ରତ୍ନଭଣ୍ଡାର ଗହଣାର ଅଡିଟ ଦାବି
ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ସମସ୍ତ ଅଳଙ୍କାରର ଅଡିଟ୍ ପାଇଁ ଦାବି ହୋଇଛି। ଏ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ ପାଇଁ ସେ…
ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋର କରିଛନ୍ତି ଏହି ବ୍ୟାଟ୍ସମ୍ୟାନ୍
ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ବିଶ୍ୱର ମହାନ ଉଇକେଟକିପରଙ୍କ ମଧ୍ୟରେ ଅନ୍ୟତମ କୁମାର ସାଙ୍ଗାକାରାଙ୍କ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବିଶ୍ୱ କ୍ରିକେଟରରେ ନିଜ ବ୍ୟାଟିଂ ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସାଙ୍ଗାକାରା। ସଚିନ ତେନ୍ଦୁଲକରଙ୍କ…
ମୁସଲମାନଙ୍କୁ ସରକାରୀ ଚାକିରି ମିଳିବା ନେଇ ପ୍ରତିକ୍ରିୟା ରଖିଲେ ଏଆଇୟୁଡିଏଫ୍ ଅଧ୍ୟକ୍ଷ
ଗୁଆହାଟି,୨୯।୧୦: କିଛି ଦିନ ପୂର୍ବରୁ ଆସାମ ସରକାର ସରକାରୀ ଚାକିରି ନେଇ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏଆଇୟୁଡିଏଫ୍ର ଅଧ୍ୟକ୍ଷ ତଥା ଲୋକ ସଭା ଏମ୍ପି ବଦରୁଦ୍ଦିନ ଅଜମଲ ଏନେଇ ପ୍ରତିକ୍ରିୟା…
ଶ୍ରୀନଗର ପହଞ୍ଚିଲେ ୟୁରୋପିଆନ୍ ପ୍ରତିନିଧି ଦଳ
ଜମ୍ମୁ,୨୯।୧୦: ୟୁରୋପିଆନ୍ ୟୁନିୟନର ୨୮ ଜଣ ସାଂସଦ ଜମ୍ମୁ-କଶ୍ମୀର ଗସ୍ତକୁ ନେଇ ମଙ୍ଗଳବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଏହା କୌଣସି ବିଦେଶି ପ୍ରତିନିଧି ଦଳଙ୍କ ପ୍ରଥମ ଗସ୍ତ। ଏମାନେ ସେଠାରେ ରାଜ୍ୟପାଳଙ୍କୁ…
ଇ-ବ୍ୟବସ୍ଥାରେ ୫ଟି ବାଟାଲିଅନ
ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଏଣିକି ରାଜ୍ୟର ୫ଟି ବାଟାଲିଅନ ଇ-ବ୍ୟବସ୍ଥାରେ ରହିବ। ସେଗୁଡ଼ିକ ହେଲା କଟକ, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି ଓ ରାଉରକେଲା । ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ୫ଟି ବାଟାଲିଅନକୁ ଅପଗ୍ରେଡ୍ କରାଯିବ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନରେ…
ଅବସର ପୂର୍ବରୁ ରାଞ୍ଚିକୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି ଧୋନୀ
ରାଞ୍ଚି,୨୯।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। ୨୦୧୯ ବିଶ୍ୱକପ୍ ପରେ କ୍ରିକେଟରୁ ନିଜକୁ ଦୂରେଇ ରଖିଥିବା ଧୋନୀ କିନ୍ତୁ ଏବେ ବିନ୍ଦାସ ଜୀବନ ବିତାଉଛନ୍ତି। କେବେ ତାଙ୍କୁ ଭାରତୀୟ କ୍ରିକେଟ…
ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିବା ଘଟଣା: ବୃଦ୍ଧା ମୃତ
ଦିଗପହଣ୍ଡି,୨୯।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁ ଦଳିତ ସାହିରେ ଲଗାଣ ବର୍ଷାରେ ଗତ ଶନିବାର ସନ୍ତୋଷ ନାଇକଙ୍କ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ତାଙ୍କର ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ…
ରାଜରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ
ଭଦ୍ରକ ଅଫିସ,୨୯ା୧୦: ଜଗଜ୍ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ମଙ୍ଗଳବାର ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଏହି ଅବସରରେ…
ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ: ଏଥର ମହୋଦଧି ମାର୍କେଟ କମ୍ପ୍ଲେକ୍ସ
ପୁରୀ ଅଫିସ, ୨୯।୧୦: ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ମଙ୍ଗଳବାର ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାଯାଉଛି। ପୂର୍ବରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ଗତ ୪ତାରିଖ ସୁଦ୍ଧା ସମସ୍ତ ଦୋକାନ ଖାଲି…
ମୁଖ୍ୟମନ୍ତ୍ରୀ ପାଇଁ ରାହୁଲ ଗାନ୍ଧୀଙ୍କଠାରୁ ୧୦ ଗୁଣା ଅଧିକ ଯୋଗ୍ୟ ଆଦିତ୍ୟ ଠାକରେ: ସୁବ୍ରମଣ୍ୟମ ସ୍ବାମୀ
ନୂଆଦିଲ୍ଲୀ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏପର୍ଯ୍ୟନ୍ତ ଏମାନଙ୍କ ଭିତରେ ଅଙ୍କକଷା ଛିଡି ପାରୁ ନାହିଁ। ଏତିକି ବେଳେ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ବୟାନ ଚର୍ଚ୍ଚାର ପରିସରକୁ…
ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଏଭଳି ଏକ ଷ୍ଟାର, ଯିଏ ଆବଶ୍ୟକତା ପଡ଼ିଲେ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇ ୨କୋଟି ଟଙ୍କା ଦାନ କରିଥିଲେ।…
ରାଷ୍ଟ୍ରପତି ଦେଲେ ମଞ୍ଜୁରୀ: ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଶରଦ ଅରବିନ୍ଦ ବୋବଡେ
ନୂଆଦିଲ୍ଲୀ,୨୯।୧୦: ଆସନ୍ତା ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସିଆଇଜେଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କେବିନ୍ଦ। ଦେଶର ୪୭ ତମ ପ୍ରଧାନ ବିଚାରପତି ଭାବେ…
Archives


