ଶ୍ରୀଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ମାପଚୁପ
ପୁରୁଣା ଭୁବନେଶ୍ୱର,୬ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ, ବିକାଶ କାମ ଜାରି ରହିଛି। ହେଲେ ଠାକୁରଙ୍କ ବହୁସ୍ଥାନରେ ଥିବା ଜମିକୁ ଜବରଦଖଲକାରୀମାନେ କବ୍ଜାରେ ରଖଛନ୍ତି। ଏହି ଭୂସମ୍ପତ୍ତିକୁ ଜବରଦଖଲରୁ ମୁକ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ମୂଳା ପଡିଆ,…
ମସଜିଦ୍ରେ ହେବ ହିନ୍ଦୁ ବିବାହ: କନ୍ୟାଙ୍କୁ ମିଳିବ ୧୦ ତୋଳା ସୁନା ଏବଂ ୨ଲକ୍ଷ ଟଙ୍କା…
ଅଲପ୍ପୁଝା, ୬।୧: ଦେଶରେ ବିଭିନ୍ନ ସମ୍ପ୍ରଦାୟକୁ ନେଇ ରାଜନୀତି ଜାରି ରହିଛି। ଏପରିସ୍ଥଳେ କେରଳରେ ସାମ୍ପ୍ରଦାୟିକ ସଦ୍ଭାବର ଏକ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ଅଲପ୍ପୁଝାର ଚେରୁବଲ୍ଲୀଠାରେ ଏକ ମସଜିଦ୍ରେ ହିନ୍ଦୁ ରୀତିନୀତିରେ କନ୍ୟା-ବରଙ୍କ ବିବାହ ଅନୁଷ୍ଠିତ ହେବ। ଏହି ବିବାହରେ…
ଅବସରପ୍ରାପ୍ତ ରେଲ୍ଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ଅଭିଯୁକ୍ତ ଟିକେଟ ବିକ୍ରି କରୁଥିବାବେଳେ ଧରିଲା ପୋଲିସ
କଟକ ରୋଡ୍,୬ା୧(ଡି.ଏନ.ଏ.): ଭୁବନେଶ୍ୱରର ଏକ ଲଜିଂରେ ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କୁ ତଣ୍ଟିକାଟି ହତ୍ୟା ଘଟଣାର ସୁରାକ ପାଇଛି କମିଶନରେଟ ପୋଲିସ। ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଲକ୍ଷ୍ମୀସାଗର ପୋଲିସ ରବିବାର ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।…
ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଲୋକଙ୍କ ସହାୟତା ପାଇଁ ଜୀବନର ସବୁଠୁ ମୂଲ୍ୟବାନ ଜିନିଷ ନିଲାମ କଲେ ସେନ୍ ଓ୍ବାର୍ଣ୍ଣ
କାନବେରା,୬।୯: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଦୀର୍ଘ ୪ ମାସ ନଆଁ ଲାଗିଛି। ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି ଜୀବଜନ୍ତ ଏବଂ ପକ୍ଷୀ ପୋଡ଼ି ହୋଇଯାଇଛନ୍ତି। ଏହି ନିଆଁ ଅଷ୍ଟ୍ରେଲିଆର ଭିକ୍ଚୋରିଆ ଏବଂ ନ୍ୟୁ ସାଉଥୱେଲସ ଅଞ୍ଚଳରେ ଲାଗିଛି। ଏହି…
ଓଟିଇଟି ବିଭ୍ରାଟ: ୧୪ରେ ବୋର୍ଡ କାର୍ଯ୍ୟାଳୟ ଘେରାଉ
ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଟିଇଟି ପ୍ରଶ୍ନ ଓ ଫଳ ପ୍ରକାଶନ ବିଭ୍ରାଟକୁ ନେଇ ଏକ୍ସ କ୍ୟାଡର ଶିକ୍ଷକ ମହାସଂଘ ପକ୍ଷରୁ ପୁଣିଥରେ ରାଜ୍ୟସ୍ତରୀୟ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ କରାଯିବ। ବର୍ଷକୁ ଦୁଇଥର ପରୀକ୍ଷା ନ ହେବା, ପ୍ରଶ୍ନପତ୍ର ଭାଇରାଲ ଆଳ ଦେଖାଇ ବୋର୍ଡ଼ କର୍ତ୍ତୃପକ୍ଷ…
ଜେଏନ୍ୟୁ ହିଂସା ନେଇ ଦେଶବ୍ୟାପି ପ୍ରଦର୍ଶନ
ନୂଆଦିଲ୍ଲୀ, ୬।୧: ଜେଏନ୍ୟୁ କ୍ୟାମ୍ପସ୍ରେ ରାତି ଅନ୍ଧାରରେ ହୋଇଥିବା ହିଂସା ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ରାତିରେ କିଛି ଦୁର୍ବୁତ୍ତ କ୍ୟାମ୍ପସ୍ରେ ପଶି ଭଙ୍ଗାରୁଜା କରିବା ସହିତ ଠେଙ୍ଗା ଏବଂ ଲୁହାଛଡ଼ରେ ଛାତ୍ରଙ୍କୁ ପିଟିବା ସହିତ ଛାତ୍ରୀ ହଷ୍ଟେଲରେ ପଶି…
ଖୋଲିଲା ରାଜଭବନ ଉଦ୍ୟାନ: ପ୍ରଥମ ଦିନରେ ବୁଲିଲେ ୪ହଜାର ଦର୍ଶକ
ଭୁବନେଶ୍ୱର,୬ା୧(ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ରବିବାର ରାଜଭବନ ଉଦ୍ୟାନ ଖୋଲାଯାଇଛି। ଗୋଲାପ ଉଦ୍ୟାନଠାରୁ ଆରମ୍ଭ କରି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଗ୍ଲାଡିଓଲି, ଡାଲିଆ, ଜିନିଆ, କାନୁନ୍ଡୋଲା, ସାଲ୍ଭିଆ ଭଳି ୩୯ କିସମର ଫୁଲର ସମ୍ଭାର ଦେଖିବାକୁ ମିଳିଥିଲା। ଏହାସହ…
ପିଆଜ ପରେ ଆଳୁ ଚଡ଼କ: ଦର ଛୁଇଁଲା ୩୦
ଭୁବନେଶ୍ୱର,୬ା୧(ବ୍ୟୁରୋ): ପିଆଜ ପରେ ଏବେ ଆଳୁ ଦର ବଢ଼ିଛି। ୧୮ରୁ ୨୦ ଟଙ୍କା ଦରରେ ମିଳୁଥିବା ଆଳୁ ଏବେ ୩୦ଟଙ୍କା ଛୁଇଁଛି। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ସହ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହ୍ରାସ ପାଇବାରୁ ଦର ହଠାତ୍ ବୃଦ୍ଧି…
୧୧ରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ
ଭୁବନେଶ୍ୱର,୬ା୧(ବ୍ୟୁରୋ): ଅଲ୍ ଓଡିଶା ଲ ଅଫିସର୍ସ ଆସୋସିଏଶନ ପକ୍ଷରୁ ଆସନ୍ତା ୧୧ ତାରିଖରେ ଇଡ୍କଲ ଅଡିଟୋରିୟମରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ ହେବ। ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟ କରୁଥିବା ସରକାରୀ ଓକିଲ(ଦଓ୍ବୋନୀ ଓ ଫୌଜଦାରୀ)ମାନେ ଯୋଗଦେବେ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…
ରାଜ୍ୟରେ ଆରମ୍ଭ ହେବ ସ୍ବଚ୍ଛ ସର୍ବେକ୍ଷଣ ଲିଗ୍
ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଶାର ସହରାଞ୍ଚଳଗୁଡିକ କେତେ ସଫାସୁତୁରା ରହିଛି ତାହା ଜାଣିବା ଲାଗି ପ୍ରଥମଥର ସାରା ରାଜ୍ୟରେ ସ୍ବଚ୍ଛ ସର୍ବେକ୍ଷଣ (ଏସ୍ଏସ୍) ଲିଗ୍ ୨୦୨୦ ଆରମ୍ଭ ହେବ। ତରଳ, କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ସହ ସ୍ବଚ୍ଛତା କ୍ଷେତ୍ରରେ ସମସ୍ତ ୧୧୪…
ଓଡ଼ିଶାରୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆଶା ଉଜ୍ଜ୍ୱଳ
ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବା ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି। ଆସନ୍ତା ୨୨ ତାରିଖରେ ଓଡ଼ିଶାରେ ୧୫ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥାର ସିଇଓଙ୍କ ବୈଠକ ଅନୁଷ୍ଠିତ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ…
ସରିଲା ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା: ଫେବୃୟାରୀ ପ୍ରଥମ ସପ୍ତାହରେ ପରୀକ୍ଷାଫଳ
ଭୁବନେଶ୍ୱର,୬ା୧(ବ୍ୟୁରୋ): ଭୁବନେଶ୍ୱର ଏବଂ ନୂଆ କରି ଆରମ୍ଭ ହେବାକୁ ଥିବା ସୈନିକ ସ୍କୁଲ ସମ୍ବଲପୁର ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଓଡ଼ିଶାର ୮ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରବେଶିକା ପରୀକ୍ଷାରେ ସୈନିକ ସ୍କୁଲ ଭୁବନେଶ୍ୱର ନିମନ୍ତେ ଷଷ୍ଠ…
Archives


