ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ସୋୟାବିନ୍
ଆମେରିକାସ୍ଥିତ ମାସାଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏମ୍ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍ ରହିଛି, ଯାହା ବ୍ଲଡ୍ ସୁଗାର ଓ କୋଲେଷ୍ଟରଲ ସ୍ତର କମ୍ କରିବାରେ ସାହାଯ୍ୟ କରିଥାଏ। ଏପରିକି ହୃଦ୍ଘାତ ଏବଂ କିଡ୍ନୀଜନିତ…
ଛୋଟ ପିଲା ଭାବି ଇଣ୍ଡଷ୍ଟ୍ରିରେ ମୋତେ ଗୁରୁତ୍ୱ ଦେଉ ନ ଥିଲେ
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ମାପିଚୁପି କଥା କହୁ ନ ଥିବା କଳାକାରଙ୍କ ମଧ୍ୟରୁ ବଲିଉଡ୍ ଅଭିନେତା ରିଷି କପୁର ଅନ୍ୟତମ। ବଲିଉଡ୍ ହେଉ କି ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ସେ ସ୍ପଷ୍ଟବାଦୀ କଥା କହିବାରେ ବିଶ୍ୱାସ ରଖନ୍ତି। ପୂର୍ବରୁ କେବଳ…
ମହିଳାଙ୍କୁ ଗଣବଳାତ୍କାର ଘଟଣା: ୪ ଅଭିଯୁକ୍ତ ଗିରଫ
ସମ୍ବଲପୁର,୯।୧୨(ବ୍ୟୁରୋ) : ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଧୀନରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ହୋଇଥିବା ଗଣବଳାତ୍କାର ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା ଆଜି ଅର୍ଥାତ୍ ସୋମବାର କରାଯିବ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ…
ନାଗରିକତା ସଂଶୋଧନ ବିଲ୍କୁ ବିରୋଧ: ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ କଲେ ସ୍ବାକ୍ଷର
ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଦେଶର ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ ସ୍ବାକ୍ଷର କରିଛନ୍ତି। ଏହା ଦ୍ୱାରା ଦେଶର ସମ୍ବିଧାନର ମୂଳ ସ୍ବରୂପ ହଜି ଯିବାର ଆଶଙ୍କା ଥିବା ସେମାନେ କହିଛନ୍ତି। ଭାରତୀୟ ସମ୍ବିଧାନ ସବୁବେଳେ ଧର୍ମ ନିରପେକ୍ଷତାକୁ ଗୁରୁତ୍ୱ…
ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଆଗତ
ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍କୁ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ଥିବା ୩୭୫ ସଦସ୍ୟଙ୍କ ମଧ୍ୟରୁ ଆଗତ ସପକ୍ଷରେ ୨୯୩ ଭୋଟ ପଡ଼ିଥିବାବେଳେ ବିରୋଧରେ ୮୨ ଭୋଟ ପଡ଼ିଥିଲା। ବିଲ୍ ଉପରେ ମଙ୍ଗଳବାର…
ନିର୍ଭୟା କାଣ୍ଡ: ଡିସେମ୍ବର ୧୬ରେ ଦୋଷୀଙ୍କୁ ହୋଇପାରେ ଫାଶୀ
ନୂଆଦିଲ୍ଲୀ,୯।୧୨: ନିର୍ଭୟା କାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ବିତି ଯାଇଛି। ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଡିସେମ୍ବର ୧୬ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି। ୭ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ନିର୍ଭୟା କାଣ୍ଡ…
ଆଲିଆଙ୍କୁ ସହି ପାରୁନାହାନ୍ତି କଙ୍ଗନାଙ୍କ ଭଉଣୀ
ଅଭିନେତ୍ରୀ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ଆଲିଆଙ୍କୁ ଜମା ସହିପାରୁନାହାନ୍ତି। କିଛିଦିନ ହେବ ପ୍ରତ୍ୟେକ କଥାରେ ଆଲିଆଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି। ରଙ୍ଗୋଲୀ ଏକ ଟୁଇଟ୍ କରି ଆଲିଆଙ୍କ ପ୍ରତି ସିଧା ଆରୋପ ଲଗାଇଛନ୍ତି। ଅସଲ କାରଣ ହେଲା…
ଦିଲ୍ଲୀ ଅଗ୍ନିକାଣ୍ଡର ଶେଷ ଫୋନ୍ କଲ୍: ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍ ମୋ ପିଲାଙ୍କୁ ସମ୍ଭାଳିବୁ
ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ଼ରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣଙ୍କର ଜୀବନ ଯାଇଛି। ଏବେ ଜଣେ ମୃତକଙ୍କ ଦ୍ୱାରା ଘରକୁ କରାଯାଇଥିବା ଶେଷ ଫୋନ୍ କଲ୍ ସମସ୍ତଙ୍କୁ ବେଶ୍ ଭାବୁକ କରିବାରେ ଲାଗିଛି। ମୃତକଙ୍କ ମଧ୍ୟରେ ଥିବା ମୁଶରଫ…
ଫିନ୍ଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ
ହେଲ୍ସିନ୍କି,୯।୧୨: ଫିନ୍ଲ୍ୟାଣ୍ଡରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବକନିଷ୍ଠ ମନ୍ତ୍ରୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ୩୪ବର୍ଷୀୟ ପୂର୍ବତନ ପରିବହନ ମନ୍ତ୍ରୀ ସନା ମାରିନ୍ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ଦେଶର ଇତିହାସରେ ସବୁଠାରୁ ଯୁବ…
୧୨ ଆସନରେ ଭାଜପା ଆଗରେ ଥିବାରୁ ବିଜୟେନ୍ଦ୍ରଙ୍କୁ ମିଠା ଖୁଆଇଲେ ୟେଦୁରପ୍ପା
ବେଙ୍ଗାଲୁରୁ,୯।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଏବେ ଟିକେ ଖୁସିଥିବା ଦେଖାଯାଇଛି। ସୋମବାର କର୍ନାଟକର ୧୫ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ସେ ସାମାନ୍ୟ ଖୁସି ଅଛନ୍ତି। ସକାଳ ପ୍ରାୟ ୧୧ ଟା ସୁଦ୍ଧା ତାଙ୍କ…
ପିଆଜ ଦରବୃଦ୍ଧିକୁ ନେଇ ପ୍ରତିବାଦ କଲେ ଚନ୍ଦ୍ରାବାବୁ
ଅମରାବତୀ,୯।୧୨: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍. ଚନ୍ଦ୍ରାବାବୁ ନାଇଡୁ ସୋମବାର ପିଆଜ ଦରବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭା ନିକଟ ଭେଙ୍କଟପାଲେମ ଗାଁ ନିକଟରେ ଥିବା ଫାୟାର ଷ୍ଟେଶନ ପାଖରେ ଟିଡିପି କର୍ମୀମାନେ ବେକରେ…
ସୋସିଆଲ୍ ମିଡ଼ିଆ ଯୋଗୁ ୭୨ ବର୍ଷ ତଳେ ପରସ୍ପରଠାରୁ ଅଲଗା ହୋଇଥିବା ଭଉଣୀ-ଭାଇ ହେଲେ ଏକାଠି
ଶ୍ରୀଗଙ୍ଗାନଗର,୯।୧୨: ସୋସିଆଲ୍ ମିଡ଼ିଆ ଯୋଗୁ ଦୀର୍ଘ ୭୨ ବର୍ଷ ଧରି ପରସ୍ପରଠାରୁ ଅଲଗା ରହିଥିବା ଭଉଣୀ-ଭାଇ ପୁଣି ଏକାଠି ହୋଇଛନ୍ତି। ତେବେ ଏବେ ଭାଇ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବାସ କରୁଥିବା ବେଳେ ଭଉଣୀ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାସ କରୁଛନ୍ତି। ଭାଇ…
Archives


