୨୦୧୭ରେ ଓଡ଼ିଶାକୁ ହସ୍ତଶିଳ୍ପ କ୍ଷେତ୍ରରେ ସର୍ବାଧିକ ପୁରସ୍କାର
ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ୨୦୧୭ ମସିହା ପାଇଁ ଓଡ଼ିଶାର ୫ ହସ୍ତଶିଳ୍ପୀ ରାଷ୍ଟ୍ରୀୟ ପୁରସ୍କାର ଓ ୩ ଜଣ ରାଷ୍ଟ୍ରୀୟ ମେରିଟ୍ ସାର୍ଟିଫିକେଟ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୋଟିଏ ବର୍ଷରେ ଓଡ଼ିଶାରୁ ୮ ଶିଳ୍ପୀ ଜାତୀୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ…
ପେଚା ସହିତ ଟିକ୍ଟକ୍ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ବନ ବିଭାଗ ପକ୍ଷରୁ ୨୫ ହଜାର ଜରିମାନା ନୋଟିସ୍
ଅହମଦାବାଦ୍,୧୫।୨: ବନ୍ୟପ୍ରାଣୀଙ୍କ ସହିତ ଟିକ୍ ଟିକ୍ ଭିଡ଼ିଓ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ସୁରଟରେ ବାସ କରୁଥିବା ଟିକ୍ଟକ୍ ଷ୍ଟାର କୀର୍ତ୍ତି ପଟେଲ ଏକ ପେଚା ସହିତ ଭିଡ଼ିଓ କରି ଏହାକୁ ସୋସିଆଲ୍ ମିଡ଼ିଆରେ ଶେୟାର କରିଥିଲେ। ଏହାକୁ…
କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଶିକ୍ଷକଙ୍କ ଯୋଗଦାନକୁ ନେଇ ଉଠିଲା ବିବାଦ
ନୂଆଦିଲ୍ଲୀ,୧୫।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବାକୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳି ନ ଥିବା ବେଳେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ଆଫ୍ରିଦିଙ୍କ ଘରକୁ ଆସିଲେ ପଞ୍ଚମ କନ୍ୟା ସନ୍ତାନ
ଇସଲାମାବାଦ,୧୫।୨: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍ ଆଫ୍ରିଦିଙ୍କ ଘରକୁ ଜଣେ ନୂଆ ଅତିଥି ଆସିଛନ୍ତି। ନିକଟରେ ଆଫ୍ରିଦି ପଞ୍ଚମ ଥର ପାଇଁ କନ୍ୟା ସନ୍ତାନର ପିତା ହୋଇଛନ୍ତି। ଏହା ପୂର୍ବରୁ ଆଫ୍ରିଦିଙ୍କର ୪ କନ୍ୟାରତ୍ନ ଅଛନ୍ତି। ଆଫ୍ରିଦି ସୋସିଆଲ୍ ମିଡ଼ିଆରେ ନବଜାତ…
କରୋନାଭାଇରସ: ମୃତ୍ୟୁ ସଂଖ୍ୟା ୧,୫୨୩ ସଂକ୍ରମିତ ୬୬ ହଜାର
ବେଜିଂ,୧୫।୨: ଚାଇନାରେ କରୋନାଭାଇରସର ଭୟାବହତା ଥମିବାର ନାଁ ନେଉନି। ଦିନକରେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଏବେ ସୁଦ୍ଧା ସେଠାରେ ୧,୫୨୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୬୬,୪୯୨। ଶୁକ୍ରବାର ୨,୬୪୧…
ବିନା ପାଣିରେ ଗୋଟିଏ ବର୍ଷ
ଜାକର୍ତ୍ତା,୧୫।୨: ପାଣି ବିନା କିଛି ଘଣ୍ଟା ବଞ୍ଚିବା ସମ୍ଭବ ହୋଇ ନ ଥାଏ। ତେବେ ଇଣ୍ଡୋନେସିଆର ଜଣେ ମହିଳା ଏକ ବର୍ଷ ଧରି ବିନା ପାଣିରେ ବଞ୍ଚି ରହିଛନ୍ତି। ସେ ହେଉଛନ୍ତି ୩୫ ବର୍ଷ ବୟସ୍କା ସୋଫି ପାର୍ତ୍ତିକ। ସ୍ଥାନୀୟ ବାଲିରେ…
ଦେବାଶିଷ ପଣ୍ଡା ନୂଆ ଅର୍ଥ ସଚିବ
ନୂଆଦିଲ୍ଲୀ,୧୫।୨: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଦେବାଶିଷ ପଣ୍ଡା ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପଣ୍ଡା ଓଡ଼ିଶା ନିବାସୀ ହୋଇଥିବା ବେଳେ ୧୯୮୭ ବ୍ୟାଚ୍ ଉତ୍ତର ପ୍ରଦେଶ କ୍ୟାଡରର ଅଧିକାରୀ। ନୂଆ ନିଯୁକ୍ତି ପୂର୍ବରୁ ସେ…
ଅଭିନବ ଢଙ୍ଗରେ ଭାଲେଣ୍ଟାଇନ ପାଳିଲା ସାମ୍ସଙ୍ଗ
ଭୁବନେଶ୍ୱର,୧୫।୨ : ପ୍ରମୁଖ କମ୍ପାନୀ ସାମସଙ୍ଗ ଏବଂ ରାମକୃଷ୍ଣ ଏଜେନ୍ସି ମିଳିତ ଭାବେ ଅଭିନବ ଢଙ୍ଗରେ ଭାଲେଣ୍ଟାଇନକୁ ପାଳନ କରିଛନ୍ତି। ସ୍ଥାନୀୟ ଲୁଇ ବ୍ରେଲୀ ଓ ରାଜଧାନୀ ସ୍କୁଲରେ ଦିବ୍ୟାଂଗ ପିଲାମାନଙ୍କ ଲାଗି ଉପହାର ଏବଂ ଖାଇବା ପ୍ୟାକେଟ ପ୍ରଦାନ କରାଯାଇଥିଲା।…
୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛର ମିଳିଲା ସନ୍ଧାନ
ଶିଂଲ, ୧୫।୨: ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବା ବଡ଼ମାଛର ସନ୍ଧାନ ମିଳିଛି। ମେଘାଳୟର ପାହାଡ଼ିଆ ଅଞ୍ଚଳରେ ଥିବା ଏହି ପ୍ରଜାତିର ମାଛର ଓଜନ ପ୍ରାୟ ଏକ କିଲୋଗ୍ରାମ୍ ରହିଛି। ଏଠାରେ ୨୫୦ରୁ ଅଧିକ ପ୍ରଜାତିର ମାଛ ମାଟି ତଳେ ବାସ…
ବିରୋଧୀ ଗୃହର ମଧ୍ୟ ଭାଗକୁ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ
ଭୁବନେଶ୍ୱର,୧୫।୨ (ବ୍ୟୁରୋ): ବିଧାନସଭା ଗୃହର ମଧ୍ୟଭାଗକୁ ବିରୋଧୀ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ । ଶୁକ୍ରବାର ଏମିତି ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିଧାନସଭା ଅଫିସର ଗ୍ୟାଲେରି…
ଭଞ୍ଜନଗରରେ କରୋନା ଭୟ: ପରୀକ୍ଷା କରାଇବାକୁ କଟକ ଗଲେ ଡାକ୍ତରୀ ଛାତ୍ର
ଭଞ୍ଜନଗର,୧୫।୨ (ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ କରୋନା ଭୂତାଣୁ ଭୟ ଦେଖାଦେଇଛି। ଗତ ଜାନୁୟାରୀ ୧୪ରେ ଚାଇନାରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ…
ଅନ୍ୟ କୋର୍ଟକୁ ମାମଲା ସ୍ଥାନାନ୍ତର ନିଷ୍ପତ୍ତି
ସମ୍ବଲପୁର,୧୫।୨ (ବ୍ୟୁରୋ): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲି ଆସୁଥିବା ଆନ୍ଦୋଳନର ସମାଧାନ ହୋଇପାରୁନାହିଁ । ହେଲେ ରାଜ୍ୟ ସରକାର କୋର୍ଟରେ ଗଡୁଥିବା ମାମଲାଗୁଡିକ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି…
Archives


