନମ କପୁରଙ୍କ ମୁହଁରେ ଏବେ ସୁଜୟ ଘୋଷଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି। କାରଣ ସୁଜୟଙ୍କ ଆଗାମୀ ରିମେକ୍ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଯେତେବେଳେ ଏହି ଅଫର ତାଙ୍କୁ ଦିଆଗଲା ସେତେବେଳେ ସେ ଆଗପଛ ବିଚାର ନ କରି ହଁ…
Archives


