Home

ଦୀପକ ଯାହା ଚାହୁଁଥିଲେ..

ବେଳେ ବେଳେ ଖୋଜିବା ଚିଜ ବି ହାତପାହାନ୍ତାରେ ମିଳିଯାଏ। ୨୦୦୬ରୁ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା। ହେଲେ ତାଙ୍କ ଅଭିନୀତ ‘ହର୍‌ କିସେ କି ହିସେ-କାମୟାବ’ର ସଫଳତାକୁ ନେଇ ସେ ବେଶ୍‌ ଖୁସ୍‌। ସେ ହେଲେ ଦୀପକ ଡୋବ୍ରିୟାଲ। ରେଡ୍‌…

ଚୁଜି ହେଲେଣି ଅନନ୍ୟା

‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ଅନନ୍ୟା ପାଣ୍ଡେ। କରନ୍‌ ଜୋହରଙ୍କ ପରି ନାମୀ ପ୍ରଯୋଜକ ତାଙ୍କୁ ବ୍ରେକ୍‌ ଦେଇଥିଲେ। ହେଲେ ଇତି ମଧ୍ୟରେ ଚଙ୍କି ପାଣ୍ଡେଙ୍କ ଏହି କନ୍ୟାଙ୍କ ହାତରେ ମାତ୍ର କେତୋଟି ସିନେମା ରହିଛି।…

ପ୍ରେମରେ ପଡ଼ିଛନ୍ତି ରୁଦ୍ର

ଅଭିନେତା ରୁଦ୍ର ପାଣିଗ୍ରାହୀ ଏବେ ପ୍ରେମରେ ପଡ଼ିଯାଇଛନ୍ତି। ପୁଣି କାହା ସହ ରୋମାନ୍ସ ଚାଲିଛି ଜାଣନ୍ତି ? ବଙ୍ଗୀୟ ଅଭିନେତ୍ରୀ ସୋଲାଙ୍କି ଭୌମିକଙ୍କ ସହ। ହେଲେ ଆରମ୍ଭରୁ ଏହା ପଛରେ ଥିବା ସତ କଥା ବିଷୟରେ ସୂଚନା ଦେଇଦେବା ହିଁ ଭଲ।…

ଆଇପିଏଲ୍‌: ବିଦେଶୀ ଖେଳାଳିଙ୍କୁ ଆଶଙ୍କା

ନୂଆଦିଲ୍ଲୀ, ୧୨।୩- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ତେବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ଲାଗି କେନ୍ଦ୍ର ସରକାର ନୂଆ…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲା: ୩୫ ଦିନ ପାଇଁ ବିଦେଶୀଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୧୨।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୭୩ ଛୁଇଁଛି। ସୁରକ୍ଷା ଦୃଷ୍ଟିରୁ ଭାରତରେ ପ୍ରବେଶ ପାଇଁ ବିଦେଶୀ ନାଗରିକଙ୍କ ଉପରେ ୩୫ ଦିନିଆ କଟକଣା ଜାରି ହୋଇଛି। ସେମାନଙ୍କୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଭାରତରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏହି…

କରୋନା ଭୟ: ବଜାରରେ ଗୋମୂତ୍ରରୁ ପ୍ରସ୍ତୁତ ହ୍ୟାଣ୍ଡ୍‌ ସାନିଟାଇଜର ଚାହିଦା ବଢୁଛି

ନୂଆଦିଲ୍ଲୀ,୧୨।୩: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସ୍‌ ଦ୍ୱାରା ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଏହି କାରଣରୁ ବଜାରରେ ହ୍ୟାଣ୍ଡ ସାନିଟାଇଜରର…

ଓଡ଼ିଶାର ସମର ଡେଷ୍ଟିନେଶନ

ଖରା ହେଉ କି ବର୍ଷା, ବୁଲିବାର କୌଣସି ସମୟ ନଥାଏ। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ରହିଛି ଏକାଧିକ ଆକର୍ଷଣୀୟ ସ୍ଥାନ। ଆଗକୁ ଖରାଦିନ ଆସୁଥିବା ବେଳେ ଓଡ଼ିଶାର କିଛି ଲୋକପ୍ରିୟ ସମର ଡେଷ୍ଟିନେଶନକୁ ନେଇ ଏଥର ଆମ ରିପୋର୍ଟ। ଚନ୍ଦ୍ରଭାଗାର…

ହତ୍ୟା କରି ପୋତିଦେଲେ: ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ତିହିଡ଼ି ପୋଲିସ

ତିହିଡ଼ି,୧୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଗ୍ରାମରୁ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହକୁ ଗୁରୁବାର ପୂର୍ବାହ୍ନରେ ତିହିଡି ପୋଲିସ ଉଦ୍ଧାର କରିଛି। ପିରହାଟ ଚାରିବାଟିଆ ରାସ୍ତାର ସାହାପୁର ଛକଠାରୁ କିଛିଦୂରରେ ଥିବା ଏକ ଜୋର ପାର୍ଶ୍ୱର ମାଟି…

ମାତ୍ର ୧୨ ଘଣ୍ଟା ମଧ୍ୟରେ ଷ୍ଟାର ପାଲଟି ଯାଇଥିଲେ ବିଗ୍‌ ବି ଅମିତାଭ

ମୁମ୍ବାଇ: ବଲିଉଡ୍‌ରେ ପ୍ରଥମେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଏହାପରେ ତାଙ୍କୁ ମିଳିଥିଲା ଷ୍ଟାର ମାନ୍ୟତା। ତାଙ୍କ ଅଭିନୀତ ଫିଲ୍ମ ଆନନ୍ଦକୁ ଗୁରୁବାର ୪୮ ବର୍ଷ ପୂରିଛି। ଏହି ଫିଲ୍ମଟି ୧୯୭୧ ମାର୍ଚ୍ଚ ୧୨ରେ ରିଲିଜ୍‌…

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଯୋଗାଇ ଦିଆଯିବ ଅନ୍‌ସ୍ଲୋ ହାଇସ୍କୁଲର ୧୩ ଶ୍ରେଣୀଗୃହ: ଜିଲାପାଳ

ଛତ୍ରପୁର,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥିପାଇଁ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନସ୍ଲୋ ହାଇସ୍କୁଲର ଏକ କୋଠାରେ ଅସ୍ଥାୟୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିବ।…

ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର: ଲଞ୍ଚ୍‌ପ୍ୟାଡ୍‌-୬ରେ ଆତଙ୍କବାଦୀଙ୍କୁ ତାଲିମ ଦେଉଛି ପାକିସ୍ତାନ

ଶ୍ରୀନଗର,୧୨।୩: ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବା ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ନିୟନ୍ତ୍ରଣ ରେଖାଠାରୁ କିଛି କିଲୋମିଟର ଦୂରରେ ଜୈଶ୍‌ କମାଣ୍ଡର ଅବୁ ହମ୍‌ଜା ୨୫ରୁ ଅଧିକ ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି। ଏହା ପଛରେ ପାକିସ୍ତାନୀ ସେନାର…

ନୟାଗଡ଼ ଚିନିକଳରୁ ଖୋଲାଗଲା ତାଲା: ୨ ଜଣିଆ ବୈଷୟିକ ଟିମ୍‌ର ଆକଳନ ଆରମ୍ଭ

ନୟାଗଡ଼ ଅଫିସ,୧୨।୩: ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳର ଯନ୍ତ୍ରପାତି ତଦାରଖ ଓ ଆକଳନ ପାଇଁ ଗୁରୁବାର ତାଲା ଖୋଲାଯାଇଛି। ନୟାଗଡ଼ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ଓ ତହସିଲଦାର ଭିକାରି ସାହୁଙ୍କ ଉପସ୍ଥିତିରେ ଆସ୍କା ଚିନିକଳର ୨ ଜଣିଆ ବୈଷୟିକ ଟିମ୍‌ ଆକଳନ ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri