Home

ଆତଙ୍କବାଦୀଙ୍କୁ ସହାୟତା: ପାକିସ୍ତାନକୁ ଚେତାବନୀ ଦେଲା ବ୍ରିଟେନ୍‌

ଲଣ୍ଡନ,୧୬।୧: ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା ଜାରି ରଖିଛି। ଏନେଇ ବ୍ରିଟେନ୍‌ ପକ୍ଷରୁ ଗୁରୁବାର ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆତଙ୍କବାଦ ବିରୋଧରେ ପାକିସ୍ତାନ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଅଗାମୀ ଦିନରେ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାସ୍କ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ପକ୍ଷରୁ କଡ଼ା କଟକଣା…

ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କେମିତି ଗଣିବେ ନାହିଁ କହୁନାହାନ୍ତି ? ତାକୁ ନେଇ ତାଙ୍କ ମନରେ କେତେ ଆଶା। କଥାଟି କ’ଣ ଜାଣନ୍ତି ? କେହି କେହି ଭାବୁଥିବେ ଯେ ପ୍ରେମିକା ନତାଶା ଦଲାଲଙ୍କ…

କାନଫୁଲ ବି ଦୂର କରିଥାଏ ମହିଳାଙ୍କ ବହୁ ଶାରିରୀକ ସମସ୍ୟା…

ଶୃଙ୍ଗାର ଯୋଗୁ ମହିଳାଙ୍କ ସୌନ୍ଦର୍ଯ୍ୟ ଅଧିକ ବୃଦ୍ଧି ପାଇଥାଏ। ଭାରତୀୟ ସଂସ୍କୃତିରେ ଶୃଙ୍ଗାର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଅନ୍ତର୍ଗତ ମହିଳାମାନେ ବିଭିନ୍ନ ଅଳଙ୍କାର ପରିଧାନ କରିଥାନ୍ତି। କାନଫୁଲ ମହିଳାଙ୍କ ସୌନ୍ଦର୍ଯ୍ୟ ବଢାଇବା ସହିତ କେତେକ ସମସ୍ୟାରୁ ମହିଳାଙ୍କୁ…

ଖୁସି ଅନ୍ତରାଳେ

କ୍ରିତି ସାନନଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ଦିନର ସ୍ବପ୍ନ ତାଙ୍କର ସାକାର ହୋଇଛି। ଯେତେବେଳେ ତାଙ୍କୁ ଏହି ଅଫର ମିଳିଲା ସେତେବେଳେ ତାହାକୁ ସେ ବିଶ୍ୱାସ କରିପାରି ନ ଥିଲେ। ସେ ଏଥିରେ ଏପରି ହଜି ଯାଇଥିଲେ…

ଭିଜିଲା ରାଜଧାନୀ

ନୂଆଦିଲ୍ଲୀ,୧୬।୧: ରାଜଧାନୀ ଦିଲ୍ଲୀ ଅଦିନିଆ ବର୍ଷାରେ ଭିଜିଛି। ଦିଲ୍ଲୀର କେତେକ ସ୍ଥାନରେ ଗୁରୁବାର ସାମନ୍ୟ ବର୍ଷା ହୋଇଛି। ଫଳରେ ଏଠାକାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସନ୍ଧ୍ୟା ସୁଦ୍ଧା ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବା ସହ…

ସମୀର ହୋଇପାରନ୍ତି ପରବର୍ତ୍ତୀ ଭାଜପା ସଭାପତି, ଆନୁଷ୍ଠାନିକ ଘୋଷଣା ବାକି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟ ଭାଜପା ସଭାପତି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବରିଷ୍ଠ ନେତା ସମୀର ମହାନ୍ତି ମଙ୍ଗ ଧରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଗୁରୁବାର ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ…

ହେଲମେଟ୍‌ ନ ପିନ୍ଧିଲେ ଲେଖିବାକୁ ପଡିବ ୧୦୦ ଶବ୍ଦ ମଧ୍ୟରେ ରଚନା

ଭୋପାଳ,୧୬।୧: ନ୍ୟାଶନାଲ ହାଇଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଦ୍ୱାରା ଜାନୁୟାରୀ ୧୭ ପର୍ଯ୍ୟନ୍ତ ପାଳନ କରାଯାଉଛି ୩୧ ତମ ସଡ଼କ ସୁରକ୍ଷା ସପ୍ତାହ। ଏହି ଅବସରରେ ମଧ୍ୟପ୍ରଦେଶ ଭୋପାଳ ପୋଲିସ ଦ୍ୱାରା ଏକ ଅଭିନବ ଉପାୟ ପାଳନ କରିବାର ପ୍ରୟାସ କରାଯାଇଛି।…

ଜାତିସଂଘ ସୁରକ୍ଷା ପରିଷଦରେ ଫସର ଫାଟିଲା ଚାଇନାର ଚାଲ୍‌

ଜେନେଭା, ୧୬।୧: ଜାତିସଂଘରେ ଚାଇନାକୁ ଲୋକହସା ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗ ଚାଇନା ପକ୍ଷରୁ ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପନ କରାଯାଇଥିଲା। ତେବେ ଏନେଇ ଉପସ୍ଥିତ ଅନ୍ୟ ସଦସ୍ୟ କୌଣସି ମନ୍ତବ୍ୟ ଦେଇ ନ ଥିଲେ। ଫଳରେ…

କିରନ୍‌ ମୋତେ ବଦନାମ କରୁଛନ୍ତି: ନାରାୟଣସ୍ବାମୀ

ପୁଡୁଚେରୀ,୧୬।୧: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ପୁଣିଥରେ ଉପରାଜ୍ୟପାଳ କିରନ୍‌ ବେଦୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ଅଥବା ମୋ ପରିବାରର କେହି ଯଦି ଜମି କୌଣସି ହଡପ ମାମଲାରେ ଦୋଷୀ ସାବ୍ୟସ୍ତ ହେଉ ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ…

ସ୍ତ୍ରୀଙ୍କ ଓଢ଼ଣୀରେ ଶିକ୍ଷକଙ୍କ ଅତ୍ମହତ୍ୟା

ରାୟଗଡ଼ା ଅଫିସ,୧୬।୧: ଟିକିରିରେ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବୁଧବାର ରାତିରେ ଶିକ୍ଷକ ପ୍ରଶାନ୍ତ ପଣ୍ଡା(୩୦)ଘରେ ଶୋଇଥିଲେ। ମାତ୍ର ଗୁରୁବାର ସକାଳୁ ସ୍ତ୍ରୀଙ୍କ ଓଢ଼ଣୀରେ ଘର ଛାତରେ ଥିବା ଏକ ରଡ୍‌ରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ମୃତ ଶିକ୍ଷକଙ୍କ…

ଫିଟ୍‌ ରହିବା ଲାଗି ସାଇକେଲ ଚଲାଏ

ଓଡ଼ିଆ କଣ୍ଠଶିଳ୍ପୀ ଆର୍‌.ଏସ୍‌. କୁମାର ସବୁବେଳେ ଫିଟ୍‌ନେସ ଉପରେ ଗୁରୁତ୍ୱ ଦିଅନ୍ତି। ବିଭିନ୍ନ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲେ ସୁଦ୍ଧା ଡାଏଟ୍‌ରେ ସେ କେବେ ଏପଟସେପଟ କରନ୍ତିନି। ନିଜକୁ ଫିଟ୍‌ ରଖିବା ପାଇଁ ଦୃଢ଼…

ପୁରୀରେ ୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କଲେ ସମୀକ୍ଷା

ପୁରୀ ଅଫିସ, ୧୬ା୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ କାର୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri