Home

୩ ଦିନ ଧରି ହେବ ସାତକୋଶିଆରେ କୁମ୍ଭୀର ଗଣନା

ଗଣିଆ,୯ା୧(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହେଉଛି। ଏହି ଗଣନା କାର୍ଯ୍ୟ ୯,୧୦,୧୧ ତାରିଖ ତିନିଦିନ ଧରି କରାଯିବ।…

କୋର୍ଟ ପହଞ୍ଚିଲା ‘ଛପାକ’: ରିଲିଜ୍‌ ସ୍ଥଗିତ ରଖିବାକୁ ଆବେଦନ

ମୁମ୍ବାଇ,୯।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଗୋଟିଏ ଦିନ ପରେ ରିଲିଜ୍‌ ହେବାକୁ ଯାଉଛି। ହେଲେ ରିଲିଜ୍‌ ପୂର୍ବରୁ ଏହା ଏବେ କୋର୍ଟରେ ପହଞ୍ଚିଯାଇଛି। ଆଇନଜୀବୀ ଅପର୍ଣ୍ଣା ଭଟ୍ଟ ଫିଲ୍ମର ରିଲିଜ୍‌କୁ ବନ୍ଦ କରିବାକୁ ଦିଲ୍ଲୀର ପଟିଆଲା…

ଜଟଣୀରେ କଂସେଇଖାନା ନାହିଁ: ଅବାଧରେ ବାହାରେ ଚାଲିଛି ମାଂସକଟା

ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍‌ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଅଙ୍କୁଶ ରହୁନାହିଁ। ଏପରି କି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ମାଂସ…

ସିଏଏକୁ ବିରୋଧ କରି ବିରୋଧୀଙ୍କ ‘ଗାନ୍ଧୀ ଶାନ୍ତି ଯାତ୍ରା’

ମୁମ୍ବାଇ,୯।୧: ମହାରାଷ୍ଟ୍ରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରି ବିରୋଧୀ ଦଳ ପକ୍ଷରୁ ଗୁରୁବାର ‘ଗାନ୍ଧୀ ଶାନ୍ତି ଯାତ୍ରା’ ବାହାର କରାଯାଇଛି। ଏହି ବିରୋଧ ପ୍ରଦର୍ଶନୀରେ ଏନ୍‌ସିପି ନେତା ଶରଦ ପାଓ୍ବାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ…

ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ସଭା

ଖୋର୍ଦ୍ଧା ଅଫିସ,୯ା୧: ଗଡମାଣତୀରର ରାମଚଣ୍ଡୀଙ୍କ ପୀଠରେ ଭାଜପାର ଦକ୍ଷିଣ ବେଗୁନିଆ ପକ୍ଷରୁ ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଯଜ୍ଞେଶ୍ୱର ସୁନ୍ଦରରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୋ-ଅର୍ଡିନେଟର ରଘୁନାଥ ଷଡଙ୍ଗୀ ଯୋଗ ଦେଇ ନାଗରିକ…

ସଫ୍ଟଓ୍ବେର ଇଞ୍ଜିନିୟର ଦେବାଶିଷ ପାଇଲେ ଓଏଏସ୍‌: ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେବା ଲକ୍ଷ୍ୟ

କୃଷ୍ଣପ୍ରସାଦ,୯ା୧(ଡି.ଏନ.ଏ.): ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ପାରିକୁଦଗଡରୁ ଓଏଏସ ପାଇବାରେ ସଫଳ ହୋଇଛନ୍ତି ଦେବାଶିଷ ପାତ୍ର। ତାଙ୍କ ଲକ୍ଷ୍ୟ ରହିଛି ଜନସାଧାରଣଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇଦେବା। ସେ ୩ ବର୍ଷ ଧରି ବାଙ୍ଗାଲୋରରେ ସଫ୍ଟ୍ଟଓ୍ବେର ଇଞ୍ଜିନିୟର ଭାବେ କାର୍ଯ୍ୟ…

ବଢୁଛି ପଥର ଚୋରି

ଖୋର୍ଦ୍ଧା ଅଫିସ,୯ା୧: ଖୋର୍ଦ୍ଧା ସବ୍‌ଡିଭିଜନରେ ମାଙ୍କଡା, କଳାମୁଗୁନି ପଥର ଚୋରି ବଢ଼ିବାରେ ଲାଗିଛି। ତହସିଲ କର୍ତ୍ତୃପକ୍ଷ ଓ ପୋଲିସର ଚଢାଉ ପଥର ଚୋରିକୁ ରୋକିବାରେ ସକ୍ଷମ ହୋଇ ପାରୁନାହିଁ। ଲଘୁ ଖଣିଜ ଚୋରି ରୋକିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ ନିର୍ଦ୍ଦେଶକୁ ୨୮…

କୁଦାହୁଡ଼ାଙ୍ଗ ଜଙ୍ଗଲରେ ମାଈହାତୀ ମୃତ

ନୂଆଗାଁ, ୯ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବନାଞ୍ଚଳ ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ଅନ୍ତର୍ଗତ କୁଦାହୁଡାଙ୍ଗ ଜଙ୍ଗଲରେ ବୁଧବାର ଏକ ମାଈ ହାତୀର ମୃତଦେହ ମିଳିଛି। ହାତୀକୁ କେହି ମାରି ଦେଇଛନ୍ତି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି…

ନୋଏଡା ଇଏସ୍‌ଆଇସି ହସ୍ପିଟାଲରେ ନିଆଁ

ନୋଏଡା,୯।୧: ଉତ୍ତର ପ୍ରଦେଶର ନୋଏଡାରେ ଥିବା ଇଏସ୍‌ଆଇସି ମଡେଲ ହସ୍ପିଟାଲରେ ଗୁରୁବାର ନିଆଁ ଲାଗିଥିବା ଜଣାପଡିଛି। ସେକ୍ଟର ୨୪ରେ ଥିବା ଏହି ହସ୍ପିଟାଲରେ ନିଆଁ ଲାଗିଥିବା ଖବର ପାଇ ୬ ଦମକଳ ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…

୯୪ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ସମୟରେ ନିଜ ଟୁଇଟରରେ ଲୋକଙ୍କୁ ପ୍ରେରଣା ଦେବା ଭଳି କାହାଣୀ ଶେୟାର କରିଥାନ୍ତି। ଏବେ ସେ ଚଣ୍ଡିଗଡ ୯୪ ବର୍ଷୀୟା ହରଭଜନ କୌରଙ୍କ କାହାଣୀ ଶେୟାର କରିଛନ୍ତି। ପରିଣତ ବୟସରେ ହରଭଜନ ଆରମ୍ଭ…

ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲା ସିବିଆଇ: ମୁଜାଫରପୁର ଆଶ୍ରୟ ଗୃହରେ ହୋଇନି ଅନ୍ତେବାସୀଙ୍କ ହତ୍ୟା

ନୂଆଦିଲ୍ଲୀ, ୯ା୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଆଶ୍ରୟ ଗୃହରୁ ଯୁବତୀ ନିଖୋଜ ଏବଂ ହତ୍ୟା ମାମଲାରେ ବୁଧବାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି। ମୁଜଫରାପୁରରସ୍ଥିତ ଉକ୍ତ ଆଶ୍ରୟ ଗୃହରେ କୌଣସି ଯୁବତୀଙ୍କ ହତ୍ୟା ହୋଇନାହିଁ ଏବଂ…

ଇରାକ ଉପରେ ପୁଣି ଆକ୍ରମଣ: ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ

ବାଗଦାଦ,୯।୧: ଆମେରିକା ଓ ଇରାକ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ନେଉନି। ଗୁରୁବାର ସକାଳେ ଇରାକ ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ୨ଟି ରକେଟ୍‌ ମାଡ କରାଯାଇଥିବା ଖବର ମିଳିଛି। ଏହା ଇରାକରେ ଥିବା ଆମେରିକା ଦୂତାବାସର ମାତ୍ର ଶହେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri