Home

ରାଜ୍ୟ ସଭାରେ ହଙ୍ଗାମା କଲେ ଭୋଟିଂ ଅଧିକାରରୁ ବଞ୍ଚିତ ହେବେ ସଦସ୍ୟ !

ନୂଆଦିଲ୍ଲୀ,୨୦।୨: ଏଣିକି ରାଜ୍ୟ ସଭାରେ ହଙ୍ଗାମା କଲେ ସଦସ୍ୟଙ୍କ ବିରୋଧ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନେ ଭୋଟିଂ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ରାଜ୍ୟ ସଭା ଜେନେରାଲ ପ୍ରପୋଜ୍‌ କମିଟି(ଜେପିସି)ରେ ହଙ୍ଗାମା କରୁଥିବା ସଦସ୍ୟଙ୍କ ବିରୋଧରେ ପଦକ୍ଷେପ…

ମଦଦୋକାନରେ ଚଢ଼ାଉ

ପୁରୁଷୋତ୍ତମପୁର,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରର ବିଭିନ୍ନ ସ୍ଥାନରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଉପରେ ବୁଧବାର ରାତିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ ଅତର୍କିତ ଭାବେ ଚଢ଼ାଉ କରି ଯାଞ୍ଚ କରିଛନ୍ତି। ଏହାକୁ ନେଇ ମଦ ବେପାରୀଙ୍କ…

ପରୀକ୍ଷାର୍ଥୀଙ୍କୁ ଖାତାରେ ଶହେ ଟଙ୍କିଆ ନୋଟ୍‌ ରଖିବାକୁ ପରାମର୍ଶ ଦେଇ ପ୍ରିନ୍ସପାଲ୍‌ ଗିରଫ

ଲକ୍ଷ୍ନୌ,୨୦।୨: ଏବେ ଉତ୍ତରପ୍ରଦେଶ ସେକେଣ୍ଡାରୀ ଏଜୁକେଶନ ବୋର୍ଡ(ୟୁପିଏସ୍‌ଇବି) ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍‌ ରଖିବାକୁ ପରାମର୍ଶ ଦେଇଥିବା ଜଣେ ପ୍ରିନ୍ସପାଲ୍‌ଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାର ଗିରଫ…

ବସ୍‌ ଅଟକାଇ ଡକାୟତି: ବୋଲେରୋ ଜବତ, ୬ ଅଭିଯୁକ୍ତ ଗିରଫ

ଯୋଡ଼ା,୨୦।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ନିକଟସ୍ଥ ରଣାଶାଳ ଘାଟିଠାରେ ବୁଧବାର ରାତିରେ ୬ ଜଣ ଦୁର୍ବୃତ୍ତ ବସ୍‌ ଅଟକାଇ ଲୁଟ୍‌ ବେଳେ ପୋଲିସ ଦ୍ୱାରା ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ବଡ଼ବିଲ-ଭୁବନେଶ୍ୱର ‘ସଂସ୍କାର’ ନାମକ ଏକ…

ଆଇପିଏସ୍‌ ଓ୍ବାଟର ସ୍ପୋର୍ଟସ ଇଭେଣ୍ଟ ସମୟରେ ଓଲଟିଲା ଡଙ୍ଗା

ଭୋପାଳ,୨୦।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଇଣ୍ଡିଆନ ପୋଲିସ ସର୍ଭିସ(ଆଇପିଏସ୍‌) ଓ୍ବାଟର ସ୍ପୋର୍ଟସ ଇଭେଣ୍ଟ ସମୟରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି। ଏହି ଇଭେଣ୍ଟ ଆୟୋଜିତ ହୋଇଥିବା ହ୍ରଦରେ ଗୋଟିଏ ଡଙ୍ଗା ଓଲଟି ପଡିଥିଲା। ଏଥିରେ ଥିବା ଆଇପିଏସ୍‌ ଓ…

୩ ହଜାର ବର୍ଷ ପୁରୁଣା ମମି କଣ୍ଠରୁ ସୃଷ୍ଟି ହେଲା ଶବ୍ଦ

ବର୍ଲିନ୍‌,୨୦।୨: ଜୀବନ୍ତ ମଣିଷ କଣ୍ଠରୁ ଶବ୍ଦ ସୃଷ୍ଟି ହୋଇଥାଏ। ତେବେ ଏବେ କିଛି ଗବେଷକ ୩ ହଜାର ବର୍ଷ ତଳର ଇଜିପ୍ଟର ଏକ ମମି କଣ୍ଠରୁ ପୁଣି ଥରେ ଶବ୍ଦ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହି ମମି ତତ୍‌କାଳୀନ ପୂଜକ…

କଣ୍ଟ୍ରୋଲ+ସି, କଣ୍ଟ୍ରୋଲ+ଭିର ଜନକ ଲାରି ଟେସଲରଙ୍କ ପରଲୋକ

ଓ୍ବାଶିଂଟନ,୨୦।୨: ବିଶ୍ୱରେ ଯେଉଁମାନେ କମ୍ପ୍ୟୁଟରର ବ୍ୟବହାର କରିଛନ୍ତି ସମସ୍ତେ କଣ୍ଟ୍ରୋଲ+ସି ଓ କଣ୍ଟ୍ରୋଲ+ଭିର ବ୍ୟବହାର ନିଶ୍ଚିତ ଭାବେ ଜାଣିଥିବେ। କାରଣ କମ୍ପ୍ୟୁଟର ବ୍ୟବହାର ସମୟରେ ଏହି ଦୁଇଟି ‘କି’ର ବ୍ୟବହାର ବହୁଳ ଭାବେ ହୋଇଥାଏ। ତେବେ ଏହି ୨ଟି ‘କି’ର ଆବିଷ୍କାର…

ପୁଷ୍ପା ଆଇ ହେଟ୍‌ ଟିୟର୍ସ

ଓଡିଆ ପ୍ରଯୋଜକ ଅମୂଲ୍ୟ କୁମାର ଦାସଙ୍କ ଦ୍ୱିଭାଷୀ ଫିଲ୍ମ ‘ପୁଷ୍ପା ଆଇ ହେଟ୍‌ ଟିୟର୍ସ’ ଚଳିତ ମାସ ୨୮ରେ ପରଦା ଉପରକୁ ଆସୁଛି। ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଚର୍ଚ୍ଚିତ ଡାଏଲଗ (ଅମର ପ୍ରେମ) ‘ପୁଷ୍ପା ଆଇ ହେଟ୍‌ ଟିୟର୍ସ’କୁ ଆଧାର କରି…

କୁକୁର ନେଲା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ

କୋଲୋରାଡୋ, ୨୦।୨: ମେୟର ଭାବେ କୌଣସି ବ୍ୟକ୍ତି ବିଶେଷ ଶପଥ ନେବା ସାଧାରଣ କଥା। କିନ୍ତୁ କୌଣସି ପ୍ରାଣୀ ଏଭଳି ଶପଥ ନେବା ଶୁଣିଲେ ନିଶ୍ଚିତ ଭାବେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଆମେରିକାର କୋଲୋରାଡୋରେ ଏଭଳି ଘଟିଛି। ମଙ୍ଗଳବାର…

ତାପସଙ୍କ ସଜବାଜ

ଜଲିଉଡ୍‌ର ଆଗଧାଡିର ନିର୍ଦ୍ଦେଶକ ତାପସ ସ୍ବାଇଁ। ଚଳିତବର୍ଷ ତାଙ୍କ ନିର୍ଦ୍ଦେଶିତ ନାଟକ ‘ମୁଁ ସେହି ଭଦ୍ରକିଆ ଟୋକା (ରଙ୍ଗମହଲ) ଖଣ୍ଡଗିରି ଅପେରା ମେଳାରେ ବାଜିମାତ କରିଛି। ଅନ୍ୟପକ୍ଷରେ ଆସନ୍ତା ଯାତ୍ରା ସିଜନକୁ ନେଇ ଏବେଠାରୁ ଅଣ୍ଟା ଭିଡିଲେଣି ସେ। ଆସନ୍ତାବର୍ଷ ତାଙ୍କ…

ଘୁଞ୍ଚି ଘୁଞ୍ଚି ଯାଉଛି ଫାଶୀ ଦଉଡ଼ି: ସୁପ୍ରିମ୍‌କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଇତିମଧ୍ୟରେ ୩ ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ତେବେ ଦୋଷୀ ଫାଶୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଆଇନଗତ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି। ଅକ୍ଷୟ…

ସମସ୍ତ ସରକାରୀ ସ୍କୁଲରେ ଶନିବାର ହେବ ନୋ ବ୍ୟାଗ୍‌ ଡେ’: ଗେହଲଟ

ଜୟପୁର,୨୦।୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କଥା ହୋଇଥିଲେ। ଦେଶର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି ବୋଲି ସେ କହିଛନ୍ତି। ଏହାସହ ଗେହଲଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri