ଆଫଗାନିସ୍ତାନରେ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ
କାବୁଲ,୨୭।୧: ଆଫଗାନିସ୍ତାନରେ ଏକ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବ ଗଜନି ଅଞ୍ଚଳର ଦେହ ୟାକ ଜିଲାରେ ସୋମବାର ଅପରାହ୍ନରେ ଏରିୟାନା ଆଫଗାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ଯେଉଁ…
ଫଳ ବିକ୍ରେତା କହିଲେ: ମୋତେ ମିଳିବ ପଦ୍ମଶ୍ରୀ, ସ୍ବପ୍ନରେ ବି ଭାବି ନ ଥିଲି
କେନ୍ଦ୍ର ସରକାର ସାଧାରଣତନ୍ତ୍ର ଦିବସ ପୂର୍ବରୁ ୨୦୨୦ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତବର୍ଷ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଏଥର ପଦ୍ମଶ୍ରୀ ପୁରସ୍କାର ପାଇଁ ଅନେକ ସାଧାରଣ ବ୍ୟକ୍ତି…
ଓଲଟିଲା ବସ୍, ୪୦ ଯାତ୍ରୀ ଆହତ
ବଡ଼ସାହି,୨୭।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ମାଣତ୍ରୀରୁ ବାରିପଦା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଆରପଟ୍ଟା ନିକଟରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ରାସ୍ତାପାର୍ଶକୁ ଓଲଟି ପଡ଼ିଛି । ଫଳରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା…
ଭାଜପା କର୍ମୀଙ୍କ ଘରେ ଭୋଜନ କରିବାରୁ ଶାହାଙ୍କୁ ଟାର୍ଗେଟ କଲେ ବଲିଉଡ୍ ଅଭିନେତ୍ରୀ
ନୂଆଦିଲ୍ଲୀ,୨୭।୧: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀର ଭାଜପା ମୁଖ୍ୟ ମନୋଜ ତିଓ୍ବାରୀଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଶାହା ଓ ମନୋଜ ଭୋଜନ କରୁଥିବାର ଦେଖିବାକୁ ମିଳିଛି। ଅପରପକ୍ଷେ ଏହି…
ଓବାମାଙ୍କ ଟୁଇଟ୍କୁ କପି କଲେ ଟ୍ରମ୍ପ: ସୋସିଆଲ ମିଡିଆରେ ଭାଇରାଲ
ଓ୍ବାଶିଂଟନ,୨୭।୧: ଆମେରିକାର ବେଶ୍ ପରିଚିତ ବାସ୍କେଟବଲ ଖେଳାଳି କୋବେ କ୍ରାୟଣ୍ଟଙ୍କ ଅସମୟ ମୃତ୍ୟୁକୁ ନେଇ ସାରା ଆମେରିକାରେ ଏକ ପ୍ରକାଶ ଶୋକର ଛାୟା ଖେଳି ଯାଇଛି। ଏହି ଖବର ପାଇବା ପରେ ସମସ୍ତେ ଶୋକ ପ୍ରକାଶ କରୁଛନ୍ତି। କୋବେଙ୍କ ମୃତ୍ୟୁ କେବଳ…
ଶାହିନ ବାଗ ପ୍ରଦର୍ଶନକୁ ନେଇ ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପରସ୍ପର ଉପରେ ଦୋଷ ଲଦୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି ନିର୍ବାଚନ ପ୍ରଚାର ସମୟରେ ପ୍ରାୟ ସବୁ ଦଳ ଶାହିନ ବାଗ ପ୍ରଦର୍ଶନକୁ ନେଇ ପରସ୍ପର ଉପରକୁ…
ମୋରୋକୋ ରାଜାଙ୍କ ୫ କୋଟି ଟଙ୍କାର ଘଣ୍ଟା ଚୋରି
ମୋରୋକୋ ରାଜା ମହମ୍ମଦ-VIଙ୍କ ଘରୁ ୩୬ଟି ଦାମୀ ଘଣ୍ଟା ଚୋରି ହୋଇଛି। ଏହି ଘଣ୍ଟାଗୁଡିକର ମୂଲ୍ୟ ପାଖାପାଖି ୫କୋଟି ଟଙ୍କା ହେବ। ୪୬ ବର୍ଷୀୟ ଜଣେ ମହିଳା ଏହି ଚୋରି କରିଥିବା ଜଣାପଡିଛି। ଉକ୍ତ ମହିଳା ଜଣଙ୍କ ରାଜାଙ୍କ ଘରେ ସଫେଇ…
ଜିଲାପାଳଙ୍କ ଶୁଣାଣିକୁ ବିରୋଧ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଜନପ୍ରତିନିଧି
ବୌଦ୍ଧ,୨୭।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ସୋମବାର ଜିଲାପାଳଙ୍କ ଜନଶୁଣାଣିକୁ ବିରୋଧ କରିଛନ୍ତି। ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଜନଶୁଣାଣି ହେବାର ଥିଲା। ମାତ୍ର ୯ ନଂ ଜୋନ୍ର ଜିଲା ପରିଷଦ…
ଏୟାର ଇଣ୍ଡିଆକୁ ବିକିବା ରାଷ୍ଟ୍ରବିରୋଧୀ, କୋର୍ଟ ଯିବି: ସୁବ୍ରମଣ୍ୟମ
ନୂଆଦିଲ୍ଲୀ,୨୭।୧: : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ସରକାରୀ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ବିକିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରିଛନ୍ତି ଭାଜପା ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ। ସରକାର…
ପଦ୍ମଶ୍ରୀ ପୁରସ୍କାରକୁ ସାଧାରଣ ଜନତାଙ୍କୁ ଉତ୍ସର୍ଗ କଲେ ଏକ ଟଙ୍କିଆ ଡାକ୍ତର
କୋଲକାତା,୨୭।୧: ପଶ୍ଚିମବଙ୍ଗର ବୋଲପୁରରେ ‘ଏକ ଟଙ୍କିଆ ଡାକ୍ତର’ଭାବେ ପରିଚିତ ଡାକ୍ତର ସୁଶୋଭନ ବାନାର୍ଜୀ ସେଠାକାର ଗରିବଙ୍କ ପାଇଁ ଦ୍ୱିତୀୟ ଈଶ୍ୱର। ମାତ୍ର ଏକ ଟଙ୍କା ଫି ନେଇ ସେ ରୋଗୀଙ୍କର ଚିକିତ୍ସା କରିଥାଆନ୍ତି। ଏହି ସମାଜ ସେବା ପାଇଁ ଏବେ ଡାକ୍ତର…
ଫିଲ୍ମ ‘ବରସାତ୍’ରୁ ରାତାରାତି ସୁପରଷ୍ଟାର ପାଲଟିଥିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ରେ ନିଜର ଭିନ୍ନ ହେୟାର ଷ୍ଟାଇଲ୍ରେ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ ୯୦ ଦଶକର ଅଭିନେତା ବବି ଦେଓଲ୍। ନିଜ ଲମ୍ବା ଓ କର୍ଲି ହେୟାର ସେହି ସମୟର ଯୁବପିଢ଼ିଙ୍କ ମଧ୍ୟରେ ଏକ କ୍ରେଜ୍ ସୃଷ୍ଟି କରିପାରିଥିଲେ ବବି।…
ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ
ରାଇରଙ୍ଗପୁର,୨୭।୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବଜାରରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୂଚନାଯୋଗ୍ୟ, ରାଇରଙ୍ଗପୁର ଟାଉନ୍ ଥାନା ମୁଖ୍ୟ ବଜାରରେ ମହାନ୍ତି ପାନମସଲା ଦୋକାନୀ…
Archives


