ପୁରୁଣା ଟିମ୍ ସହିତ କେଜରିଓ୍ବାଲଙ୍କ ନୂଆ ଇନିଂସ୍
ନୂଆଦିଲ୍ଲୀ,୧୬।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେଇଛନ୍ତି। କେଜରିଓ୍ବାଲଙ୍କ ସହିତ ତାଙ୍କ ପୁରୁଣା ଟିମ୍ର ସଦସ୍ୟ ମଧ୍ୟ ଶପଥ ପାଠ କରିଛନ୍ତି। କେଜରିଓ୍ବାଲ ପୁରୁଣା ଟିମ୍ ସହିତ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ପୁରୁଣା ଟିମ୍ର ସଦସ୍ୟଙ୍କ…
ଆକାଶରେ ଉଡୁଥିବା ସବୁଠୁ ଓଜନିଆ ପକ୍ଷୀ
ବିଶ୍ୱରେ ପ୍ରାୟ ୯୫୦୦ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଏଥିମଧ୍ୟରୁ କେତେକ ବିଲୁପ୍ତ ହୋଇସାରିଥିବା ବେଳେ ଆଉ କିଛି ଲୋପ ପାଇବାକୁ ବସିଛନ୍ତି। କୁହାଯାଏ, ପକ୍ଷୀଙ୍କ ଯୋଗୁ ଆକାଶ। ସେମାନେ ଉଡ଼ିବା ସମୟରେ ଆକାଶର ରୂପ ଦ୍ୱିଗୁଣିତ ହୋଇଯାଏ। ଆକାଶରେ ବିଭିନ୍ନ ପକ୍ଷୀ…
ଜଗନ୍ନାଥ ମହାପ୍ରଭଙ୍କୁ ନାମରେ ଥିବା ଜମି ଦଖଲକଲେ ଗ୍ରାମବାସୀ: ଗାଁରେ ଚାପା ଉତ୍ତେଜନା
ଅତାବିରା,୧୬।୨(ଡି.ଏନ୍.ଏ.): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ଧରି ଅନ୍ଧାରରେ ରଖି ଗ୍ରାମର ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ଗ୍ରାମର କେତେଜଣ ବ୍ୟକ୍ତି କବ୍ଜା କରିଥିଲେ। ଗ୍ରାମବାସୀ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିକୁ…
କେଜରିଓ୍ବାଲଙ୍କ କ୍ୟାବିନେଟରେ ନାହାନ୍ତି କେହି ମହିଳା
ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ଚଳିତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କ୍ଲିନ ସୁଇପ କରିଥିବା ବେଳେ ମୋଟ ୭୦ ଆସନରୁ ଏଏପିକୁ ମିଳିଛି ୬୨। ରବିବାର ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ…
ଜାତି-ଧର୍ମ ନୁହେଁ ଶାନ୍ତି ପାଇଁ ପୋଲିସ କର୍ମଚାରୀ କରନ୍ତି କାମ: ଶାହା
ନୂଆଦିଲ୍ଲୀ, ୧୫।୨: ପୋଲିସ କର୍ମଚାରୀ ଜାତି ଧର୍ମ ନୁହେଁ ବରଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କାମ କରନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। କର୍ତ୍ତବ୍ୟ ସମୟରେ ପୋଲିସ କର୍ମଚାରୀ ଜାତି ଧର୍ମକୁ ଦେଖି କୌଣସି ପଦକ୍ଷେପ କେବେ…
ବିଦ୍ୟୁତ୍ ତାର ବିପଦସଙ୍କୁଳ: ପରିବର୍ତ୍ତନ ଦାବି କଲେ ଗ୍ରାମବାସୀ
କର୍ଲାମୁଣ୍ଡା,୧୬।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଯୋଗୁ ଆଗାମୀ ଦିନରେ ଦୁର୍ଘଟଣା ଘଟିବା ଯଥେଷ୍ଟ ସମ୍ଭାବନା ରହିଛି। ବ୍ଲକ ସଦରଠାରେ ଥିବା ସରସ୍ବତୀ ଶିଶୁମନ୍ଦିର ଶ୍ରେଣୀଗୃହକୁ ଲାଗି ଟ୍ରାନ୍ସଫର୍ମର ରହିଛି। ଠିକ୍ ସେହିଭଳି ସର୍ଗୁଲ ମାଲପଡ଼ା ଗାଁ…
ମୋଦିଙ୍କ ଆଶୀର୍ବାଦ ଭିକ୍ଷା କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୬।୨: ଐତିହାସିକ ରାମଲୀଳା ମଇଦାନରେ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଶପଥ ଗ୍ରହଣ କରରିଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିବା ବେଳେ ସେ…
ଜାମିଆ ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ପିଟି ଥିଲେ ପୋଲିସ: ଜେସିସି ଜାରି କଲା ଭିଡ଼ିଓ
ନୂଆଦିଲ୍ଲୀ,୧୬।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଡିସେମ୍ବର ୧୫ରେ ହୋଇଥିବା ବର୍ବରତାର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲାଇବ୍ରେରୀରେ ପଶି ପୋଲିସ ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ପିଟିବାର ଦୃଶ୍ୟ ୪୫ ସେକେଣ୍ଡର ଏହି ଭିଡ଼ିଓରେ ରହିଛି। ଏହାକୁ…
ଫ୍ରିରେ ମିଳିବ କେଜରିଓ୍ବାଲଙ୍କ ଭଲପାଇବା
ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାମଲୀଳା ମଇଦାନରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ହଜାର ହଜାର ଜନତା ରୁଣ୍ଡ ହୋଇଥିବା ଦେଖାଯାଇଥିଲା। ଶପଥ ନେବା ପରେ…
କାମ ପଡ଼ିଲେ ଆସନ୍ତୁ ମୋ ପାଖକୁ, ଧର୍ମ-ପାର୍ଟିର ନାହିଁ ବାରଣ: କେଜରିଓ୍ବାଲ
ନୂଆଦିଲ୍ଲୀ,୧୬।୨: ଅରବିନ୍ଦ କେଜରିଓ୍ବାଲ ନିଜର ତୃତୀୟ ଇନିଂସ୍ ରବିବାର ଆରମ୍ଭ କରିଛନ୍ତି। ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ସେ କହିଛନ୍ତି ଯେ, କାମ ପଡ଼ିଲେ ଆପଣମାନେ ମୋ ପାଖକୁ ଆସିପାରିବେ। ଏଥି ପାଇଁ ଧର୍ମ ଅବା ପାର୍ଟିର କୌଣସି…
ଅଧ୍ୟାପିକାଙ୍କୁ ବଞ୍ଚାଇଦେଲେ ଆର୍ପିଏଫ୍ କନ୍ଷ୍ଟେବଳ: ଖସି ପଡି ଟ୍ରେନ ତଳକୁ ଯିବା ପୂର୍ବରୁ ଉଦ୍ଧାର କଲେ ସୁବ୍ରତ
ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଜଣେ ଅଧ୍ୟାପିକା ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଟ୍ରେନ୍ ତଳକୁ ଖସିଯିବାବେଳେ ଦେବଦୂତ ସାଜି ତାଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ଆର୍ପିଏଫ୍ କନ୍ଷ୍ଟେବଳ। ଶନିବାର ଅପରାହ୍ନ ୩ଟା ୨୦ରେ ଘଟିଛି ଏହି ଘଟଣା। ଅଧ୍ୟାପିକା ଜଣକ ହେଲେ…
ପାହାଡ଼ ଉପରେ ଗଡ଼ିବ ଟ୍ରେନ୍
ଉତ୍ତରାଖଣ୍ଡ: ପାହାଡ଼ ଉପରେ ନ୍ୟାରୋଗେଜ୍ ହେଉ କି ମିଟରଗେଜ୍ ପ୍ରଥମ ଥର ପାଇଁ ଟ୍ରେନ୍ ଗଡ଼ିବ। ଘଣ୍ଟାପ୍ରତି ଏହା୧୦୦ କିଲୋମିଟର ବେଗରେ ଗତିକରିବ। ପ୍ରଥମେ ବ୍ରଡ୍ଗେଜ୍ ରେଲ୍ଓ୍ବେ ଟ୍ରାକ୍ ୬୩ କିଲୋମିଟର ଲମ୍ବ ପଞ୍ଜାବର ଭାନୁପଲ୍ଲୀରୁ ହିମାଚଳର ବିଳାସପୁର ପର୍ଯ୍ୟନ୍ତ ଏହା…
Archives


