Home

Baba Vanga Predictions: ସୂର୍ଯ୍ୟ ପାଲଟିବ ବରଫ ପିଣ୍ଡୁଳା! ପୃଥିବୀରେ ହେବ ପ୍ରଳୟ, ବାବା ଭେଙ୍ଗାଙ୍କ ଆଉ ଏକ ଭୟଙ୍କର ଭବିଷ୍ୟବାଣୀ

ସୋଫିଆ: ବୁଲଗେରିଆର ବାବା ଭେଙ୍ଗା ତାଙ୍କ ଜୀବନକାଳ ମଧ୍ୟରେ ଶହ ଶହ ଭବିଷ୍ୟବାଣୀ କରିଛନ୍ତି, ସେଥିମଧ୍ୟରୁ ଅନେକ ସତ୍ୟ ହୋଇଛି ଏବଂ କିଛି ଭୁଲ ପ୍ରମାଣିତ ହୋଇଛି। ତଥାପି, ଏହି ସମୟ ମଧ୍ୟରେ ତାଙ୍କର ଆଉ ଏକ ଭବିଷ୍ୟତ ଭବିଷ୍ୟବାଣୀ ଆଲୋଚନାର…

ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମା’ ଚାମୁଣ୍ଡା ମନ୍ଦିର ନିକଟ ଏକ ତୋଟାରୁ ଶୁକ୍ରବାର ସକାଳେ ପ୍ରାୟ ୫୫ ବର୍ଷୀୟା ବୃଦ୍ଧାଙ୍କ ଗଳିତ ମୃତଦେହ ପୋଲିସ ଜବତ କରି ତଦନ୍ତ ଚଳାଇଛନ୍ତି। ମୃତକଙ୍କ ପରିଚୟ ଜଣାପଡିନାହିଁ। ଦିଗପହଣ୍ଡି ଥାନା…

‘ମା’ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବା ଯୋଡ଼ି ପୋଲିସ ସୁରକ୍ଷା ଦାବି କରିପାରିବେନି’

ପ୍ରୟାଗରାଜ, ୧୮।୪ (ପି.ଟି.):ମା’ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରୁଥିବା ପ୍ରେମୀଯୁଗଳ ପୋଲିସ ସୁରକ୍ଷା ନେଇ ଦାବି କରିପାରିବେ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଗୁରୁବାର କହିଛନ୍ତି। ଏକ ପ୍ରେମୀଯୁଗଳଙ୍କ ପକ୍ଷରୁ ସୁରକ୍ଷା ଦାବି ଆବେଦନର ଶୁଣାଣି କରି ଜଷ୍ଟିସ୍‌ ସୌରଭ ଶ୍ରୀବାସ୍ତବଙ୍କ…

ଓ୍ବାଲର୍‌ଡ ପ୍ରେସ୍‌ ଫଟୋ ଅଫ୍‌ ଦି ଇୟର: ଜାଣନ୍ତୁ ଫଟୋରେ ଥିବା ବାଳକ ଜଣଙ୍କ କିଏ

ଦି ହଗ୍‌, ୧୮।୪:ଗାଜାରେ ଇସ୍ରାଏଲର ଆକ୍ରମଣରେ ୨ ହାତ ହରାଇଥିବା ପାଲେଷ୍ଟିନୀୟ ବାଳକଙ୍କ ଫଟୋକୁ ୨୦୨୫ ବର୍ଷ ପାଇଁ ଓ୍ବାଲର୍‌ଡ ପ୍ରେସ୍‌ ଫଟୋ ଅଫ୍‌ ଦି ଇୟର ଭାବେ ସମ୍ମାନିତ କରାଯାଇଛି। ଚିତ୍ରରେ ସ୍ଥାନିତ ବାଳକ ଜଣକ ହେଉଛନ୍ତି ମହମୁଦ ଅଜ୍ଜୌର…

ସବୁଠୁ ବଡ଼ ପାଟି: ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇଲେ ଆମେରିକୀୟ ମହିଳା

ୱାଶିଂଟନ୍‌:ଆମେରିକାର ମେରି ପର୍ଲ ଜେଲମର୍‌ ରବିନ୍‌ସନ୍‌ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଛି। ସମ୍ପ୍ରତି ମେରି ନିଜ ପାଟି ଖୋଲା କରିବା ସମୟରେ…

ଆସିଗଲା ନୂଆ ଟେକ୍‌ନିକ୍‌: ଏବେ ଭୂମିକମ୍ପ ହେବା ମାତ୍ରେ ପବନରେ ଉଡ଼ିବ ଘର, ରହିବନି ବିପଦ

ନୂଆଦିଲ୍ଲୀ,୧୮।୪: ପ୍ରତିଦିନ ସାରା ବିଶ୍ୱରେ ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଛି ଯାହା ଆଶ୍ଚର୍ଯ୍ୟଜନକ। ଜାପାନରେ ସମାନ ପ୍ରକାରର ଏକ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଛି। ଜାପାନୀ କମ୍ପାନୀ ଏୟାର ଡାନସିନ ଏକ ସ୍ବତନ୍ତ୍ର ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି,ଯାହା ସାହାଯ୍ୟରେ ଲୋକମାନେ ଭୂମିକମ୍ପ ସମୟରେ…

ବାଇକ-ହାଇୱା ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ

ମୋହନା,୧୮।୪(ମନ୍ମଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା କଂସାମାରି ଗାଁର ରାଜନ ମୋହନ ଦୋରା (୪୮) ଅଡବାରୁ ଏକଟିଭିଏସ ବାଇକ (ଓଡି ୦୭ଡି ୯୨୧୩)ଯୋଗେ କଂସାମାରି ଯିବା ସମୟରେ ମେରାପଲ୍ଲୀ ଗାଁ ନିକଟରେ ଏକ ବୁଲାଣିରେ ବିପରୀତ ଦିଗରୁ ଏକ ହାଇୱା…

ଦିଲ୍ଲୀ ବିଧାନସଭା ଆପଣାଇବ ଓଡ଼ିଶା ‘ନେଭା’ ମଡେଲ

ଭୁବନେଶ୍ୱର,୧୮ା୪(ରବିନାରାୟଣ ଜେନା):ଦିଲ୍ଲୀ ବିଧାନସଭା ଆଗାମୀ ଦିନରେ ଓଡ଼ିଶାର ‘ନେଭା’ ମଡେଲ ଆପଣାଇବ। ଜୁଲାଇରେ ହେବାକୁ ଥିବା ମୌସୁମୀ ଅଧିବେଶନ କାଳରେ ଦିଲ୍ଲୀ ବିଧାନସଭାରେ କାଗଜମୁକ୍ତ ଇ-ବିଧାନସଭା ତଥା ନେଭା ପୋର୍ଟାଲ କାର୍ଯ୍ୟକ୍ଷମ ହେବ ବୋଲି ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା କହିଛନ୍ତି।…

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ, ଘର ଖାଲି କରିବାକୁ ନିର୍ଦ୍ଦେଶ

ବରଗଡ,୧୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ ହୋଇଛି। ଗୁରୁବାରରୁ ପୁଣି ଏହି ରାସ୍ତାରେ ମାପଚୁପ ଆରମ୍ଭ ହୋଇଛି। ମାପଚୁପରେ ଏହି ରାସ୍ତାର ଜବରଦଖଲ ଅଂଶ ଚିହ୍ନଟ କରାଯାଉଛି। ପୌର…

୫୦ କୋଟିରେ କୁକୁର କିଣା: ଘରେ ପଶିଲା ଇଡି

ବେଙ୍ଗାଲୁରୁ,୧୮।୪:ବେଙ୍ଗାଲୁରୁର ଜଣେ ବ୍ୟକ୍ତି ୫୦ କୋଟି ଟଙ୍କାରେ ଆମେରିକାରୁ ଏକ ବିରଳ ପ୍ରଜାତିର ‘ଓ୍ବଲ୍ଫଡଗ୍‌’ କିଣିଥିବା କହିବା ପରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍‌ ତାଙ୍କ ଘର ଉପରେ ଚଢ଼ାଉ କରିଛି। ସମ୍ଭାବ୍ୟ ଦୁର୍ନୀତି କିମ୍ବା ବିଦେଶ ବିନିମୟ…

ବିଫଳତାରୁ ଶିଖିଲେ ସଫଳତା ମିଳିବ

ନୂଆପଡ଼ା,୧୮।୪(ମକାରୁ ବେମାଲ)-ନୂଆପଡ଼ା ଆଦର୍ଶ ଆବାସିକ ବିଦ୍ୟାଳୟର ୯ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି, ଇଂରାଜୀ ଅଧ୍ୟାପକ ଲୋହିତାକ୍ଷ ଯୋଶୀ ମୁଖ୍ୟବକ୍ତା,…

ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୩ ମୃତ

ଗାଜାଷ୍ଟ୍ରିପ୍‌,୧୭।୪:ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ ଯୋଗୁ ଗୋଟିଏ ପରିବାରର ୧୦ ଜଣଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରୁ ଏହି ଆକ୍ରମଣ ଜାରି ରହିଥିଲା। ଗାଜାକୁ ୬ ସପ୍ତାହ ପର୍ଯ୍ୟନ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri