Home

୧୨୬ ବର୍ଷ ବୟସରେ ଆଖି ବୁଜିଲେ ପୃଥିବୀର ବୟସ୍କା ମହିଳା: ରହିଛନ୍ତି ୨୦୦ରୁ ଅଧିକ ନାତିନାତୁଣୀ

ଦଖନା,୩୦।୧: ପୃଥିବୀର ବୟସ୍କା ମହିଳାଙ୍କର ୧୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୨୦୦ରୁ ଅଧିକ ନାତିନାତୁଣୀ ଥିବା କୁହାଯାଉଛି। ଉଜ୍‌ବେକିସ୍ତାନର ଏହି ବୟସ୍କା ମହିଳା ଫାତିମା ମିର୍ଜୋକୁଲଓ୍ବାଙ୍କର ଅନ୍ତିିମ ସଂସ୍କାର ଇତିମଧ୍ୟରେ ଦଖନା ସହରରେ ଶେଷ ହୋଇଛି। ପାସପୋର୍ଟ ଅନୁସାରେ…

ପୋଖରୀକୁ ଭୁଶୁଡ଼ିଲା ଗାର୍ଡଓ୍ବାଲ

ବାସୁଦେବପୁର,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଲବଗାସ୍ଥିତ ଝାଡ଼େଶ୍ୱର ମହାଦେବଙ୍କ ପୋଖରୀ ଗାର୍ଡଓ୍ବାଲ ଭୁଶୁଡ଼ି ପଡ଼ିଛି। ଏହି ପୋଖରୀରେ ଗତ କିଛିମାସ ତଳେ ନିର୍ମାଣ ହୋଇଥିବା ଗାର୍ଡଓ୍ବାଲ ହଠାତ୍‌ ଭାଙ୍ଗି ପଡ଼ିଛି। ଏହି ଗାର୍ଡ଼ଓ୍ବାଲ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ ହୋଇଥିବା ସୂଚନା ମିଳିଛି।…

ଇନ୍‌ଷ୍ଟାଗ୍ରାମ୍‌ରେ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଲା

ଲିସବନ୍‌,୩୦।୧: ଇନ୍‌ଷ୍ଟାଗ୍ରାମ୍‌ରେ ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଛି। ଏଭଳି ଉପଲବ୍ଧି ହାସଲ କରିଥିବା ସେ ପ୍ରଥମ ବ୍ୟକ୍ତି ବୋଲି କୁହାଯାଉଛି। ଖୋଦ୍‌ ଇନ୍‌ଷ୍ଟାଗ୍ରାମ୍‌ର ଫଲୋଅର୍ସ ସଂଖ୍ୟା ୩୩ କୋଟି ରହିଛି। ଇନ୍‌ଷ୍ଟାଗ୍ରାମ୍‌ ପଛକୁ…

ଯୁବ କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ତିରୋଧାନ ଦିବସ

ଫୁଲବାଣୀ ଅଫିସ, ୩୦ା୧-କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଫୁଲବାଣୀରେ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଗାନ୍ଧି ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ସେଠାରେ ଏକ ସଭା ହୋଇଥିଲା ।…

‘ଭଞ୍ଜଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ’

ଭଞ୍ଜନଗର,୩୦।୧(ଡି.ଏନ.ଏ.)-କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜଣେ ବିଶ୍ୱ ପ୍ରସିଦ୍ଧ କବି। ତାଙ୍କ ସମ୍ପର୍କରେ ଯେଉଁଭଳି ପ୍ରଚାର ଓ ପ୍ରସାର ହେବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ଗୁରୁବାର ଶ୍ରୀପଞ୍ଚମୀରେ କବିସମ୍ରାଟଙ୍କ…

ଜାରି ହେଲା ସୂର୍ଯ୍ୟର ସ୍ପଷ୍ଟ ଫଟୋ: ଝଟକୁଛି ଦାନାଦାର ସୁନା କଣିକା

ହଓ୍ବାଇ,୩୦।୧: ସୂର୍ଯ୍ୟର ସ୍ପଷ୍ଟ ଫଟୋକୁ ଆମେରିକା ଜାରି କରିଛି। ଏହାକୁ ହାଓ୍ବାଇର ନ୍ୟାସନାଲ୍‌ ସାଇନ୍ସ୍‌ ଫାଉଣ୍ଡେଶନ ପକ୍ଷରୁ ଡେନିୟଲ କେ ଇନୋୟ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ କରାଯାଇଛି। ଏଥିରେ ସୂର୍ଯ୍ୟରେ ସୁନା ଭଳି ଦାନାଦାର କଣିକା ଥିବାର ଦେଖିବାକୁ ମିଳୁଛି। ଏହା…

ଜାମିଆ ଗୁଳିକାଣ୍ଡ ଭଳି କାର୍ଯ୍ୟକୁ ସହ୍ୟ କରାଯିବନି : ଶାହ

ନୂଆଦିଲ୍ଲୀ,୩୦।୧: ଜାମିଆ ଗୁଳିକାଣ୍ଡ ଭଳି ଘଟଣାକୁ କେବେ ବି ସହ୍ୟ କରାଯିବନି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏସମ୍ପର୍କରେ ଶାହ ଟୁଇଟ୍‌ କରି ଜଣାଇଛନ୍ତି। ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ…

ରାତିରେ ଭିଜାଇ ସକାଳୁ ଖାଆନ୍ତୁ ଅଲ୍‌ମଣ୍ଡ, ମିଳିବ ଏସବୁ ଫାଇଦା

ଶୀତଦିନେ ଅନେକ ଲୋକ ଡ୍ରାଏଫ୍ରୁଟ୍ସକୁ ଖାଦ୍ୟପେୟରେ ସାମିଲ କରିଥାଆନ୍ତି। ସେଥିମଧ୍ୟରୁ ଅଲମଣ୍ଡ (ବାଦାମ) ଅନ୍ୟତମ। ଏହା ଉପାଦେୟ ପୋଷକ ତତ୍ତ୍ୱରେ ଭରପୂର। ବିଶେଷକରି ତ୍ୱଚା ଓ କେଶ ପାଇଁ ଏହା ଭଲ। ତେବେ ବାଦାମରୁ ଅଧିକ ଲାଭ ପାଇବା ପାଇଁ ଏହାକୁ…

ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତୀୟ ଭିଜାନୀତି କୋହଳ ଲାଗି ଦାବି କଲେ ପାକିସ୍ତାନୀ ହିନ୍ଦୁ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୦।୧: ପାକିସ୍ତାନରେ ବାସ କରୁଥିବା ହିନ୍ଦୁମାନେ ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତ ସରକାରଙ୍କ ଭିଜା ନୀତିକୁ କୋହଳ କରିବାକୁ ଦାବି କରିଛନ୍ତି। ଭାରତ ସରକାର ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଭଳି ମହାନ କାର୍ଯ୍ୟ କରିଥିବାବେଳେ ଏବେ…

୫୦ କୋଟି କ୍ଲବ୍‌ରେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’

ମୁମ୍ବାଇ: ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି ବରୁଣ ଧାଓ୍ବନ-ଶ୍ରଦ୍ଧା କପୁର ଅଭିନୀତ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’। ଛ’ ଦିନ ରିଲିଜ୍‌ ପରେ ଫିଲ୍ମ ୫୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଏନେଇ ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍‌ କରି ସୂଚନା…

ଭାଜପାରେ ଫାଟ: ଏମ୍‌ପି-ମନ୍ତ୍ରୀଙ୍କ କଳିରୁ ପୋଲ ଉପର ଦେଇ ଯାତାୟାତ ବନ୍ଦ

କାନପୁର,୩୦।୧: ଉତ୍ତରପ୍ରଦେଶ ଭାଜପାରେ ଫାଟ ସୃଷ୍ଟି ହୋଇଛି। ଏମ୍‌ପି ସତ୍ୟଦେବ ପଚୌରି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ସତିଶ ମହାନାଙ୍କ ମଧ୍ୟରେ ଲାଗି ରହିଥିବା କଳି ଯୋଗୁ ଏବେ କାନପୁରରେ ନିର୍ମିତ ହୋଇଥିବା ପୋଲ ଉପର ଦେଇ ଯାତାୟାତ…

ଇନ୍‌ଷ୍ଟାଗ୍ରାମର ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’

ବାଡ୍ଡି ଓ୍ବିଙ୍କଲ୍‌। ବୟସ ୯୨। କିନ୍ତୁ ଏବେ ବି କମିନି ତାଙ୍କ ଜଲଓ୍ବା। ଷ୍ଟାଇଲରେ ସେ ଆଜିକାଲି ମଡେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’ ଭାବେ ସେ ପରିଚୟ ହାସଲ କରିଛନ୍ତି। ତାଙ୍କ ଷ୍ଟାଇଲ୍‌ ଦେଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?