Home

ବିଶ୍ୱନାଥ ମନ୍ଦିର ଦର୍ଶନ କରି ବିବାଦରେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଥିବା ନଜର ଆସିଛନ୍ତି। ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। କାଶୀ ବିକାଶ ସମିତି ଏହାକୁ ନେଇ ସ୍ବର ଉଠାଇଛି। ସମିତିର ମହାସଚିବ ଚନ୍ଦ୍ର…

ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ/: ୧୮।୩(ବ୍ୟୁରୋ): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ି ରହିଛି। ଦନ୍ତାଟି କାହାକୁ ପାଖ ମଡ଼ାଇ ଦେଉ ନ ଥିଲା। କିଛି…

ନବବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

ପଦ୍ମପୁର, ୧୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ରାଉତ ସାହିର ଜଣେ ନବ ବିବାହିତ ଯୁବକଙ୍କର ବୁଧବାର ସକାଳେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ବେହେରା(୨୮)। ପ୍ରକାଶ ଯେ, ଗତ ୧୩ ତାରିଖରେ ରାଜେନ୍ଦ୍ର…

ଜ୍ୟାକ୍‌ଲିନଙ୍କ ହଟ୍‌ ଯୋଗ ଲୁକ୍‌ ପ୍ରଶଂସକଙ୍କ ହୃଦୟରେ ଲଗାଇଲା ନିଆଁ

ମୁମ୍ବାଇ: ବି-ଟାଉନ୍‌ର ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନଙ୍କ ହୃଦୟରେ ନିଆଁ ଲାଗିଯାଇଛି। ଯେଉଁଥିରେ ସେ ବେଶ୍‌ ହଟ୍‌ ଲାଗିବା ସହ ଯୋଗ କରୁଥିବା ନଜର ଆସିଛନ୍ତି। ଜ୍ୟାକ୍‌ଲିନ…

ବିଦେଶରୁ ଫେରି ନିଜକୁ କ୍ୱାରାଣ୍ଟାଇନ୍‌ କଲେ ସୁରେଶ ପ୍ରଭୁ

ନୂଆଦିଲ୍ଲୀ,୧୮।୩: ଭାଜପା ଏମ୍‌ପି ସୁରେଶ ପ୍ରଭୁ ବିଦେଶରୁ ସ୍ବଦେଶ ଫେରିବା ପରେ ନିଜକୁ ସରକାରଙ୍କ କରୋନା ସୁରକ୍ଷା ମାର୍ଗଦର୍ଶିକା ଅର୍ନ୍ତଗତ କ୍ୱାରାଣ୍ଟାଇନ କରିଛନ୍ତି। ସେ ସୌଦି ଯାତ୍ରା କରିଥିଲେ। ୧୦ ମାର୍ଚ୍ଚରେ ସେ ସୌଦି ଗସ୍ତରେ ଯାଇଥିଲେ। ଭାରତ ଫେରିବା ପରେ…

ତାଳି, ବାସନ ବଜାଇ ଏକଜୁଟ ହୋଇ କରୋନାର ମୁକାବିଲା ଲାଗି ସଚେତନତା ସୃଷ୍ଟି କରୁଛନ୍ତି ଲୋକେ

ମାଦ୍ରିଦ୍‌,୧୮।୩: କରୋନା ସଂକ୍ରମଣ ଯୋଗୁ ସ୍ପେନ୍‌ରେ ସ୍ଥିତି ସଙ୍କଟ ଜନକ ହୋଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଲୋକେ ଘରେ ରହି ତାଳି, ବାସନକୁସନ ତଥା ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଇ ଏକ ଜୁଟ…

ଏହି ଅଫିସରେ ଆପଣାଛାଏଁ ଚାଲୁଛି ଚେୟାର, ଫଟୋ ଭାଇରାଲ

ଲଣ୍ଡନ: ଯଦି କୁହାଯାଏ, ଅଫିସ୍‌ରେ ଚେୟାରଗୁଡ଼ିକ ସ୍ବୟଂଚାଳିତ ଅର୍ଥାତ୍‌ ଆପଣାଛାଏଁ ଚାଲୁଛି ତେବେ ନିଶ୍ଚିତ ଅବିଶ୍ୱସନୀୟ ଲାଗିବ। ମାତ୍ର ଏହା ସତ। ଏହା କୌଣସି ଯାଦୁଗର ଶୋ’ କିମ୍ବା ଟେକ୍ନିକାଲ ପଦ୍ଧତି ନୁହେଁ। ଇଂଲଣ୍ଡର ମଞ୍ଚେଷ୍ଟରର ଏକ ଅଫିସ୍‌ରେ ଏପରି ଅଜବ…

ଅସୁସ୍ଥ ମାଈ ହାତୀକୁ ଜଗି ବସିଛି ଦନ୍ତା: ପାଖ ମଡ଼ାଇ ଦେଉନି

ନିରାକାରପୁର, ୧୮।୩(ଡି.ଏନ୍‌.ଏ.): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ି ରହିଛି। ନିକଟରେ ଏକ ଦନ୍ତା ତାକୁ ଜଗି ବସିଥିବା ଦେଖିବାକୁ ମିଳୁଛି। ଦନ୍ତା…

କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ

ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା ସହିତ କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କାର ବୋନସ ଦେବାକୁ ଫେସବୁକ ସିଇଓ…

କରୋନା ଗୁଜବ ପ୍ରଚାରକରି ଜେଲ ଗଲେ ଯୁବକ

ତାଳଚେର,୧୮।୩(ନି.ପ୍ର.): କରୋନା ସମ୍ପର୍କରେ ମିଛ ଖବର ପ୍ରଚାରକରି ସାଧାରଣରେ ଆତଙ୍କ ସୃଷ୍ଟି କରୁଥିବା ଜଣେ ଯୁବକଙ୍କୁ ତାଳଚେର କଲିୟାରୀ ପୋଲିସ ମଙ୍ଗଳବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଜୟକୃଷ୍ଣ ସାହୁ ଓରଫ୍‌ ରିଙ୍କୁ। ତାଙ୍କ ଘର ତାଳଚେର…

ଏହି ଜେଲ୍‌ରେ ନୂଆ କଏଦୀଙ୍କ ସହ ରହିବାକୁ ମନାକଲେ ପୁରୁଣା କଏଦୀ, ଜାଣନ୍ତୁ କାରଣ

କାନପୁର,୧୮ା୩: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଜେଲ୍‌ର ଚାରିକାନ୍ଥ ମଧ୍ୟରେ ରହୁଥିବା କଏଦୀମାନେ। ସେମାନେ ବି ଏହି ଭାଇରସ୍‌କୁ ନେଇ ବେଶ୍‌ ସଚେତନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର…

‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ଚାଇନା ରିପୋର୍ଟ !

ବେଜିଂ,୧୮।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ଚାଇନାର ଉହାନ ଏବଂ ଶେନଜେନ୍‌ ସହରରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ଯେ, ‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କେରୋନା ସଂକ୍ରମଣ ଆଶଙ୍କା ଅନ୍ୟ ବ୍ଲଡ୍‌ ଗ୍ରୁପ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri