Home

ପ୍ରୋଟକଲ ଭାଙ୍ଗି ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ଅହମଦାବାଦ,୨୪।୨: ସମସ୍ତ ପ୍ରତୀକ୍ଷାର ଅନ୍ତପରେ ଭାରତ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଦମ୍ପତିଙ୍କର ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ ଟ୍ରମ୍ପ…

ପିପିଲିରେ ଉପଦ୍ରବ ଘଟାଇବା ପରେ ଭୁବନେଶ୍ୱରରେ ପହଞ୍ଚିଲା ଦନ୍ତା

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ପୁରୀ ଜିଲା ପିପିଲି ଓ ବଳଙ୍ଗା ଅଞ୍ଚଳରେ ଗତ ୩ ଦିନ ଧରି ତାଣ୍ଡବ ରଚିଥିବା ଦନ୍ତା ଏବେ ଭୁବନେଶ୍ୱରରେ। ରବିବାର ରାତିରେ ପିପିଲିରୁ ଚନ୍ଦକା ଯିବା ରାସ୍ତାରେ କଳିଙ୍ଗ ବିହାରରେ ଥିବା ଏମ୍‌ସିଏଲ ଗାର୍ଡେନ ଭିତରେ ହାତୀଟି…

ସେନା ପୋଷାକ ସହ ଖାପ ଖାଉଥିବା ପୋଷାକ ପିନ୍ଧି ଅଡୁଆରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୨: ରାଜଧାନୀ ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲୁଥିବା ବେଳେ ଦିଲ୍ଲୀ ପୋଲିସ ଏକ ଭୁଲ୍‌ କରି ବସିଥିବା ଆଲୋଚନା ହେଉଛି। ଏହି ସମୟରେ ଦିଲ୍ଲୀ ପୋଲିସ ଭାରତୀୟ ସେନା…

ରାସ୍ତାରେ ଜୋତା ପଲିଶ୍‌ କରୁଥିବା ସନି ଏବେ ଇଣ୍ଡିଆନ ଆଇଡଲ୍‌-୧୧ର ବିଜେତା

ମୁମ୍ବାଇ: ଦିନ ଥିଲା ରାସ୍ତାକଡ଼ରେ ବସି ଏହି ଯୁବକ ଜୋତା ପଲିଶ୍‌ କରୁଥିଲେ। ହେଲେ ଆଜି ସେ ଇଣ୍ଡିଆନ ଆଇଡଲ ସିଜିନ-୧୧ର ବିଜେତା। ସେ ଆଉ କିଏ ନୁହଁନ୍ତି ପଞ୍ଜାବ ଭଟିଣ୍ଡାର ସନି ହିନ୍ଦୁସ୍ତାନୀ। ଗତକାଲି ପପୁଲାର ରିୟଲଟି ଶୋ’ ଇଣ୍ଡିଆନ…

ଶର୍ଟସର୍କିଟରୁ ଜଳିଗଲା କୁକୁଡ଼ା ଫାର୍ମ, ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଉଳକଣି ପଞ୍ଚାୟତର ଛପାଲି-ବଡ଼ତୋଟା ଗ୍ରାମର ଏକ କୁକୁଡ଼ା ଫାର୍ମରେ ସୋମବାର ସକାଳେ ଶର୍ଟସର୍କିଟି ଯୋଗୁ ନିଆଁ ଲାଗି ୫ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ହଜାର ୮୦୦ କୁକୁଡ଼ା…

୭୧ ବର୍ଷରେ ଆମେରିକା ଗସ୍ତ କରିଛନ୍ତି ୯ ଭାରତୀୟ ପ୍ରଧାନମନ୍ତ୍ରୀ: ମନମୋହନ ସର୍ବାଧିକ

ନୂଆଦିଲ୍ଲୀ,୨୪।୨: ଭାରତ ସ୍ବାଧୀନ ହେବାପରେ ଗତ ୭୧ ବର୍ଷ ମଧ୍ୟରେ ୯ ଜଣ ଭାରତୀୟ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସର୍ବାଧିକ ଅଧିକ ଥର ଆମେରିକା ଗସ୍ତ କରିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ଢୋକଲା, ସମୋସା, ମସଲା ଚା’ର ମଜା ନେବେ ଟ୍ରମ୍ପ

ନୂଆଦିଲ୍ଲୀ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ, ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା, ଜ୍ୱାଇଁ ଜେରେଡ ଓ କେତେଜଣ ଉଚ୍ଚ ସ୍ତରୀୟ ପ୍ରତିନିଧିଙ୍କ ସହ ସୋମବାର ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି।…

ଚାଇନା ପରେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ଭାଇରସ ସଂକ୍ରମିତ!

ସିଓଲ,୨୪।୨: କରୋନା ଭାଇରସ ଚାଇନାରେ ମହାମାରୀ ଭଳି ବ୍ୟାପି ଚାଲିଥିବା ବେଳେ ଏବେ ଏହା ଆଖାପାଖ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ତେବେ ଚାଇନା ପରେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ସଂକ୍ରମିତ ରୋଗୀ ଥିବା ଓ ଚାଇନା ପରେ ଦକ୍ଷିଣ…

ଭାରତ ଆସିବା ପୂର୍ବରୁ ହିନ୍ଦୀରେ ଟୁଇଟ କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହା ପ୍ରଥମ ଗସ୍ତ। ତାଙ୍କ ସ୍ବାଗତ ପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।…

ଟ୍ରମ୍ପଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଭାରତ

ନୂଆଦିଲ୍ଲୀ,୨୪।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ଝିଅ ଜ୍ୱାଇଁଙ୍କ ସହ ଭାରତ ଆସୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୋମବାର ସକାଳେ ସେ ଭାରତ ପହଞ୍ଚିବାକୁ ଥିବା…

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨ ବର୍ଷ ଧରି କନ୍ୟାଘରଙ୍କଠାରୁ କୌଣସି ଯୌତୁକ ଅବା ଅନ୍ୟ ଉପହାର ଗ୍ରହଣ କରି ନାହାଁନ୍ତି।…

ଇଣ୍ଡୋନେସିଆ ଇସଲାମିକ୍‌ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ଭାଜପାର ଇତିହାସ

ଜାକର୍ତ୍ତା,୨୪।୨: ଇଣ୍ଡୋନେସିଆ ଇସଲାମିକ୍‌ ବିଶ୍ୱବିଦ୍ୟାଳୟରେ ଭାଜପାର ଇତିହାସ ସମ୍ପର୍କରେ ପାଠପଢ଼ାଯିବ। ଭାଜପା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଥିବା ଏକ ପୁସ୍ତକକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ ସଦସ୍ୟ ହଦଜା ମିନ୍‌ ଫଦଲି ସୂଚନା ଦେଇଛନ୍ତି। ଭାରତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri