ଇନ୍ଦିରା ଜୟସିଂ ମୋତେ ଉପଦେଶ ଦେବାକୁ କିଏ: ଆଶା ଦେବୀ
ନୂଆଦିଲ୍ଲୀ,୧୮।୧: ନିର୍ଭୟାଙ୍କ ମା’ ଆଶା ଦେବୀ ବରିଷ୍ଠ ଆଇନଜୀବି ଇନ୍ଦିରା ଜୟସିଂଙ୍କ ଉପଦେଶକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଆଶା ଦେବୀ କହିଛନ୍ତି ଇନ୍ଦିରା ମୋତେ ଉପଦେଶ ଦେବାକୁ କିଏ? ସାରା ଦେଶ ବଳାତ୍କାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ଚାହୁଁଥିବା ବେଳେ…
୪୫ ବର୍ଷରେ ମୋନିକା: ଡନ୍ ଆବୁ ସାଲେମ୍ଙ୍କ ସହ ଥିଲା ସମ୍ପର୍କ; ଜେଲରେ ଜେଲରଙ୍କୁ ବି କରିଥିଲେ ଦିଓ୍ବାନା
ମୁମ୍ବାଇ: ବଲିଉଡ୍ ଷ୍ଟାର ମୋନିକା ବେଦୀ ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୧୮ରେ ପଞ୍ଜାବ ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ପାଦ ଦେବା ସହିତ ଅଣ୍ଡରଓ୍ବାଲ୍ଡ୍ ଡନ୍ ଆବୁ ସାଲେମ୍ଙ୍କ ତାଙ୍କର ନିବିଡ଼ତା…
ବିବାଦରେ ‘ବିଫ୍ ଫ୍ରାଏ’ ଟୁଇଟ୍
ଥିରୁଭାନନ୍ତପୁରମ୍,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍ ଫ୍ରାଏ’ ଟୁଇଟ୍ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା ପରେ କାହାର ଧର୍ମୀୟ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟ ନ ଥିଲା ବୋଲି ସିପିଏମ୍…
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅଧିକାଂଶ ଯୁବପିଢ଼ି
ଭୁବନେଶ୍ୱର,୧୮ା୧(ବ୍ୟୁରୋ): ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କ୍ରମଶଃ ବଢ଼ିବାରେ ଲାଗିଛି, ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ୧୮ ରୁ ୩୫ ବର୍ଷର ବୟସ୍କ ବ୍ୟକ୍ତି ରହୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଏବେ ଚିନ୍ତାପ୍ରକଟ କରୁଥିବାବେଳେ ବେପରୁଆ ଗାଡ଼ିଚାଳନା, ଖରାପ ରାସ୍ତା ଏବଂ ବିଶେଷକରି…
ପାକ୍ ଉଚ୍ଚାୟୁକ୍ତଙ୍କୁ ସମନ
ନୂଆଦିଲ୍ଲୀ,୧୮ା୧(ଆଇଏଏନ୍ଏସ୍): ପାକିସ୍ତାନର ୩ ହିନ୍ଦୁ ଝିଅଙ୍କୁ ଅପହରଣ ମାମଲାରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସମନ୍ ଜାରି କରାଯାଇଛି। ସିନ୍ଧ୍ ପ୍ରଦେଶସ୍ଥିତ ଉମାର ଗ୍ରାମର ବାସିନ୍ଦା ଶାନ୍ତି ମେଘଓ୍ବାଡ଼ ଓ ସର୍ମୀ ମେଘଓ୍ବାଡ଼ଙ୍କୁ ଗତ ୧୪…
ସମୂହ ଆତ୍ମାହୁତି ପାଇଁ ଆଶାୟୀ ଶିକ୍ଷକ ସଂଘର ଚେତାବନୀ
ଭୁବନେଶ୍ୱର, ୧୮ା୧(ବ୍ୟୁରୋ): ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ହେଉନାହାନ୍ତି। ୨୦୧୯ ସୁଦ୍ଧା ପ୍ରାୟ ୧୫ ହଜାର କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ଥିଲେ ମଧ୍ୟ ଗଣଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉନାହିଁ ବୋଲି…
‘କଶ୍ମୀର ପ୍ରସଙ୍ଗକୁ ମିଳୁନି ସମର୍ଥନ’
ବନ୍,୧୮ା୧: ପାକିସ୍ତାନ ବିଶ୍ୱ ମଞ୍ଚଗୁଡ଼ିକରେ କଶ୍ମୀର ପ୍ରସଙ୍ଗକୁ ଯେତେ ଉଠାଇଲେ ବି ଏହାକୁ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ମିଳୁନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଶୁକ୍ରବାର ଏହା ସ୍ବୀକାର କରିଛନ୍ତି। ଜର୍ମାନୀର ସରକାରୀ ଟିଭି ଚ୍ୟାନେଲ ଡିଡବ୍ଲ୍ୟୁକୁ ଏକ ସାକ୍ଷାତ୍କାର ଦେଇ…
୨୦ରୁ ‘କୃଷି ଓଡ଼ିଶା-୨୦୨୦’
ଭୁବନେଶ୍ୱର, ୧୮ା୧(ବ୍ୟୁରୋ): ରାଜ୍ୟର କୃଷକମାନଙ୍କୁ କୃଷିକ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’।…
୨୦ରେ ନଡ୍ଡା ହେବେ ଭାଜପା ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୮ା୧ (ପି.ଟି.): ଭାଜପା ଜାତୀୟ ଅଧ୍ୟକ୍ଷ ପଦ ଲାଗି ଜାନୁୟାରୀ ୨୦ରେ ନାମାଙ୍କନପତ୍ର ଦାଖଲ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ତା ପରଦିନ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଭାଜପାର କାର୍ଯ୍ୟକାରୀ ସଭାପତି ଥିବା…
ନିୟମ ଉଲ୍ଲଂଘନ ଦେଶର ବିକାଶରେ ବାଧା ସୃଷ୍ଟି କରେ
ଭୁବନେଶ୍ୱର, ୧୮ା୧(ବ୍ୟୁରୋ): ଭାରତ ବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ ଟ୍ରାଫିକ୍ ଲାଇଟ୍ ମାଧ୍ୟମରେ ଟ୍ରାଫିକ୍ ନିୟନ୍ତ୍ରିତ ହୋଇଥାଏ। କିନ୍ତୁ ଭାରତରେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ପୋଲିସ ନିୟୋଜିତ ହୋଇଥିଲେ ମଧ୍ୟ ଲୋକେ ଟ୍ରାଫିକ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ତେଣୁ ମାନସିକତାରେ ପରିବର୍ତ୍ତନ…
ମ୍ୟାନ୍ମାର ଗସ୍ତରେ ଜିନ୍ପିଙ୍ଗ୍
ନାଏପିଡ଼ା,୧୮ା୧ (ଏଏଫ୍ପି): ଚାଇନା ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ଦୁଇଦିନିଆ ମ୍ୟାନ୍ମାର୍ ଗସ୍ତରେ ଯାଇ ଶୁକ୍ରବାର ଏହାର ରାଜଧାନୀରେ ପହଞ୍ଚତ୍ଛନ୍ତି। ସଙ୍କଟରେ ପଡ଼ିଥିବା ଅଙ୍ଗ୍ ସାନ୍ ସୁ କୀଙ୍କ ସରକାରଙ୍କୁ ସମର୍ଥନ ଜଣାଇବା ଏବଂ ମ୍ୟାନ୍ମାର୍ ସହ ବହୁକୋଟି ଡଲାରର ଭିତ୍ତିଭୂମି ପ୍ରକଳ୍ପ…
ଧରାପଡ଼ିଲା ପାକ୍ର ଆଣବିକ ଚୋରା କାରବାର
ଓ୍ବାଶିଂଟନ,୧୮ା୧ : ପାକିସ୍ତାନ ତା’ର ଆଣବିକ ଚୋରା କାରବାର ଏବଂ ବେଆଇନ ଭାବେ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ହାସଲ କରିବା କାର୍ଯ୍ୟ ଜାରି ରଖିଥିବା ପୁଣିଥରେ ପଦାକୁ ଆସିଛି। ନିଜ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିର କୌଣସି ଭିତ୍ତିଭୂମି ନ ଥିବା ସତ୍ତ୍ୱେ…
Archives


